Latest Odisha News

BREAKING NEWS

Browsing Category

ଫିଚର

ପଡ଼ିଆ ବାହାରେ ହେବ ‘ଫୁଟବଲ ଖେଳ’, ମୁହାଁମୁହିଁ ହେବେ ବିଜେପି-ବିଜେଡି!

ଭୁବନେଶ୍ବର: ଖେଳ ପଡିଆରେ ଯେଉଁ ଖେଳାଳି ଯେତେ ଗୋଲ୍ ଦେବେ ସେହି ଅନୁସାରେ ରାଜନୀତିର ପାରା ବଢିବ। ଆଉ ଯେଉଁ ଖେଳାଳି ଯେଉଁ ସରକାର ଦ୍ବାରା ନିଜର ଦକ୍ଷତା ବଢାଇଥିବ ସେହି ଦଳ ସେତେ ଶ୍ରେୟ ନେବାକୁ ପ୍ରୟାସ କରିବ। କଥାଟା ଟିକିଏ ଅଡୁଆ ଲାଗୁଥିବ ଆରମ୍ଭରୁ, ହେଲେ ଏହା ନିକଟ ଅତୀତରେ ହେବାକୁ…

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି-ବିଜେପି ନେତା, ହଲଚଲ ହେଲା ରାଜନୀତି

ଭୁବନେଶ୍ୱର: ବୋଧହୁଏ ଓଡିଶାରେ ପ୍ରଥମ! ଜଣେ ପାଖାପାଖି ୩୦ ବର୍ଷୀୟ ଯୁବତୀର ଜାଲରେ ଫସିଛନ୍ତି ନେତା, ବାବୁ ଏବଂ ବ୍ୟବସାୟୀ। ଆଉ ଯୁବତୀଙ୍କ ମାୟାଜାଲ ଏତେ ଅଡୁଆ କରିଛି ଯେ ପୁଲିସ ମଧ୍ୟ ପାଟି ଚୁପ କରି ନିଜ କାମ କରୁଛି। ନା କୋଭିଡ ଅଛି ନା ଅଶାନ୍ତ ହେଲା ଭଳି ପରିସ୍ଥିତି କିନ୍ତୁ…

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ…

ଉବର କ୍ୟାବରେ ୧୫ ମିନିଟ୍ ଯାତ୍ରା ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପ୍ ଆଧାରିତ କ୍ୟାବ ସେବାରେ ବେଳେ ବେଳେ ଭୁଲ ବିଲ୍ ଆସିଯାଏ। ଏପରି ମାମଲା ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ସମାନ ମାମଲାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ୧୫ ମିନିଟ୍ ଯାତ୍ରା କରିବା ମହଙ୍ଗା ପଡିଥିଲା। ବ୍ୟକ୍ତିଙ୍କ ୧୫…

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା (୬୫) । ଗତକାଲି ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ…

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା ।…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ…

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ…