Latest Odisha News

BREAKING NEWS

Browsing Category

ଫିଚର

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ପ୍ରଫେସର କିଶୋର ବସାଙ୍କ ଇସ୍ତଫା

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ଇସ୍ତଫା ଦେଇଛନ୍ତି ପ୍ରଫେସର କିଶୋର କୁମାର ବାସା। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହାପରେ ସେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତ ୧୦…

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ: ହୁଗୁଳା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଥାନାରେ ମାମଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ଶନିବାର…

ସାଇକେଲରେ ୧୦ଜଣ, ତଥାପି ବାଲାନ୍ସ ଓକେ

ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ....’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର…

ଅର୍ଚ୍ଚନା ନାଗ ମାମଲା: କୁଆଡେ ଗଲେ ଶ୍ରଦ୍ଧାଞ୍ଜଳି, ଲୁଚିଛନ୍ତି ନା ଲୁଚାଯାଇଛି?

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର ରାତି ଅଧରେ ଯେଉଁଭଳି ଭାବେ ରାତି ଅଧରେ ମିଳିଲା ତାହା ଏବେ ତଦନ୍ତ ପ୍ରକ୍ରିୟାକୁ ଆଉ ଟିକିଏ ଜଟିଳ କରି ଦେଇଛି। ଘଟଣାର କ୍ରମାନ୍ବୟକୁ ଯଦି ଦେଖାଯିବ ତାହାଲେ ଲାଗୁଛି ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ଏବେ ପ୍ରମାଣ ନଷ୍ଟ…

ଲିଭ୍-ଇନ୍ ରେ ରହିବେ ହ୍ରିତିକ୍, କିଣିଲେ ୧୦୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚ।କୁ ଆସିଲେ ବଲିଓଡ ଷ୍ଟ।ର ହ୍ରିତିକ । ପ୍ରଶଂସକଙ୍କ ହୃଦୟରେ ସବୁସମୟରେ ର।ଜ କରୁଥିବ।ବେଳେ ନିକଟରେ ଗ।ର୍ଲଫ୍ରେଣ୍ଡ ସବ।ଙ୍କୁ ନେଇ ଚର୍ଚ୍ଚ।ରେ ରହିଛନ୍ତି ହ୍ରିତିକ୍ । ପୂର୍ବରୁ ସବ।ଙ୍କୁ ଡେଟିଂ କରୁଥିବ। ବେଳେ ବର୍ତ୍ତମ।ନ ନିଜର ପ୍ରେମିକ। ସହ ଲିଭ୍-ଇନ୍‌ ରେ ରହିବେ…

ଜି.ଉଦୟଗିରି ଓ ସେମିଳିଗୁଡାରେ ପାରଦ ୮ଡିଗ୍ରୀ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜି.ଉଦୟଗିରି ଓ ସେମିଳିଗୁଡା ସବୁଠାରୁ ଥଣ୍ଡା ସହର । ରାତି ତାପମାତ୍ରା ରେକର୍ଡ ଅନୁସାରେ, କନ୍ଧମାଳର ଜି.ଉଦୟଗିରି  ଓ କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୮ଡିଗ୍ରୀ ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ରାଜ୍ୟରେ ଶୀତ ଲହରୀ…

୫ କୋଟି ଟଙ୍କା ଲୁଟି ଆତ୍ମହତ୍ୟାର ଭିଡିଓ ଭାଇରାଲ କରିଥିଲା, ଏବେ ଜୀବିତ ଭାବେ ଠାବ

ଖଣ୍ଡଓ୍ୱା: ଲୋକଙ୍କୁ ଠକିବା ପରେ ଆତ୍ମହତ୍ୟାର ଭିଡିଓ କରି ନିଖୋଜ ଥିବା ଜଣେ ଯୁବକ ଠାବ। ୧୫୦ ଜଣଙ୍କଠୁ ଲୁଟିଥିଲା ୫ କୋଟି ଟଙ୍କା। ହୋଟେଲରେ ଅଏସ୍ କରୁଥିବା ଫଟୋ ପାଇଲା ପୋଲିସ। ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଶେଖ୍ ଜୁନୈଦ। ଏପଟେ ତାଙ୍କ ଶବକୁ ନର୍ମଦା ନଦୀରେ ଖୋଜୁଛି…

ଚିଟଫଣ୍ଡ ମାମଲା: ପୁଣିଥରେ ସକ୍ରିୟ ସିବିଆଇ, ୬ ବିଧାୟକଙ୍କ ନାଁ ଚର୍ଚ୍ଚାରେ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଫାଇଲ୍ କ୍ଲୋଜ କରିନାହିଁ। ଯେଉଁଠି ତଦନ୍ତ କରି ଚୁପ୍ ବସିପଡିଥିଲା ସେହିଠୁ ପୁଣିଥରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ନିକଟରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ସରକାର ଏବଂ ତଦନ୍ତକାରୀ ସଂସ୍ଥାକୁ ଷ୍ଟାଟସ…

ଭାରତୀୟ ସେନାକୁ ବିବାହ କାର୍ଡ ପଠାଇ ଚର୍ଚ୍ଚାରେ ନବ ଦମ୍ପତି

ନୂଆଦିଲ୍ଲୀ : ସମସ୍ତେ ନିଜର ବିବାହକୁ ଖାସ୍ କରିବା ପାଇଁ କିଛି ନାଁ କିଛି ଉପାୟ ଆପଣାଇ ଥାଆନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ବିବାହର ଦିନଟିକୁ ସ୍ବତନ୍ତ୍ର କରିଥାନ୍ତି । ଏହାରି ଭିତରେ ଏହି ବିବାହରେ କିଛି ନିଆରା ଘଟଣା ଦେଖିବାକୁ ମିଳିଛି…

ବ୍ରହ୍ମପୁରରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲାର ଅନ୍ୟତମ କଲେଜ ତଥା ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରୁ ଆସିଛି ପୁଣି ଏକ ରାଗିଂ ଅଭିଯୋଗ। ଛାତ୍ରୀ ଜଣଙ୍କ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ…