Latest Odisha News

BREAKING NEWS

Browsing Category

ଫିଚର

ପଦ୍ମପୁରରେ ବିଜେଡି, ବିଜେପି, କଂଗ୍ରେସ କାହାର ଅଛି କେତେ ଦବଦବା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପରେ ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଚାର । ବିଜେଡି , ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀମାନେ ବରିଷ୍ଠ ନେତାମାନଙ୍କ ସହ ବସି ଏନେଇ ରୁଟ ଚାଟ୍ ବନାଇଛନ୍ତି । କେଉଁ ଅଂଚଳରେ କେଉଁ ଷ୍ଟାର ପ୍ରଚାରକ ପ୍ରଚାର କରିବେ ତାହାର ତାଲିକା ମଧ୍ୟ…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଉ ଜଣେ ପଂଜାବୀ ଗାୟକଙ୍କୁ ଧମକ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସାରା ଦେଶରେ ଚହଳ ପକାଇ ଦେଇଥିଲେ । ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି ପଂଜାବର ଆଉ ଜଣେ ଲୋକପ୍ରିୟ ଗାୟକ ବବୁ ମାନଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ଗ୍ୟାଙ୍କଷ୍ଟାର ବବିହା ଗ୍ରୁପ ଦେଇଛନ୍ତି । ତେବେ କଣ…

ବିଜୟ ହଜାରେ ଟ୍ରଫି: ବରୋଦା ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗୁରୁବାର ଓଡିଶା ଶୋଚନୀୟ ଭାବେ ବରୋଦା ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ବରୋଦା ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା । ପ୍ରତ୍ୟୁଷ କୁମାର ୬୯, ବିଷ୍ଣୁ ସୋଲାଙ୍କି ୬୯ ଓ ଭାନୁ ପାନିଆ ୫୫ ରନର…

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି। କିଟ୍‍ କ୍ରିକେଟ ଷ୍ଟାଡ଼ିଅମରେ…

ପଦ୍ମପୁର ଉପନିର୍ବାଚନ, ଶେଷଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ

ବରଗଡ଼: ଆନ୍ଦୋଳନ, ଛକାପଞ୍ଛା ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ବିଜେଡିରୁ ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷା ନାମାଙ୍କନ କରିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର…

ଦ୍ରାବିଡ, ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୋଚ ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ସହଯୋଗୀ ଷ୍ଟାଫଙ୍କୁ ବାରମ୍ବାର ବିଶ୍ରାମ ଦିଆଯାଉଥିବା ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ସେମାନଙ୍କୁ ଏତେ ବ୍ରେକ କାହିଁକି ଦିଆଯାଉଛି ବୋଲି ପୂର୍ବତନ କୋଚ ଶାସ୍ତ୍ରୀ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ…

କୋଳରେ ଅସୁସ୍ଥ ଛୁଆକୁ ଧରି ୧୯ ମାସର ବକେୟା ଦରମା ମାଗୁଛନ୍ତି ଦମ୍ପତି

ବାରିପଦା: କୋଳରେ ଅସୁସ୍ଥ ଛୁଆ । ପାଖରେ ଥାକେ ଔଷଧ । ଆଖିରୁ ଝରୁଛି ଧାର ଧାର ଲୁହ । ଅସହାୟ ହୋଇ ଅସୁସ୍ଥ ଛୁଆକୁ ଧରି ଧାରଣା ଦେଇଛନ୍ତି ଦମ୍ପତି । ଏ ଦୃଶ୍ୟ ହେଉଛି ଉଦଳା ମହାବିଦ୍ୟାଳୟର । ଧାରଣାରେ ବସିଛନ୍ତି ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦେବାଶିଷ ବାରିକଙ୍କ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଟି୨୦ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ ମଲାନଙ୍କ ୧୩୪ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ ୨୮୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ପସନ୍ଦ ହେଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲା କନିଆ

ଡେରାଡୁନ: ଚାଲିଥିଲା  ବାହାଘର ପ୍ରସ୍ତୁତି  ।  ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା ।  ଘଟଣା…