Latest Odisha News

BREAKING NEWS

Browsing Category

ଫିଚର

୪୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ APO

ବଲାଙ୍ଗିର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ପ୍ରୋଗ୍ରାମ ଅଫିସର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା…

ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ…

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ…

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ 'କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ' ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !

ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି।…

ବିମାନ ବନ୍ଦରରୁ ୨୭ କୋଟିର ଘଡି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ! ୩୫ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍ କରିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପଚରାଉଚରା କରିବା ବେଳେ ଇଡି କିଛି ନୂଆ ତଥ୍ୟ ପାଇଛି। ଏହାପରେ ମଦ ବ୍ୟବସାୟୀ ଏବଂ ମଦ କମ୍ପାନୀ ଆଦିରେ ରେଡ୍ କରିଛି ଇଡି।…