Latest Odisha News

BREAKING NEWS

Browsing Category

ଫିଚର

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା…

ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଭୁବନେଶ୍ୱର: ୨ ବର୍ଷ ପରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସରିବ ଶାରଦୀୟ ଦୁର୍ଗା ପୂଜାର ଭବ୍ୟ ଉତ୍ସବ । ଆଜି ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ଉତ୍ସବ ଅନୁଷ୍ଠିତ ହେବ । ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡ଼ି । ରାଜଧାନୀର ୪ଟି…

ଲଘୁଚାପ ଦୁର୍ବଳ, କାଲି ୩ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।…

ଭୁଲରେ ଆକାଉଣ୍ଟକୁ ଆସିଲା ୮୧ କୋଟି ଟଙ୍କା, ତୁରନ୍ତ ଘର କିଣି ଫସିଗଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଟେକ୍ନିକାଲ ତୃଟି ଯୋଗୁଁ ଟଙ୍କା ଟ୍ରାନ୍ସଫର କରି ହୁଏ ନାହିଁ। କିନ୍ତୁ ବେଳେ ବେଳେ ଏହି ତୃଟି ଯୋଗୁଁ ଅନ୍ୟ ଆକାଉଣ୍ଟରେ ଟଙ୍କା ଟ୍ରେନ୍ସଫର ହୋଇଯାଏ। କିନ୍ତୁ ହଠାତ୍ ଯଦି ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କ୍ରେଡିଟ ହୁଏ, ତେବେ ଆପଣ କରିବେ ? ଏପରି ଏକ…

ଦଶହରାରେ ପୂଜା ପାଉଛନ୍ତି ରାବଣ

ନୂଆଦିଲ୍ଲୀ : ଆଜି ହେଉଛି ପବିତ୍ର ଦଶହରା । ସବୁଠି ଚାଲିଛି ଜଗତ ଜନନୀ ମା‘ ଦୁର୍ଗାଙ୍କ ଆରାଧାନା  । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଦଶହରାରେ ହୁଏ ରାବଣ ପୂଜା। ଯାହାକୁ ଆପଣମାନେ ଶୁଣିଲେ ହୁଏତ ଚକିତ ହୋଇପାରନ୍ତି  । ଆପଣମାନେ ତ ସମସ୍ତ ଦେବା ଦେବୀ ପୂଜା ପାଉ ଥିବାର ନିଶ୍ଚୟ…

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ…

ସମସ୍ତଙ୍କ ପାଇଁ ସମାନ ରୂପେ ଲାଗୁ ହେଉ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍: ମୋହନ ଭାଗବତ

ନାଗପୁର: ବିଜୟା ଦଶମୀରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ମୁହଁ ଖୋଲିଛନ୍ତି । କହିଛନ୍ତି ଦେଶକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତ ଦେଶରେ ଧର୍ମ ଆଧାରିତ ଅସନ୍ତୁଳନ ଏବଂ ଜୋରଜବରଦସ୍ତି…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର 'ବାର ବାର ଦେଖୋ' ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ…

ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା : ୩୨ ବରଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଦୁଃଖଦ ବସ୍ ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ହରିଦ୍ବାର ଜିଲ୍ଲାର ଲାଲଢ଼ଙ୍ଗରୁ ପୈାଡି ବିରିଖାଲ ଗାଁକୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସିମଡି ଗାଁ ନିକଟରେ  ବସ୍ ଗଭୀର ଖାଇକୁ ଖସିପଡିଥିଲା। ୫୦୦ ମିଟର ଖାଲରେ ବସଟି ଖସି ପଡ଼ିଥିବା ବେଳେ ଏଥିରେ ୫୦ ଜଣ…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…