Latest Odisha News

BREAKING NEWS

Browsing Category

ଫିଚର

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ…

ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ

ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ  । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ…

ନବୀନଙ୍କ ଡାଏଲଗ କପି କରିଦେଲେ ଟୁ଼ଡୁ !

ଭୁବନେଶ୍ୱର: ଧାମନଗର ବାଜି ଜିତିବା ପରେ ବାରମ୍ବାର ଉପନିର୍ବାଚନରେ ହାରି ନିରାଶ ହୋଇଥିବା ଭାରତୀୟ ଜନତା ପାର୍ଟି ଆତ୍ମବିଶ୍ବାସ ଫେରିପାଇଛି। ତେଣୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଅନୁକମ୍ପା ଭୋଟ୍ ହାତେଇବାକୁ ଯୋଜନା କରିଥିଲେ ମଧ୍ଯ ବିଜେପି ପଛଘୁଞ୍ଚା ଦେବା ମୁଡରେ ନାହିଁ। ଯିଏ ଚାଷୀ…

ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ବଳ : ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ବ୍ୟଙ୍ଗକାର ତଥା ଗବେଷକ ।ସାହିତ୍ୟର ସବୁ ବିଭାଗରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ପଶ୍ଚିମବଙ୍ଗ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର କଲା STF, ୨ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଗୋ-ଚାଲାଣକାରୀ । ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଧରା ପଡ଼଼ିଲେ ୨ ଅଭିଯୁକ୍ତ । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଚାଲାଣ ବେଳେ ଏସଟିଏଫ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ହାଟ ପଡ଼ିଆ ନିକଟରୁ ଏକ ଗୋରୁ ଭର୍ତ୍ତି ୧୬ ଚକିଆ…

ରାଜଧାନୀରେ ଗର୍ଜିଲେ ଶିକ୍ଷକ, ୨ ଦିନ ମଧ୍ୟରେ ନିଷ୍ପତ୍ତି ନ ନଲେ ପରୀକ୍ଷା ବର୍ଜନ ଚେତାବନୀ

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ମାଗିଲେ ହକ୍ । ରବିବାର ଭୁବନେଶ୍ୱରର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାର ସଂଘ ଲୋୟର ପିଏମଜିରେ ଏକାଠି ହୋଇ ରାଜ୍ୟ ସରକାର ଚୁକ୍ତିଭିତ୍ତିକ…

ନୀଳାଦ୍ରି ବେଳା ଭୂମି ପାର୍କରେ ହେବ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ

ପୁରୀ : ନୀଳାଦ୍ରି ବେଳା ଭୂମି ପାର୍କରେ ହେବାକୁ ଯାଉଛି ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ l ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗୀ ମାନଙ୍କ ମନରେ ବଢ଼ୁଛି ଉତ୍ସାହ । ଆସନ୍ତା ୨୬ ଓ ୨୭ ତାରିଖରେ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ନେପାଳ ଏବଂ…

ପଦ୍ମପୁରରେ ଆଦିବାସୀ ଭୋଟ୍ କିଏ ହାତେଇବ, ମୁହାଁମୁହିଁ ହେଲେ କେନ୍ଦ୍ରମନ୍ତ୍ରୀ ଓ ବିଜେଡି ସାଂସଦ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ କିଏ ହାତେଇବ ଆଦିବାସୀ ଭୋଟ୍। ମୋଟ୍ ଭୋଟରଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆଦିବାସୀ ଭୋଟ୍ ରହିଥିବାରୁ ଏହା ଉପରେ ବିଜେଡି ଓ ବିଜେପିର ନଜର ରହିଛି।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ କହିଛନ୍ତି, ଆଦିବାସୀ ଭୋଟ ବିଜେପିକୁ ଯିବ, ନିଶ୍ଚିତ ଭାବରେ…

ପ୍ରେମିକାକୁ ହତ୍ୟା ପରେ ୧୧ ଦିନ ଯାଏ ୫ ରାଜ୍ୟରେ ବୁଲୁଥିଲା ପ୍ରେମିକ

ଭୋପାଳ: ରିସର୍ଟରେ ପ୍ରେମିକାକୁ ହତ୍ୟା ପରେ ନିର୍ଭୟରେ ବାହାରେ ବୁଲୁଥିଲା ପ୍ରେମିକ । ହତ୍ୟା ପରେ ପ୍ରେମିକା ଏଟିଏମ୍ କାର୍ଡ ସହ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରୁଥିଲା । ବାରମ୍ବାର ସ୍ଥାନ ବଦଳାଇ ପୋଲିସକୁ ଚକମା ଦେଉଥିଲା ଅଭିଯୁକ୍ତ ପ୍ରେମିକ । ଶେଷରେ ଏଟିଏମ୍ କାର୍ଡରୁ ଟଙ୍କା ଉଠାଣ…

ରାଜ୍ୟରେ ସିବିଆଇ ଓ ଇଡି ଆକ୍ଟିଭ ବେଳେ କେନ୍ଦ୍ରମନ୍ତ୍ରୀ କହିଲେ ଅପେକ୍ଷା କର ୨୦୨୩ ଯାଏ

ଭୁବନେଶ୍ବର: ରାଜ୍ୟରେ ପଦ୍ମପୁର ପାଇଁ ଉପନିର୍ବାଚନ ତାତି ରହିଥିବା ବେଳେ ଶାସକ-ବିରୋଧୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ସମୟରେ ଦୁଇଟି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସବିଆଇ ଓ ଇଡି ଖୋଳତାଡ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଠିକ୍ ଏହି ସମୟରେ…