Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।…

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ ।…

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ ।…

ବେଳାଭୂମିରେ ଉଲଗ୍ନ ଅବସ୍ଥାରେ ଫଟୋ ଉଠାଇଲେ ୨୫୦୦ ଲୋକ, କଣ ରହିଛି ରହସ୍ୟ ଜାଣନ୍ତୁ….

ନୂଆଦିଲ୍ଲୀ : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି  । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ…

ବରଫ ତଳୁ ୫୦ ହଜାର ବର୍ଷ ତଳର ଭୂତାଣୁକୁ ଜୀବିତ କରାଇଲେ ବୈଜ୍ଞାନିକ

ମସ୍କୋ: ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଟିମ ବିଶ୍ୱର ସବୁଠାରୁ ପୁରାତନ ଭୂତାଣୁକୁ ଜୀବିତ କରିବାରେ ସଫଳ ହୋଇଛନ୍ତି । ଏହି ଭାଇରସ କୋଟି କୋଟି ବର୍ଷ ହେବ ସାଇବେରିୟାର ବରଫ ତଳେ ଜମି ରହିଥିଲା । ବୈଜ୍ଞାନିକଙ୍କ ମତରେ ଏହି ଭାଇରସ ମନୁଷ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଜୀବିତ ହେବା ପରେ ଏହି…

ବେଲଜିୟମ ହାରିବା ସହ୍ୟ କରି ପାରିଲେନି ପ୍ରଶଂସକ, ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି

ବ୍ରୁସେଲ୍ସ: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପରେ ମରକ୍କୋ ନିକଟରୁ ବେଲଜିୟମର ପରାସ୍ତକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ମ୍ୟାଚ ପରେ ରାଜଧାନୀ ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଡା ପଦକ୍ଷେପ ଗ୍ରହଣ…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଆୟକର ରେଡ୍

ପଦ୍ମପୁର: ପଦ୍ମପୁରରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ୩ ବିଜେଡି କର୍ମୀଙ୍କ ଘରେ ଚାଲିଛି ଆୟକର ରେଡ୍ । ୩ ଜଣଯାକ ପ୍ରତିଷ୍ଠିତ ବ୍ୟବସାୟୀ । ତିନିଜଣଙ୍କ ଘରକୁ ଜଗିଛନ୍ତି ସଶସ୍ତ୍ର ସିଆରପିଏଫ୍ । ବହିଦାରପଡାର ମହମ୍ମଦ ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରଓ୍ୱାଲଙ୍କ…