Latest Odisha News

BREAKING NEWS

Browsing Category

ଫିଚର

ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ରଛାତ୍ରୀ

ଲଣ୍ଡନ: ଲଣ୍ଡନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଉଣ୍ଡ ସ୍କୋୟାର ଆନ୍ତର୍ଜାତୀୟ ସମ୍ମିଳନୀର ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲର ଛାତ୍ରଛାତ୍ରୀ…

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮…

ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି:ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୪ ଉଇକେଟରେ ହରାଇଛି ଅଷ୍ଟ୍ରେଲିଆ । ଭାରତ ବଡ଼ ଟାର୍ଗେଟ ଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।  ଭାରତ ଦେଇଥିବା ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିଛି…

ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ ଓସ୍କାର ପୁରସ୍କାର ଦୌଡରେ ସାମିଲ ହେଲା ଛେଲୋ ଶୋ

ନୂଆଦିଲ୍ଲୀ: ୨୦୨୩ ଓସ୍କାର ପୁରସ୍କାର ବିଦେଶୀ କାଟାଗୋରିରେ ଭାରତର କେଉଁ ଫିଲ୍ମ ପ୍ରବେଶ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା । ଏହି ଦୌଡରେ ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଆଗରେ ଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଗୁଜରାଟୀ ଫିଲ୍ମ ଛେଲୋ ଶୋଙ୍କୁ ଏଥିପାଇଁ ମନୋନୀତ କରାଯାଇଛି ।…

ଭୁଲରେ ବି କାର ସିଟରୁ ହଟାନ୍ତୁ ନାହିଁ ହେଡରେଷ୍ଟ୍, ହୋଇପାରେ ବିପଦ

ଓଡିଶା ସମ୍ବାଦ ବ୍ୟୁରୋ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କାର ସୁରକ୍ଷା ପ୍ରସଙ୍ଗ ଉପରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ କାରରେ ସିଟ୍ ବେଲ୍ଟ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ କାରର ଅନ୍ୟାନ୍ୟ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଆପଣ…

ସଂସଦ ଭବନ ଉଡାଇବା ଧମକ ଦେଇଥିବା ପୂର୍ବତନ ବିଧାୟକ ଗିରଫ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେଙ୍କୁ ପୋଲିସ ଗିରଫ କରିଛି । କିଶୋର ନୂତନ ଭାବେ ନିର୍ମିତ ସଂସଦ ଭବନ (ସେଂଟ୍ରାଲ ଭିସ୍ତା) ଉଡେଇଦେବେ ବୋଲି ଧମକ ଦେଇଥିଲେ । ସେ ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନେରାଲଙ୍କୁ ଏକ ବ୍ୟାଗରେ ଧମକ ଭରା ପତ୍ର ସହ ବିସ୍ଫୋଟକ ପଠାଇ ଏହି ଧମକ…

ଓଭରଲୋଡିଂ କରୁଥିଲେ ସାବଧାନ, ଦିନକରେ ୯୨ ଜଣଙ୍କ କଟିଲା ଚାଲାଣ

କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ…

ଦାଦାବଟି ରୋକିବାକୁ ପୋଲିସର ପଦକ୍ଷେପ, ଜାରି କଲା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଆସିଲା ପାର୍ବଣ ଋତୁ। ପାର୍ବଣରେ ଅପରାଧକୁ ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା। ଏଣିକି ଦାଦାବଟି ମାଗିଲେ ହ୍ୱାଟସଆପ୍ ନମ୍ବରରେ ସୂଚନା ଦେବାକୁ ପରାମର୍ଶ ଦେଲେ ଟ୍ୱିନ-ସିଟି କମିଶନର। ନିଶାଖୋର ଏବଂ ବିଭିନ୍ନ ଗଳିକନ୍ଦିରେ ଅପରାଧ ଘଟୁଥିବା ଦେଖିଲେ ତୁରନ୍ତ ପୋଲିସକୁ…

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି…

ସେପ୍ଟେମ୍ୱର ୨୨ରୁ +୨ ପାଠପଢା

ଭୁବନେଶ୍ୱର : ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି  +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀଗୃହ ପାଠପଢା । ଏନେଇ ଆଜି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା…