Latest Odisha News

BREAKING NEWS

Browsing Category

ଫିଚର

ଆଜି ସରୁଛି ଐତିହାସିକ ବାଲିଯାତ୍ରା,ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ

କଟକ : ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଥିଲା କଟକ ପ୍ରସିଦ୍ଧ ବାଲିଯାତ୍ରା।ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ତେଣୁ ଆଜି ସରୁଛି ଏହି ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ…

ଆଜି ସରିବ ଆଫତାବଙ୍କ ରିମାଣ୍ଡ, କୋର୍ଟରେ ହାଜର କରିବ ଦିଲ୍ଲୀ ପୋଲିସ

ଦିଲ୍ଲୀ : ଦିଲ୍ଲୀ ମେହରୁଲିରେ ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାଓ୍ୱାଲାର ରିମାଣ୍ଡ ଆଜି ସରିବ। ତେଣୁ ପୋଲିସ କୋର୍ଟରେ ତାକୁ ହାଜର କରାଇ ପୁଣି ଥରେ ରିମାଣ୍ଡ ମାଗିପାରେ। ପ୍ରେମିକା ଶ୍ରଦ୍ଧା ଓ୍ୱାକରଙ୍କୁ ହତ୍ୟାର ପୂରା ବିବରଣୀ ଆଫତାବଠାରୁ ଓଗାଳୁଛି ପୋଲିସ। ଗୋଟିଏ ପରେ…

କେରଳ ରାଜ୍ୟପାଳଙ୍କୁ ଭେଟିଲେ ନିରଞ୍ଜନ

ଭୁବନେଶ୍ୱର: କେରଳ ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ ଭେଟିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡିଶା ଗସ୍ତରେ ଆସିଥିବା କେରଳର ମହାମହିମ ରାଜ୍ୟପାଳ ଅରିଫ ଅହମ୍ମଦଙ୍କୁ ରାଜଭବନରେ ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।…

ମୋତେ ରାସ୍ତାରୁ ହଟାଇବାକୁ ଭଡ଼ାରେ ଗୁଣ୍ଡା ଅଣାଯାଉଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବୁଧବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କୁ ନିପାତ କରିବା ପାଇଁ ଅପରାଧୀମାନଙ୍କୁ ଭଡ଼ାରେ ଅଣାଯାଉଛି। ଗୋପାଳପୁର ବିଧାୟକ କହିଛନ୍ତି, ତାଙ୍କୁ ମିଳିଥିବା ସୂଚନା…

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫାଇଲ୍ ଫିଙ୍ଗିଲେ, ଏବେ ରାତି ଅଧିଆ ବଦଳି କରିଦେଲେ!

ଯାଜପୁର (ହିମାଂଶୁ କୁମାର ପାଢୀ): ଚର୍ଚ୍ଚାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ କାର୍ଯ୍ୟକଳାପ। ପୌରାଧ୍ୟକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ଅନ୍ତର୍ଦ୍ବନ୍ଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଛି । ନିକଟରେ ପୌରାଧ୍ୟକ୍ଷା…

କ୍ୟାମେରାରେ କଏଦ ହେଲା ଜି ୨୦ରେ ଚୀନ୍ ରାଷ୍ଟ୍ରପତି ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ

ବାର୍ଲି: ଇଣ୍ଡୋନେସିଆର ବାର୍ଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସି ଜିନପିଙ୍ଗ ଜଷ୍ଟିନ ଟୁଡୋଙ୍କ…

ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ : ୫ ବର୍ଷ ପରେ ଦିଲ୍ଲୀରେ ଖେଳାଯିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୪ ମ୍ୟାଚ ବିଶିଷ୍ଟ ଗାଭାସ୍କର-ବର୍ଡର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ସିରିଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ଫାଇନାଲରେ ପ୍ରବେଶ ତାହା ଏକ ପ୍ରକାର ଏହି ସିରିଜରେ ଚୂଡାନ୍ତ ହେବ ।…

ହୁତୁ ହୁତୁ ହୋଇ ଜଳିଗଲା ଜାମିଆ ମସଜିଦ

ଶ୍ରୀନଗର: ବୁଧବାର ସନ୍ଧ୍ୟାରେ ଲଦାଖର କାରଗିଲ ଜିଲ୍ଲାରରେ ଥିବା ଜାମିଆ ମସଜିଦରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ମସଜିଦଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା, ପୋଲିସ ଏବଂ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ମସଜିଦଟି…

କାହା ସୁପାରିସରେ ହୋଇଥିଲା ବିମୁଦ୍ରୀକରଣ ? ସୁପ୍ରିମକୋର୍ଟରେ ସତ୍ୟପାଠ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀ- କେତେ ଲାଭ, କେତେ କ୍ଷତି ? ୨୦୧୬ରେ ହୋଇଥିବା ରାତି ଅଧିଆ ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ସରକାର କହିଛନ୍ତି, ଜାଲ୍ ନୋଟ୍ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ଲାଗି ନୋଟବନ୍ଦୀ ହେଉଛି ପ୍ରଭାବଶାଳୀ…

ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି: ଇଣ୍ଡିଆ ଡି ଟିମରେ ଓଡିଶାର ପ୍ରିୟଙ୍କା

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଆଜି ଖେଳାଳି ଚୟନ କରାଯାଇଛି । ରାୟପୁରରେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ ଡି ଭାବେ ୪ଟି ଟିମ ଗଠନ କରାଯାଇଛି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶନୀ ଭାରତ ଡି…