Latest Odisha News

BREAKING NEWS

Browsing Category

ଫିଚର

ଉର୍ଫିଙ୍କ ସିମ୍ କାର୍ଡ଼ରେ ନିର୍ମିତ ଡ୍ରେସ୍ ଦେଖି ପ୍ରଶଂସକ ତାଜୁବ

ମୁମ୍ବାଇ: ସୋସିଆ ମିଡିଆ ସେନ୍ସେଶନ ଉର୍ଫି ଜାବେଦ ନିଜର ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିଜର ଅତରଙ୍ଗୀ ଆଉଟଫିଟ୍ ନେଇ ଫ୍ୟାସନ ଇଣ୍ଡଷ୍ଟ୍ରୀରେ ନୂଆ ବେଞ୍ଚମାର୍କ ସେଟ୍ କରିଦେଇଛନ୍ତି । ଉର୍ଫି ଯାହା କରୁଛନ୍ତି ତାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଅନେକ ଥର…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…

ଫିଲ୍ମ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଚାଲିଛି ବିରୋଧ। ଉତ୍ତରପ୍ରଦେଶର ଜନପଦ ଇଟାୱା ସମେତ ସାରା ଦେଶରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…

ଆଜି ମନ କି ବାତ: ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରେଡିଓରେ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ହେବ ପ୍ରଧାନମନ୍ତ୍ରୀଙ୍କ 93 ତମ ମନ କି ବାତ କାର୍ଯ୍ୟକ୍ରମ।…

ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି ।  ଗଣମାଧ୍ୟମ…

ଘାଟୀରେ ୨ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କଲେ ଆତଙ୍କବାଦୀ

ପୁଲୱାମା: କଶ୍ମୀରରେ ଶନିବାର ପୁନର୍ବାର ଆତଙ୍କବାଦୀମାନେ ୨ ନିରୀହ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଛନ୍ତି । କିଛି ଦିନ ହେବ ଟାର୍ଗେଟ କିଲିଂ ଥମି ଯାଇଥିବା ବେଳେ ଆଜିର ଘଟଣା ପୁଣି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି । ଗୁଳିମାଡ ହେବା ପରେ ୨ ଶ୍ରମିକ ଶମଶାଦ ଅହମ୍ମଦ ଓ ଫୈଜାନ…

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି…

ସ୍କୁଲ୍ ଶିକ୍ଷୟତ୍ରୀ ଚାରି ମାସ ହେବ ସ୍କୁଲ୍ ନ ଯାଇ ଦରମା ନେଉଥିବା ଅଭିଯୋଗ

ନବରଙ୍ଗପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜଣେ ସ୍କୁଲ୍ ଶିକ୍ଷୟତ୍ରୀ ଚାରି ମାସ ହେବ ସ୍କୁଲ୍ ନ ଯାଇ ଦରମା ନେଉଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍ ଖୋଲିବା ପରଠାରୁ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ ଆସିନଥିବା ଅଭିଯୋଗ ହୋଇଛି। ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି…

ହସର ଲୁହସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

ଯାଜପୁର : ଘରଖଣ୍ଡେ ନାହିଁ , ଜାଗା ଖଣ୍ଡେ ନାହିଁ   । ସେଥିପାଇଁ ବିଧାନସଭା ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଜିଲ୍ଲାପାଳ ଅଫିସ ଠାରୁ ତହସିଲଦାର ଅଫିସ ସବୁଠି ବୁଲିବୁଲି ଦୁଃଖ ଜଣାଉଥିଲେ ପ୍ରଫୁଲ ଦାସ  । ଯାଜପୁର ଜିଲ୍ଲା ରଗଡି ଗାଁରେ ରହୁଥିବା ପ୍ରଫୁଲ୍ଲ ଦାସଜଣେ ଦିବ୍ୟାଙ୍ଗ  ।…