Latest Odisha News

BREAKING NEWS

Browsing Category

ଫିଚର

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ମିର୍ଜା-ମଲିକ ଶୋର ଚୁକ୍ତି ଯୋଗୁ ହୋଇ ପାରୁନି କି ସାନିଆ-ଶୋଏବଙ୍କ ଛାଡପତ୍ର ?

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ନେଇ ଗଣମାଧ୍ୟମରେ ଆଲୋଚନା ଜୋର ଧରିଥିଲା । ଏହା ପରେ ଉଭୟ ଦି ମିର୍ଜା-ମଲିକ ଶୋରେ ଏକତ୍ର କରିବା ଯୋଗୁ ଏହି ବିବାହ ବିଚ୍ଛେଦ ଖବର ଏକ ପବ୍ଲିସିଟି ଷ୍ଟଂଟ ବୋଲି ବିବେଚନା କରାଯାଉଥିଲା ।…

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଭୁବନେଶ୍ୱର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳି ୧ ହଜାର ଟଙ୍କା ପାଇଥିବା ବେଳେ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କଲେ ଏଏସ୍ଆଇ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା । ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍ । କ୍ରାକ୍‌ ମିଟର ମନିଟରିଂ ମଧ୍ୟ କରାଯାଇଛି । ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି । ଏହି…

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…

‘ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ?’

ପଦ୍ମପୁର: ପାଇକମାଳରେ ମାଳ ମାଳ ବିଜେପି ନେତା । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାରରେ ସାମଲ ହୋଇଛନ୍ତି ୨ କେନ୍ଦ୍ର ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁଙ୍କ ରେଳମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ ଉଠିଥିଲା…

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ…

ରାଜଧାନୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକଙ୍କ ସହ ଅମଲା ସଂଘ

ଭୁବନେଶ୍ୱର: ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଶାଳ ବିକ୍ଷୋଭ କରିଛନ୍ତି । ଶିକ୍ଷା ସହାୟକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକଙ୍କ ପ୍ରଥମ ୬ ବର୍ଷକୁ ଚାକିରି କାଳ ସହ ଗଣନା କରାଯାଉ । ଏଥିସହ ୬ଟି ଇଙ୍କ୍ରିମେଣ୍ଟ କରାଯାଉ । ସମସ୍ତ ଠିକା ନିଯୁକ୍ତିକୁ ଉଚ୍ଛେଦ କରି କେନ୍ଦ୍ରୀୟ…

ପଦ୍ମପୁରରେ ପଦ୍ମ ଦଳର ହେଭିଓ୍ୱେଟ୍ : ଫସଲ ବୀମା ଟଙ୍କାକୁ ନେଇ ତୋମାରଙ୍କ ତୀର

ପଦ୍ମପୁର : ବଗରଡ଼ ଜିଲ୍ଲା ପଦ୍ମପୁର ବଢୁଛି ଉପନିର୍ବାଚନ ତାତି । ପଦ୍ମପୁରର ପାଇକମାଳରେ ପଦ୍ମ ଦଳର ହେଭିଓ୍ୱେଟ୍ ମନ୍ତ୍ରୀ ।  ରାଜ୍ୟର କୃଷି ବହୁଳ ଜିଲ୍ଲା ବରଗଡରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଜି ତୋମାର ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ…