Latest Odisha News

BREAKING NEWS

Browsing Category

ଫିଚର

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ…

ଆରପାରିରେ ଅଭିନେତା ବିକ୍ରମ ଗୋଖଲେ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା  । ଗତ ୫ ତାରିଖରେ  ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ…

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ…

ଶୋଭିତାଙ୍କ ସହ ବିଦେଶ ଯାତ୍ରା କଲେ ନାଗା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ । ଶୋଭିତାଙ୍କୁ ଡେଟ୍‌ କରୁଥିବା ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ଏବଂ ନାଗାଙ୍କର ଛାଡ଼ପତ୍ର ହୋଇଥିଲା  । ଏନେଇ ନାଗା ଏବଂ ଶୋଭିତାଙ୍କ ଫଟୋକୁ ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି…

୩୦ ଗ୍ରାମ ବ୍ରାଉନସୁଗର ସହ ମହିଳା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡକୁ ସଫଳତା । ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ ପରେ ମିଳିଛି ୩୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗର ରଖିଥିବା ମହିଳା ମଧ୍ୟ ଗିରଫ। ମୋବାଇଲ ସ୍କ୍ୱାଡ୍ ଅଧିକାରୀ ସମୀର ରଞ୍ଜନ ମହାନ୍ତି ଆଜି ସକାଳୁ ଯାଜପୁର ରୋଡ୍ ଥାନା ୧୯ନଂ ୱାର୍ଡର ମେଟୁଆଣି…

ସ୍କୁଲ ବନ୍ଦକୁ ବିରୋଧ କରି ଧାରଣାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର:   ମାସର ଅଧା ଦିନ ବନ୍ଦ ରହୁଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମାରାଡୁଗୋଛା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପାଠପଢା । ଏହାକୁ ନେଇ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଛି । ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଭିଭାବକ ଓ…

ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ

ଚେନ୍ନାଇ: ଶ୍ରୀହରିକୋଟା ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ । ୯ ସାଟେଲାଇଟ୍ ନେଇ ମହାକାଶକୁ ଗଲା ରକେଟ୍। ଓସିଏନ୍-୩ ସହ ୮ଟି ନାନୋ ସାଟେଲାଇଟକୁ ମିଶାଇ ୧୧୧୭କେଜି ଓଜନ ବହନ କରିଛି ପିଏସଏଲଭି-ସି୫୪। ଏସବୁଗୁଡିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ।…

୫୫ ନଂ ଜାତୀୟ ରାଜପଥ ସାମ୍ପ୍ରସାରଣ ସମ୍ପୂର୍ଣ୍ଣ ଦାବିରେ ରାଜପଥ ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାବିରେ ବିଜେଡି କର୍ମୀଙ୍କ ପକ୍ଷରୁ ଚକା ବନ୍ଦ କରାଯାଇଛି । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବରିଷ୍ଠ ନେତୃ ବୃନ୍ଦମାନେ ଏକାଠି ହୋଇ ୫୫ ନମ୍ବର ଜାତୀୟ…

ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼ : ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ଼ ସହର  । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି  । ତେବେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ହେବ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଆଉ ଅଳ୍ପ ଦିନ ପରେ ବରଗଡ ପାଲଟି…

ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଲା ଶୀତ । ଆଞ୍ଚଳିକ ପାଣିପାଗ ଦ୍ୱାରା ଗତ ୨୪ ଘଣ୍ଟାରେ ରେକର୍ଡ ତାପମାତ୍ରା ଅନୁସାରେ ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତି ତାପମାତ୍ରା । ସମତଳ ଅଞ୍ଚଳରେ ସର୍ବନିମ୍ୱ ତାପମାତ୍ରା ରହଛି । ସୁନ୍ଦରଗଡ କିରେଇରେ ୯.୫…