Latest Odisha News

BREAKING NEWS

Browsing Category

ଫିଚର

ଯୁବତୀଙ୍କ ମୃତ୍ୟୁ ପ୍ରତିବାଦରେ ଇରାନରେ ହିଜାବ ବିରୋଧରେ ମହିଳାଙ୍କ ପ୍ରଦର୍ଶନ: ତିନି ମହିଳା ମୃତ

ତେହେରାନ: ଇରାନରେ ହିଜାବକୁ ବିରୋଧ କରି  ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦେଶର 22 ବର୍ଷ ବୟସ୍କା ମହିଳା ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଏହି ଆନ୍ଦୋଳନ କରୁଛନ୍ତି ମହିଳାମାନେ । ତେବେ ବିରୋଧ ସମୟରେ ତିନି ଜଣଙ୍କର  ମୃତ୍ୟୁ ଘଟିଛି। ଉତ୍ତର-ପଶ୍ଚିମ କୁର୍ଦ୍ଦିସ୍ତାନ…

‘ଛେଲୋ ସୋ’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ: ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଆର୍‌ଆର୍‌ଆର୍‌କୁ’ ପଛରେ ପକାଇ ‘ଛେଲୋ ସୋ ଓସ୍କାରକୁ ମନୋନୀତ ହୋଇଛି । ଗୁଜରାଟୀ ଚଳଚ୍ଚିତ୍ର ହେଉଛି ଛେଲୋ ସୋ’ ।  ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍‌…

ରାତି ଅଧିଆ ବୈଠକ ଡକାଇ ପଦ ଛାଡିବେ ବୋଲି ଇସାରା ଦେଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ରାତି ଅଧିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୈଠକ ରାଜସ୍ଥାନ କଂଗ୍ରେସରେ କ୍ଷମତା ପରିବର୍ତ୍ତନର ଆଭାସ ଦେଇଛି। ସଚିନ ପାଇଲଟ କେରଳ ଗସ୍ତରେ ଥିବା ବେଳେ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଗେହଲଟ। ଆଉ ବିଧାୟକଙ୍କୁ କହିଛନ୍ତି, ରାହୁଲଙ୍କୁ ସଭାପତି କରିବାକୁ ଚେଷ୍ଟା କରିବୁ।…

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ…

ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ

ଖଲିକୋଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଥଁ। ତାଙ୍କଠାରୁ  ଭିଜିଲାନସ ଟିମ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଅଧିକାରୀଙ୍କୁ ହେପାଜତକୁ ନେଇଛି  । ସୂଚନା ଅନୁସାରେ,  ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି…

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ଏହା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ।  ଏସିଆ - ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ…

ଇଣ୍ଟରପୋଲର ୯୦ତମ ସାଧାରଣ ସଭାର ଲୋଗୋରେ ରହିବ କୋଣାର୍କ ଚକ୍ର

ଭୁବନେଶ୍ୱର: ଖ୍ରୀଷ୍ଟପୂର୍ବ ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ଚକ୍ର ଇଣ୍ଟରପୋଲର ୯୦ତମ ସାଧାରଣ ସଭାରେ ଲୋଗୋରେ ସ୍ଥାନ ପାଇବ । ଆସନ୍ତା ମାସରେ ନୂଆଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ୧୯୫ଟି ଦେଶର ପୋଲିସ ଅଧିକାରୀ ଯୋଗ ଦେବେ । ନିକଟରେ…

କୋଭିଡ୍ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ୱତନ୍ତ୍ର ନୀତି: 5T ସଚିବ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ଅବସରରେ 5T ସଚିବ ପାଣ୍ଡିଆନ୍ ଶିଳ୍ପଦ୍ୟୋଗୀ ଓ, କର୍ମଚାରୀ ଓ ସ୍ଥାନୀୟ ଲୋଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T…

ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଅଗଷ୍ଟ ୩୦ ତାରିଖରେ…

ଆପଣ ଜାଣନ୍ତି କି ଏହି କ୍ରିକେଟରଙ୍କୁ, ଯାହାଙ୍କର ରହିଛି ୫୦୦ରୁ ଅଧିକ ଗର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିଶ୍ୱ କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ସେମାନଙ୍କ ପ୍ରଦର୍ଶନ ବଳରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣିଛନ୍ତି । ଏହା ବ୍ୟତୀତ ଆହୁରି କେତେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କ ଷ୍ଟାରଡମକୁ ବ୍ୟଳସପୂର୍ଣ୍ଣ ଢ଼ଙ୍ଗରେ କାଟିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ…