Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟରେ ଆପ୍ ଏବଂ କେଜ୍ରିଓ୍ବାଲଙ୍କ ଦୋମୁହାଁ ନୀତି !

ଅହମଦାବାଦ: ଗୁଜରାଟରେ ଆମ ଆଦମୀ ପାର୍ଟି (ଆପ)ର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦଳର ନେତା ଡିଜିପି ଅଫିସ ଯାଇ ଦଳୀୟ ନେତାଙ୍କ ସୁରକ୍ଷା ମାଗୁଛନ୍ତି। ଅନ୍ୟପଟେ ଆପର ମୁଖ୍ୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତରେ ଆସି ସୁରକ୍ଷା ନେବେ ନାହିଁ ବୋଲି ରୋକଠୋକ୍…

ଥାନା ଭିତରେ ପଶି ପୋଲିସକୁ ପିଟିଲେ ଆଦିବାସୀ

ପାରଳାଖେମୁଣ୍ଡି: ଥାନା ଭିତରେ ପଶିଲେ, ପୋଲିସକୁ ପିଟିଲେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ…

ଗୁଜରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା

ଅହମଦାବାଦ: ମିଶନ ଗୁଜୁରାଟ ପାଇଁ ଆମ୍ ଆଦମୀ ପାର୍ଟି (ଆପ) ଜୋରଦାର ପ୍ରସ୍ତୁତି କରୁଛି । ଆପର ପୋଷ୍ଟର ବୟ କୁହାଯାଉଥିବା ଅରବିନ୍ଦ କେଜ୍ରିଓ୍ୱାଲ ମୋଦୀ-ଶାହଙ୍କ ଗଡ଼ରେ ଶକ୍ତ ପ୍ରଦର୍ଶନ କରୁଛନ୍ତି। ଏହାରି ଭିତରେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି) ଆପ ସହ ମେଣ୍ଟ ଭାଙ୍ଗିଛି। ୪ ମାସ ତଳେ…

ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱର ସମତେ ୧୧ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସହ ଘଡ଼ଘଡ଼ି ନେଇ ଆଲର୍ଟ…

ବିସଲେରୀ ପାଣି ବୋଟଲ କମ୍ପାନୀର ସେୟାର କିଣିବ କି ଟାଟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଷ୍ଠିତ ଶିଳ୍ପପତି ରତନ୍ ଟାଟା ଏବେ ଡ୍ରିଙ୍କିଙ୍ଗ୍ ୱାଟର୍ କମ୍ପାନୀର ସେୟାର କିଣିବାକୁ ଯାଉଛନ୍ତି । ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବିସଲେରୀ ଇଣ୍ଟରନ୍ୟାସନାଲର ସେୟାର କିଣିପାରନ୍ତି ରତନ୍ ଟାଟା । ଏନେଇ ଟାଟା ଗ୍ରୁପ୍ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ…

ଇଲେକ୍ଟ୍ରିକ୍ ସୋରୁମରେ ଅଗ୍ନିକାଣ୍ଡ 8 ଜଣଙ୍କର ମୃତ୍ୟୁ

ସିକିନ୍ଦ୍ରାବାଦ: ସିକିନ୍ଦ୍ରାବାଦରେ ଗତକାଲି ରାତିରେ ଏକ  ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗି 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗିବା ସହ ପରେ ସୋରୁମ କୁ ଲାଗିକି ଥିବା ଏକ ହୋଟେଲକୁ ବ୍ୟାପିଯାଇଥିଲା ନିଆଁ । ନିଆଁ ଲାଗିବା…

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି ।  ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ…

ବରଗଡରେ ମାତିଛନ୍ତି କଫ୍ ସିରପ ମାଫିଆ

ବରଗଡ: ବରଗଡରେ ମାତିଛନ୍ତି  କଫ୍ ସିରପ ମାଫିଆ । ସହରରେ ଦିନ କୁ ଦିନ କଫ ସିରପ ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ତେଣୁ ଏମାନଙ୍କୁ କାବୁ କରିବା ପାଇଁ  ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ  । ତେବେ ଆଜି କୌଣସି ନିର୍ଦ୍ଦିଷ୍ଟ ସୁତ୍ରରୁ ଖବର ପାଇ ବରଗଡ ଅବକାରୀ ଅଧିକ୍ଷକ ସୁବନ…

ଧାରା ୩୭୦ କୁ ପୁଣି ଫେରାଇ ଆଣିବାକୁ କହିଲେ ମେହବୁବା ମୁଫତି

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଧାରା ୩୭୦ ପୁଣି ଜମ୍ମୁକାଶ୍ମୀରକୁ ଫେରିବ । ଏହି ଧାରା ହଟିବା ପରେ କାଶ୍ମୀରରେ ବିବାଦ ଆହୁରି ଜଟିଳ ହୋଇଛି । କାଶ୍ମୀରରେ ଅଶାନ୍ତି ବଢ଼ିଛି । ତେଣୁ ବହୁ ଲୋକ ଧାରା ୩୭୦ ଫେରୁ ବୋଲି ଚାହାଁନ୍ତି ।…

ହେଟ ସ୍ପିଚ୍ ମାମଲାରେ ଓ୍ବାସିମ ରିଜଭିଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସସର୍ତ୍ତ ଜାମିନ

ହରିଦ୍ବାର: ଧର୍ମସଂସଦରେ ବିବାଦୀୟ ବକ୍ତବ୍ୟ ଦେଇ ଜେଲରେ ଥିବା ଓ୍ବାସିମ ରିଜଭିଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆସ୍ବସ୍ଥି ମିଳିଛି । ତାଙ୍କୁ ସସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୟୁପି ସିୟା ଓ୍ବାକ ଅଫ୍ ବୋର୍ଡର ପୂର୍ବତନ ସଭାପତି ଥିବା ରିଜଭି ହରିଦ୍ବାର ଧର୍ମ ସଂସଦରେ ହେଟ…