Latest Odisha News

BREAKING NEWS

Browsing Category

ଫିଚର

ପୁଷ୍ପା ଦି ରାଇଜ ପାଇଁ ଅଲ୍ଲୁ ଅର୍ଜୁନ ନେବେ ୧୨୫ କୋଟି !

ମୁମ୍ବାଇ: ପୁଷ୍ପା ଫିଲ୍ମର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ଏହାର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ଦି ରାଇଜ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଦେଖି ମେକର୍ସ ଏହି ଫିଲ୍ମ ପାଇଁ ତାଙ୍କୁ ୧୨୫ କୋଟି ଟଙ୍କା ଦେବା ପାଇଁ ରାଜି ହୋଇ…

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ…

KYC କିମ୍ବା ଆକାଉଣ୍ଟ ଅପଡେଟ୍ ନାମରେ ସେୟାର କରନ୍ତୁ ନାହିଁ UPI PIN: ଏହି ଉପାୟ ଆପଣାନ୍ତୁ, ଅନଲାଇନ୍ ଠକେଇରୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ ଠକେଇ, ଅନଲାଇନ ପେମେଣ୍ଟ ଜରିଆରେ ଆକାଉଣ୍ଟ ଖାଲି, ଅନଲାଇନ ଠକ ଲୁଟି ନେଲେ ଲକ୍ଷାଧିକ, ଏମିତି ଅନେକ ଖବର ପ୍ରତିଦିନ ଶୁଣିଲା ପରେ ଆପଣ ଅନଲାଇନ କାରବାରକୁ ନେଇ ଭୟଭୀତ ହେଇଯାଉଥିବେ। କେବେକେବେ ଅନଲାଇନ ନେଣଦେଣ କେତେ ସୁରକ୍ଷିତ , ଅନଲାଇନର ବିଚକ୍ଷଣ

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ…

ଟଙ୍କା ଚୋରି କରି ନପାରିବାରୁ ATM କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ । ଆଉ ଟଙ୍କା ଚୋରି ନକରି ପାରି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଏଟିଏମ୍ କାଚ ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ସହର ଚିନି ଫ୍ୟାକ୍ଟ୍ରି ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମରେ ।…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ବିଜେଡି

ଭୁବନେଶ୍ୱର :  ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ  । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି । ୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ ।  ସଂଗଠନକୁ କିପରି ଚଳଚଞ୍ଚଳ…

ଦିଲ୍ଲୀ ବାହାରେ ଏକାଠି ହେବେ ବିଜେପି ବିରୋଧୀ ନେତା, ଆଉ ନବୀନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏନଡିଏ ମେଣ୍ଟରୁ ଓହରିବା ପରେ ଫୁଲ ଜୋଶରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତିନି ଦିନିଆ ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍…

ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ

ନୂଆଦିଲ୍ଲୀ :  ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ - କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି  ।  କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି ଆଜି…