Latest Odisha News

BREAKING NEWS

Browsing Category

ଫିଚର

ଦୋହାରେ ଭାରତୀୟ ନୌସେନାର ୮ ଅବସରପ୍ରାପ୍ତ ଅଧିକାରୀ ଅଟକ, କାରଣ ଅସ୍ପଷ୍ଟ

ଦୋହା: କତାରର ଦୋହାରେ ଭାରତୀୟ ଦୌସେନାର ୮ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । କେଉଁ କାରଣ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ଏମାନେ ସମସ୍ତେ ଏମିରୀ ନେଭିରେ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିବା କମ୍ପାନୀରେ କାର୍ଯ୍ୟରତ ଥିଲେ । ଦୋହାରେ…

କୋହଲିଙ୍କ ମାରାତ୍ମକ ବ୍ୟାଟିଂ ଜାରୀ, ନେଦରଲାଣ୍ଡସକୁ ସହଜରେ ହରାଇଲା ଭାରତ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସୁପର ୧୨ ପର୍ଯ୍ୟାୟରେ ନେଦରଲାଣ୍ଡସକୁ ୫୬ ରନରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ସହ ସେମିଫାଇନାଲ ପ୍ରବେଶ ଆଶାକୁ ଆହୁରି ମଜଭୁତ କରିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ବ୍ୟତୀତ ଟପ ଅର୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ…

ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ତେଜିଲା କୋହିନୂର ଫେରାଇ ଆଣିବା ଦାବି

ପୁରୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି କୋହିନୂର ହୀରାକୁ ନେଇ ଚର୍ଚ୍ଚା ହେଉଛି । ଜଣେ ହିନ୍ଦୁ ହିସାବରେ ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସକୁ ବିଚାରକୁ ନେଇ ଋଷି ସୁନକ କୋହିନୂର ହୀରା ଫେରାଇବା ଦେବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି । କୋହିନୂର ହୀରା…

ଏଥର ଘାଣ୍ଟିବ ଇଡି, ଅର୍ଚ୍ଚନା ନାଗ ବିରୋଧରେ ହୋଇଥିବା ୨ଟି FIR କପି ହସ୍ତାନ୍ତର କଲା ପୋଲିସ୍

ଭୁବନେଶ୍ୱର: ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆର୍ଥିକ ଦେଣନେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି କାହାଠପ କେତେ ଟଙ୍କା ଆଣିଛନ୍ତି, କେଉଁଠି ଖର୍ଚ୍ଚ କରିଛନ୍ତି ।…

ଦି ଇର୍ମୋଟାଲ ଅଶ୍ୱଥାମାରୁ ହଟିଲେ ସାରା

ମୁମ୍ବାଇ: ଫିଲ୍ମମେକର ଆଦିତ୍ୟ ଧରଙ୍କ ଡ୍ରିମ ପ୍ରୋଜେକ୍ଟ ଦି ଇର୍ମୋଟାଲ ଅଶ୍ୱଥାମାରୁ ସାରା ଅଲୀ ଖାଁଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜଣେ ବଡ ଅଭିନେତ୍ରୀଙ୍କୁ କାଷ୍ଟ କରାଯିବ । ଭିକ୍କି କୌଶଳ ଏଥିରେ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଷ୍ଟାରକାଷ୍ଟରେ ପରିବର୍ତନ କରାଯିବା ନେଇ…

ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ହାରିଲା ବାଂଲାଦେଶ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ପ୍ରଥମ ଶତକ ମାରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରୁସୋଙ୍କ ବିସ୍ଫୋରକ ଶତକ ବଳରେ ୧୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା । ରୁସୋ ୫୬ ବଲରେ ୧୦୯ ରନର ଇନିଂସ…

BCCIର ଐତିହାସିକ ନିଷ୍ପତ୍ତି, ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ଦେୟ

ମୁମ୍ବାଇ: କ୍ରିକେଟରେ ହଟିଲା ପାତରଅନ୍ତର । ବିସିସିଆଇ ନେଲା ବଡ଼ ପଦକ୍ଷେପ । ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମିଳିବ ସମାନ ପାରିଶ୍ରମିକ । ବିସିସିଆଇ ନୂଆ ନୀତି ଆପଣାଇବା ସହ ମ୍ୟାଚ୍ ଦେୟକୁ ନେଇ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ଥିବା ତାରତମ୍ୟରେ ପୂର୍ଣ୍ଣଛେଦ ଟାଣିଛି । ଏଣିକି…

ଦାଦନ ଖଟିବାକୁ ଯାଇ ୨ ଜଣ ନିଖୋଜ, ଶ୍ରମ ଅଧିକାରୀଙ୍କ ପାଖରେ ଖବର ନାହିଁ

ନୂଆପଡ଼ା: ଦାଦନ ଖଟିବାକୁ ଯାଇଥିଲେ, ଏବେ ଖୋଜ ଖବର ମିଳୁନି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁସଦହନା ଗାଁ ଓ ସଦର ବ୍ଲକ ସରଧାପୁର ଗାଁର ୨ ଜଣ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ପରିବାରର ପେଟ ପୋଷିବାକୁ କୁସଦହନା ଗାଁର ଭୋଳା ମଲ୍ଲିକ ହାଇଦ୍ରାବାଦର ମିର୍ଚେଳ ଅଞ୍ଚଳର ଇଟା ଭାଟିରେ ଯାଇ…

ବିଗ୍ ବସ୍ ୧୬ରେ ମିଳିଲା ନୂତନ ଟାସ୍କ, ନିମ୍ରିତ ଓ ଗୌତମଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଆଗାମୀ ଦିନରେ ନୂଆ ନୂଆ ଟାସ୍କ ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଗତକାଲି ରାତି ଶୋ’ରେ ପୁଣି ଥରେ ସାଙ୍ଗମାନଙ୍କ ମଧ୍ୟରେ ଜୋରରେ ଶୁଣିବାକୁ ମିଳିଲା। ଘରେ ତିଆରି ବନ୍ଧୁମାନେ ବର୍ତ୍ତମାନ ପରସ୍ପର ବିରୁଦ୍ଧରେ ଠିଆ ହୋଇଥିବା ଦେଖାଯାଉଛି। ଶୋ ଆରମ୍ଭରେ…

ଜୟା ବଚ୍ଚନଙ୍କ ମିମିକ୍ରି କରି ଯୁବତୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଭିଡିଓକୁ ନେଇ ବେସ ଚର୍ଚ୍ଚା ଚାଲିଛି। ଭାଇରାଲ କ୍ଲିପ୍‌ରେ ଏହି ଯୁବତୀ ଜଣକ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବତୀ ଜଣକ ମିମିକ୍ରି କରିବା ସମୟରେ କେଉଁ…