Latest Odisha News

BREAKING NEWS

Browsing Category

ଫିଚର

ଅର୍ଚ୍ଚନା କେସରେ ଇଡି ସମନ କରିଥିବା ୧୨ ଜଣଙ୍କୁ ଜାଣିଛି: ଜୟନାରାୟଣ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କ ଲିଙ୍କ୍ ରହିଛି। ତେବେ ଏହି ବଡ଼ ବଡ଼ିଆ କିଏ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇଡି ମଧ୍ୟ ୧୨ ଜଣଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ କହିଥିବା ସୂଚନା ମିଳିଛି। ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପକୁ ମଞୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଥିଲେ।  ଲୋକନାଥ ମନ୍ଦିରର ସେବାୟତଙ୍କ ସହ ସେ ଆଲୋଚନା…

ପୁଣି ତିନି ଦିନିଆ ରିମାଣ୍ଡରେ ଯିବ ଖଗେଶ୍ୱର ପାତ୍ର, କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ବଢିଲା। ଖୋର୍ଦ୍ଧା ଜିଲ୍ଲା ଦୌରାଜଜର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ଯିବାକୁ ଅନୁମତି ଦେଇଛନ୍ତି। ଜେରା ବେଳେ ଇଡିକୁ ଖଗେଶ୍ୱର ତଦନ୍ତରେ ସହଯୋଗ କରୁନାହିଁ ତେଣୁ ଆଉ ୫…

ଆଉ ନାହାନ୍ତି ରସନା ଫାଉଣ୍ଡର ଆରିଜ ଫିରୋଜଶାହ

ମୁମ୍ବାଇ: ରସନା ଗ୍ରୁପର ଫାଉଣ୍ଡର ଆରିଜ ପିରୋଜଶାହ ଖମ୍ବାଟାଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆରିଜ ୮୦/୯୦ ଦଶକରେ ରସନା ପାନୀୟ ଯୋଗୁ ଘରେ ଘରେ ପରିିଚିତ ହୋଇ ପଡିଥିଲେ । ସେ ୱାପିଜର ପୂର୍ବ ଚେୟାରମ୍ୟାନ ଓ ଅହମ୍ମଦାବାଦ ପାରସୀ ପଂଚାୟତର ପୂର୍ବ ସଭାପତି ଥିଲେ । ଏହା ବ୍ୟତୀତ ଭାରତର…

ଏୟାରପୋର୍ଟ ନିକଟ ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ!

ଭୁବନେଶ୍ୱର: ରାଜଧାନୀର ହାଇସିକ୍ୟୁରିଟି ଜୋନ ନିକଟରେ ଚାଲିଛି ଦେହ ବ୍ୟବସାୟ! ବିମାନ ବନ୍ଦର ପାଖରେ ଥିବା ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ। ପରେ ପୋଲିସକୁ ଖବର ଦେଇ ହସ୍ତାନ୍ତର କରିଛନ୍ତି। ଗିରଫ ହୋଇଥିବା ଦୁଇ…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…

୨୦୩୦ ସୁଦ୍ଧା ଚନ୍ଦ୍ରରେ ହେବ ମାନବ ବସ୍ତି, ଖୋଲିବ ଗବେଷଣା କେନ୍ଦ୍ର

ନ୍ୟୁୟର୍କ:  ଜହ୍ନ ରାଇଜରେ ଘର କରିବା... ଏହା ଆଉ ସ୍ୱପ୍ନ ନୁହେଁ । ସ୍ୱପ୍ନ ପରି ଲାଗୁଥିବା ଏ କଥା ଖୁବ ଶୀଘ୍ର ସତ ହେବ ।   ଜହ୍ନରେ ରହିବ ମାନବ ବସ୍ତି । ଖୋଲିବ ଅଫିସ । ମଣିଷ ସେଠାରେ ବସି କାମ କରିବ । ଏ କଥା ଆମେ ନୁହେଁ, କହିଛନ୍ତି ନାସା ଅଧିକାରୀ । ଚନ୍ଦ୍ରକୁ ଆର୍ଟିମିସ୍ ରକେଟ୍…

କୋରେଇରେ କାହିଁକି ଲାଇନଚ୍ୟୁତ୍ ହେଲା ମାଲବାହୀ ? ତଦନ୍ତ କରିବେ କମିଶନ ଅଫ୍ ରେଲୱେ ସେଫ୍ଟି

ଭୁବନେଶ୍ୱର: କୋରେଇରେ କାହିଁକି ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍ ? କେତେ ଥିଲା ବେଗ ? କାହିଁକି ହେଲା ଲାଇନଚ୍ୟୁତ୍ ? ଭୁଲ୍ କାହାର ? ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା କମିଶନ ଅଫ୍ ରେଲୱେ ସେଫ୍ଟି କୋରେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତର ତଦନ୍ତ କରିବେ ।…

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ବିରୋଧ କଲା ପରଜଙ୍ଗ ବିଜେପି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । କୌଣସି ସରପଞ୍ଚଙ୍କୁ ନଜଣାଇ ବିଧାୟକ ପଟ୍ଟା ବଣ୍ଟନ କରୁଛନ୍ତି । ଏପରିକି ଯେଉଁ ପଞ୍ଚାୟତର ସେ ପଟ୍ଟା ବଣ୍ଟନ…

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣାରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଆବାହକ ଜଗନ୍ନାଥ ସେନା

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଭାଇରାଲ ପ୍ରସଙ୍ଗ । ଗତ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫୋଟୋ ଓ ଭିଡିଓ ଭାଇରଲ ହୋଇଥିଲା । ବଙ୍ଗଳାଦେଶର ଆକାଶ ଚୌଧୁରୀ ନାମକ ୟୁଟୁବର ଏହି ଦର୍ଶନ ପାଇଁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ନୀତିର ଫୋଟୋ ନେବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ…