Latest Odisha News

BREAKING NEWS

Browsing Category

ଫିଚର

କାମ କରାଇବାକୁ ନେଇ ସ୍ତ୍ରୀକୁ ଅନ୍ଯତ୍ର ବିବାହ କରାଇଦେଲା ସ୍ବାମୀ

ଭବାନୀପାଟଣା: ସ୍ବାମୀ-ସ୍ତ୍ରୀ ବିବାହ କରିଥିଲେ ସାତ ଜନ୍ମର ସାଥୀ ହେବାକୁ। କିନ୍ତୁ କିଛିଟା ପଇସା ପାଇଁ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଏହି ଘଟଣା କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ। କଳାହାଣ୍ଡିର ନର୍ଲା ପୋଲିସ ଏହି ମାମଲାରେ ଆଜି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଥିବା…

ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଭୂକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ ଆଜି ଉତ୍ତରପ୍ରଦେଶରେ ମଧ୍ୟ ଭୂକମ୍ପ ହୋଇଥିଲା। ରିପୋର୍ଟ…

କଲେଜିୟମ ସୁପାରିସକୁ ନେଇ ତେଜିବ କି ସୁପ୍ରିମକୋର୍ଟ-କେନ୍ଦ୍ର ବିବାଦ?

ଭୁବନେଶ୍ୱର: ତେଜିବ କି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ମଧ୍ୟରେ କଳି? ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମର ସୁପାରିସକୁ ଗ୍ରହଣ କରିବାରେ ବା ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ଆଇନ ସଚିବଙ୍କ ନିକଟରୁ…

ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ। ଦୀର୍ଘ ଦିନ ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ନେଇ ଯେଉଁ ଦାବି ରହି ଆସୁଥିଲା ତାକୁ ସମର୍ଥନ କରିଛି ଶାସକ ଦଳ। ଏହି ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ…

ହାଇକୋର୍ଟର ଦ୍ବାରସ୍ଥ ହେଲେ ଏଏସଓ ପରୀକ୍ଷାର୍ଥୀ

କଟକ: ହାଇକୋର୍ଟରେ ପହଞ୍ଚିଲା ଲିଖିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳକୁ ନେଇ ତେଜୁଥିବା ବିବାଦ। ନିରାଶ ହୋଇଥିବା ପରୀକ୍ଷାର୍ଥୀ ହାଇକୋର୍ଟର ଦ୍ବାରସ୍ଥ ହୋଇ ଓପିଏସସି ଦ୍ବାରା ହୋଇଥିବା ପରୀକ୍ଷାକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା…

ବାରକ୍ଲେ ପୁନର୍ବାର ହେଲେ ଆଇସିସି ଚେୟାରମ୍ୟାନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ ଅବସରରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ  । ନ୍ୟୁଜିଲାଣ୍ଡ କ୍ରିକେଟର ଡାଇରେକ୍ଟର ଓ ଓକିଲ ଗ୍ରେଗର ବାରକ୍ଲେ ପୁନର୍ବାର ଆଇସିସି ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି । ଶନିବାର ସର୍ବସମ୍ମତି କ୍ରମେ ସେ ଏହି ପଦ ଦ୍ୱିତୀୟ ଥର ପାଇଁ…

ଦୁବାଇରୁ ଶାହାରୁଖ ଆଣିଥିଲେ ଲକ୍ଷ ଲକ୍ଷ ଟଙ୍କାର ଘଡି, ପେନାଲ୍ଟି ଦେଲେ ୭ ଲକ୍ଷ

ମୁମ୍ବାଇ: ଦୁବାଇରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ଘଡି ଆଣି ଅଡୁଆରେ ପଡିଛନ୍ତି ବଲିଉଡ ହୀରୋ ଶାହାରୁଖ ଖାଁ । ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ତଲାସି ନିଆଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଶାହାରୁଖଙ୍କ ନିକଟରୁ ବଡ ବଡ କମ୍ପାନୀର ଘଡି ମିଳିଥିଲା । କଷ୍ଟମ…

ଆନ୍ଧ୍ରପ୍ରଦେଶକୁ ୧୦,୫୦୦ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ  ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ…

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି…

ଜରାଶ୍ରମର ସଭାପତିଙ୍କୁ ବୀଭତ୍ସ ହତ୍ୟା

ପାରାଦୀପ : ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା। କଟୁରୀ ରେ ହାଣି ହତ୍ୟା କରିଥିବା ଅଭିଯୋଗ । ତେବେ  ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରତ୍ନମାଳୀଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ…