Latest Odisha News

BREAKING NEWS

Browsing Category

ଫିଚର

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।... କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ…

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…

ସେଣ୍ଟେଡ କ୍ୟାଣ୍ଡେଲ ବାସ୍ନାରେ ମହକୁଛି ବାଲିଯାତ୍ରା, ଚର୍ଚ୍ଚାରେ ତନିଶା ମଲ୍ଲ

କଟକ: ମନଲୋଭା ବାସ୍ନାରେ ପୁରି ଉଠୁଛି ବାଲିଯାତ୍ରା  । ବାସ୍ନାର ମହକ ପାଇ ଧାଇଁ ଯାଉଛନ୍ତି ଗ୍ରାହକ  । ଏ କୌଣସି ସୁସ୍ବାଦୁ ଖାଦ୍ୟ ନୁହେଁ ଖାଦ୍ୟର ବାସ୍ନା ଦେଉଥିବା ସେଣ୍ଟେଡ କ୍ୟାଣ୍ଡେଲ । ଯାହା ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ବାନ୍ଧି ରଖୁଛି  । ତେବେ ବାଲିଯାତ୍ରାର ମୁଖ୍ୟ…

ବଙ୍ଗୋପସାଗରରେ ଲଘୁଚାପ, ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।…

ତୁଟୁନି ପଦ୍ମପୁର ଅଡ଼ୁଆ, ପାଇକମାଲକୁ ଏନଏସି ମାନ୍ୟତା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼: ପଦ୍ମପୁର ଉପନିର୍ବାଚନକୁ ନେଇ ଅଡ଼ୁଆ ଛିଡ଼ୁନି । ପ୍ରଥମେ ପଦ୍ମପୁରକୁ ଜିଲ୍ଲା ଦାବି ସହ ଚାଷୀ ଆନ୍ଦୋଳନ ପଦ୍ମପୁର ରାଜନୀତିକୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଟାଣି ହୋଇ ଯାଇଛି । ଏବେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଇକମାଲକୁ ଏନଏସି ମାନ୍ୟତା ଦାବି ହୋଇଛି ।…

ବାଲିଯାତ୍ରାରେ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

କଟକ: ଲୋକଙ୍କ ମନମୋହୁଛି କଟକର ବାଲିଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ବାଲିଯାତ୍ରା ପଡ଼ିଆ । ଭଳିକି ଭଳି ଖାଦ୍ୟ ସାଙ୍ଗକୁ ଅନେକ ପ୍ରକାରର ଦୋଳି ଲୋକଙ୍କୁ କରୁଛି ଆକୃଷ୍ଟ । ସନ୍ଧ୍ୟା ହେଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ ।  ବିଶେଷ କରି  ଝିଲମିଲ…

ଫିଫା ବିଶ୍ୱକପ: ଏଥର ହ୍ରାସ ହେବ କି ୟୁରୋପର ଆଧିପତ୍ୟ

ଦୋହା: କାତାରରେ ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ । ଏଥର ୟୁରୋପର ୨୦ ବର୍ଷର ଆଧିପତ୍ୟ ଦକ୍ଷିଣ ଆମେରିକୀୟ ଦେଶ ହ୍ରାସ କରିବେ କି ? ମୂଖ୍ୟତଃ ଲିଓନେଲ ମେସି ଓ ନେମାର ନିଜ ନିଜ ଦେଶକୁ ଚାମ୍ପିୟନ କରାଇ ପାରିବେ ତ? ସବୁ ବିଶ୍ୱକପରେ ଆର୍ଜେଂଟିନା ଓ ବ୍ରାଜିଲ ବିଶ୍ୱକପ ଦାବୀଦାର…

ଆରପାରିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଭୁବନେଶ୍ବର : ବିଳମ୍ବିତ ରାତିରେ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃତଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ସୂଚନା ।  ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା  । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତମନ୍ନା ଭାଟ୍ଟିଆ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତମନ୍ନାଙ୍କ ଘରେ ବାଜିବ ଶାହାନାଇ । ହାତ କୁ ଦି ହାତ ହେବେ ତମନ୍ନା ଭାଟ୍ଟିଆ । ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସବୁବେଳେ ଚର୍ଚ୍ଚାରେ ରହିଥିବା ତମନ୍ନା ନିଜର ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁଯାୟୀ , ତମନ୍ନା…