Latest Odisha News

BREAKING NEWS

Browsing Category

ଫିଚର

ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ସଙ୍କଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଚର ଏସ ଜୟଶଙ୍କର ଉଦବେଗ ପ୍ରକାଶ କରିଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମଗ୍ର…

କରୋନା ମହାମାରୀ ଶେଷ ହୋଇନି, କିନ୍ତୁ ଶେଷ ପର୍ଯ୍ୟାୟରେ ଅଛି…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ  ଟେଡ୍ରସ ଘେବ୍ରେସସ୍ କରୋନା ମହାମାରୀର ଅନ୍ତ ସମ୍ପର୍କରେ ଏକ ବଡ଼ ବିବୃତ୍ତି ରଖିଛନ୍ତି। WHO ମୁଖ୍ୟ ଗୁରୁବାର ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ କହିଛନ୍ତି ଯେ ମହାମାରୀ ଶେଷ ହୋଇନାହିଁ, କିନ୍ତୁ ଏହାର ଶେଷ…

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବେନଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତି “ଓଡ଼ିଶୀ ଆସର” ଆଜି ସଂଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଙ୍ଗମଞ୍ଚ ”ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିମାସରେ ‘ଓଡ଼ିଶୀ ଆସର’ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇ…

ହସ୍ପିଟାଲ ବେଡରେ ବାବୁସାନ୍, ଏହି ରୋଗରେ ହୋଇଛନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ। ସେ ଏବେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବ ଅପେକ୍ଷା ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତିନି- ଚାରି ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି…

ଆସନ୍ତା ୨୬ରୁ ମେ-ଫେୟାରରେ ‘ଦାଣ୍ଡିଆ ରାସ-୨୦୨୨’

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ରାଜଧାନୀବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ  ହେବ ‘ଦାଣ୍ଡିଆ ରାସ-୨୦୨୨’ । ମେ-ଫେୟାର ଓ ଏଂଟରଟେନ୍ ଇଭେନ୍‌ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ…

ବିଶ୍ୱକପ୍ ହକି ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ୮୭୫କୋଟିକୁ ଟପିଲା

ଭୁବନେଶ୍ବର: ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ କରିଛନ୍ତି ସରକାର । ତେବେ ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ଗତ ବର୍ଷ ଯେତିକି ଆକଳନ କରାଯାଇଥିଲା ତାହା  ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି ।  କଳିଙ୍ଗ…

ବିରୋଧ ପରେ କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ବଦଳିଲେ ସିଡିଏମଓ

କେନ୍ଦୁଝର : କେନ୍ଦୁଝର ସିଡିଏମଓଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ସିଡିଏମଓଙ୍କୁ ଦାୟିତ୍ୱ ମିଳିଛି । କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।  କେନ୍ଦୁଝର ସିଡିଏମଓ ସୁଜାତା ରାଣୀ…

ଭାରତ ଯୋଡୋ ଯାତ୍ରା: ରାହୁଲ-ସଚିନଙ୍କୁ ଦେଖି ଲୋକଙ୍କ ମନେ ପଡିଲା ରାଜେଶ-ରାଜୀବଙ୍କ ବନ୍ଧୁତା

ଜୟପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ବୁଧବାର ସଚିନ ପାଇଲଟ ଯୋଗ ଦେଇଥିଲେ । ରାହୁଲ ଓ ସଚିନ ଏକତ୍ର ଯାଉଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଥିଲେ । ଏହି ୨ଜଣଙ୍କ ବନ୍ଧୁତା ଦେଖି ପ୍ରଶଂସକମାନଙ୍କ ପୁରୁଣା କଥା ମନେ ପଡି ଯାଇଥିଲା । ପୂର୍ବରୁ ରାହୁଲଙ୍କ ବାପା ରାଜୀବ…

କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବ ଉପରେ ମୋହର: ଜଳସେଚନକୁ ଅଧିକ ଗୁରୁତ୍ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଜଳସଂପଦ ବିଭାଗର ୬ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରଥମ ପ୍ରସ୍ତାବ ହେଉଛି ବୈତରଣୀ ନଦୀରେ ୨ଟି…

ନାମାଙ୍କନ ଦାଖଲ ପୂର୍ବରୁ ରାହୁଲଙ୍କୁ ଭେଟିଲେ ଗେହଲୋଟ

କୋଚି: କଂଗ୍ରେସ ସଭାପତି ପଦ ପାଇଁ ସେପ୍ଟେମ୍ବର 24ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ସଂଧ୍ୟାରେ ସାକ୍ଷାତ କରିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ରାହୁଲ ଗାନ୍ଧୀଙ୍କ ସହ ଗେହଲୋଟ କଣ କଥା ହୋଇଛନ୍ତି ତାହା ଜଣାପଡିନଥିବା ବେଳେ…