Latest Odisha News

BREAKING NEWS

Browsing Category

ଫିଚର

ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି…

୨୦୨୩ ଅଗଷ୍ଟରେ ବିଏସଏନ୍ଏଲ୍ ଆଣିବ ୫ଜି ସେବା 

ବିଏସଏନ୍ଏଲ୍ ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର  ।  ବିଏସଏନ୍ଏଲ୍ ପ୍ଲାନ ରେ ଉପଲବ୍ଧ ହେବ ୫ଜି ସେବା  । ଏୟାରଟେଲ୍ ଏବଂ ଜିଓ ର ଚିନ୍ତା ବଢାଇବ ବିଏସଏନ୍ଏଲ୍ର ଡାଟା ସୁବିଧା  । ଏୟାରଟେଲ୍ ଏବଂ ଜିଓ ପ୍ଲାନ୍ ଅପେକ୍ଷା ଗ୍ରାହକଙ୍କୁ ଶସ୍ତାରେ ଯୋଗାଇେଦବ ବିଏସଏନ୍ଏଲ୍ ପ୍ଲାନ। କାରଣ ବିଏସଏନ୍ଏଲ୍…

ଦିନ ଗୋଟାଏ ଯାଏ ଖୋର୍ଦ୍ଧା, ପୁରୀ ସହ ୧୧ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ୧୩ ଜିଲ୍ଲାକୁ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ଗୋଟାଏ ଯାଏ ୧୩ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା,…

ଦଶହରାରେ ଦାରିଦ୍ର୍ଯ, ବେରୋଜଗାର ପ୍ରସଙ୍ଗ ଉଠାଇଲେ ଆରଏସଏସ ପ୍ରମୁଖ

ନୂଆଦିଲ୍ଲୀ: ଦେଶରେ ବିରୋଧୀଙ୍କ ଯେଉଁ ପ୍ରସଙ୍ଗକୁ କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ଏଡାଇ ଦେଉଛି ସେହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଚାରଧାରାର ପ୍ରୟୋଗଶାଳା କୁହାଯାଉଥିବା ଆରଏସଏସ ବା ରାଷ୍ଚ୍ରୀୟ ସ୍ବଯଂସେବକ ସଂଗଠନର ନେତା ତଥା ମହାସଚିବ ଦତ୍ତାତ୍ରେୟ ହୋସବାଲେ। ଦଶହରା ଅବସରରେ…

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ…

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର…

ପରଲୋକରେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା

ଭୁବନେଶ୍ୱର: ପରଲୋକରେ ବରଗଡ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କିଡନୀ ରୋଗ ସହିତ ଅନେକ ରୋଗର ଆକ୍ରାନ୍ତ ହେବା ପରେ ନିକଟରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତିରେ…

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ-୨.୦ରେ ଓଡ଼ିଶାକୁ ୯ଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ୨.୦ ଅଧୀନରେ ଓଡ଼ିଶାକୁ ୯ ଟି ପୁରସ୍କାର। ରବିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ‘ସୁଜଲମ୍’ ଅଭିଯାନରେ ୨ଟି ପୁରସ୍କାର ପାଇଥିବା ବେଳେ ସର୍ବେକ୍ଷଣ…

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ସି-ଭୋଟର ଏବିପି ସର୍ଭେ: ଗୁଜରାଟରେ ପୁଣି ବିଜେପି ଗଢ଼ିବ ସରକାର!

ନୂଆଦିଲ୍ଲୀ: ସି ଭୋଟର- ଏବିପି ନିଉଜ ସର୍ଭେରେ  ଗୁଜରାଟରେ ପୁଣି ସରକାର ଗଢ଼ିବାକୁ ଯାଉଛି ବିଜେପି । ଓପିନିଅନ ପୋଲରେ ବିଜେପିକୁ ଗତଥର ପାଇଥିବା ୯୯ ଆସନରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଏବିପି ନିଉଜ- ସି ଭୋଟର ସର୍ଭେରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ବିଜେପି…