Latest Odisha News

BREAKING NEWS

Browsing Category

ଫିଚର

ପାଇଲଟଙ୍କୁ ଟେକ୍ ଅଫ୍ ସିଗନାଲ, ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ରାଜଧାନୀରେ ରାଜସ୍ଥାନ ରାଜନୀତିର ତାତି। ଦିନ ତମାମ ରାଜସ୍ଥାନ ରାଜନୀତିକୁ ନେଇ କଂଗ୍ରେସରେ ଚାଲିଲା ଆଲୋଚନା। ପ୍ରଥମେ ଅଶୋକ ଗେହଲଟ ପରେ ତାଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ…

ଜାତୀୟ କ୍ରୀଡାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।…

ବ୍ୟବସାୟ କରି ରାଜନୀତି କଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ: ବିଧାୟକ ମୋକିମ

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରିଥିଲେ। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ମେଟ୍ରୋ ବିଲଡର୍ସର ପରିଚାଳନା…

ଓଡିଶା ସବ ଜୁନିୟର ପୁରୁଷ ହକି: ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଓଡିଶା ସବ ଜୁନିୟର ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା ହେବ । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ସୁନ୍ଦରଗଡ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ…

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ…

କୋଭିଡ୍ ଫଣ୍ଡ ଟଙ୍କା ହେରଫେର୍ ଅଭିଯୋଗରେ ବିଡିଓ ନିଲମ୍ବିତ

ନବରଙ୍ଗପୁର: କୋଭିଡ୍ ସମୟରେ ସରକାରୀ ଅନୁଦାନକୁ ହେରଫେର୍ କରି ନିଲମ୍ବିତ ହୋଇଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ କୋଭିଡ୍ ପାଇଁ ବାହାରୁ ଫେରୁଥିବା ପ୍ରବାସୀଙ୍କ ଚିକିତ୍ସା ଓ ଖାଇବା ଲାଗି ୪୨…

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି…

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ…

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ…