Latest Odisha News

BREAKING NEWS

Browsing Category

ଫିଚର

ସିସୋଦିଆଙ୍କ ନାଁରେ ଶୌଚାଳୟ ଘୋଟାଲା ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ବିଜେପି ପରେ ଏବେ କଂଗ୍ରେସ ଘେରିଲା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ। ଶୌଚାଳୟ ଦୁର୍ନୀତିରେ ସିସୋଦିଆ ସାମିଲ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସ ନେତାମାନେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ସିସୋଦିଆ…

ଜାଣନ୍ତୁ କେଉଁ କାରର ଅପେକ୍ଷା ଅବଧି ସର୍ବାଧିକ

କରୋନା ପରଠାରୁ ଗତ ଏକ ବର୍ଷ ମଧ୍ୟରେ କାର ନିର୍ମାତା କମ୍ପାନୀଗୁଡିକରେ ଯାନବାହନ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି। କମ୍ପାନୀଗୁଡିକ ମଧ୍ୟ ନୂତନ ମଡେଲ ଲଞ୍ଚ କରୁଛନ୍ତି। ତେଣୁ ଗ୍ରାହକ କ୍ରମାଗତ କିଣୁଛନ୍ତି। ତେବେ କାରରେ ସେମିକଣ୍ଡକ୍ଟର ଚିପର ଅଧିକ ଚାହିଦା ହେତୁ ଅନେକ କାରର ଏବେ ୱେଟିଂ…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

ପୁଟିନଙ୍କୁ ଶାନ୍ତିର ‘ପାଠ’ ପଢ଼ାଇଥିବାରୁ, ବିଶ୍ବ ଦରବାରରେ ମୋଦୀଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଉଜବେକିସ୍ତାନର ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେର ସମୟ ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ। ୟୁକ୍ରେନ ସହ ଚାଲିଥିବା ଘଟଣାବଳୀକୁ ଦେଖି ମୋଦୀ ଏହା କହିଥିଲେ। ଯାହା ଶାନ୍ତି ପାଇଁ ଏକ ବଡ଼ ବାର୍ତ୍ତା ଥିଲା।…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ଲମ୍ବିଛି। ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ସେପଟେ ସ୍ଥଳ ଭାଗ ମୁହାଁ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି…

ଭାରତୀୟ ସେନାରୁ ହଟିବ ବ୍ରିଟିଶ ଦାସତ୍ୱର ଛାପ, ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପତାକା ଉପରେ ବ୍ରିଟିଶ ଦାସତ୍ୱର ପ୍ରତୀକ ବା ଛାପ ଥିବା ଭିକ୍ଟୋରିଆ କ୍ରସକୁ ହଟାଇବା ପରେ ଏବେ ଭାରତୀୟ ସେନା ମଧ୍ୟ ଏହି ଦିଗରେ ଏକ ପଦକ୍ଷେପ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ…

ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ

ଭୁବନେଶ୍ବର:  ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର  ସୃଷ୍ଟି ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଛୂଇଁପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।…

ପାକିସ୍ତାନ ବଢାଉଛି ନୌସେନାର ଶକ୍ତି, ୨୦୩୫ ସୁଦ୍ଧା ନିର୍ମାଣ କରିବ ୫୦ଟି ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତ ଓ ଚୀନ ମୁହାଁମୁହିଁ ହେବା ପରେ ଶେଷରେ ଚୀନ ଜିଦ୍ ଭାଙ୍ଗିଛି। ଲଦାଖର ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ୨୦୨୦ ମସିହାରେ ପୂର୍ବ ଲଦାଖ ସୀମାରେ ବିବାଦ ପରେ ଭାରତ ବହୁତ କିଛି ଶିଖିଛି। ତେଣୁ ଭାରତ ନିଜର ତିନି…