Latest Odisha News

BREAKING NEWS

Browsing Category

ଫିଚର

ଏସିଆ କପରୁ ଓହରିଲେ ଜାଡେଜା, ଦଳରେ ସାମିଲ ହେଲେ ଅକ୍ଷର

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ବାକି ତକ ମ୍ୟାଚରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓହରି ଯାଇଛନ୍ତି । ବିସିସିଆଇ ସେକେଟାରୀ ଜୟ ଶାହ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ପାକିସ୍ତାନ ଓ ହଂକଂ ବିପକ୍ଷ ମ୍ୟାଚରେ…

ଲୋକଙ୍କୁ ଠିକ୍ ସମୟରେ ସେବା ମିଳୁନଥିଲା, ତହସିଲଦାରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ରାୟଗଡା: କାର୍ଯ୍ୟରେ ଅବହେଳା ଯୋଗୁଁ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରି ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଦରମା ବନ୍ଦ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ କାଶୀପୁର ତହସିଲଦାର ସମେତ 30 ଜଣ ସରକାରୀ କର୍ମଚାରୀ…

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ଘରେ ଜଷ୍ଟିସ ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜଷ୍ଟିସ ବିହାରୀଙ୍କ ଘର ଯାଜପୁର ଜିଲ୍ଲା ବୋଲି ଜଣାପଡ଼ିଛି । ଜଷ୍ଟିସ ସୁବାସ ବିହାରୀଙ୍କ ସହକର୍ମୀଙ୍କ ସୂଚନା…

ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। 'ମୋ ଗୁହାଳ'ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସରେ ଧରା ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ…

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଆଜି ଷଠି ଓଷା: ଭିନ୍ନ ଏକ ଓଡ଼ିଆ ପରମ୍ପରା

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା ବା ଷଠି ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ…

କ୍ୟାମ୍ପା କୋଲାକୁ ନେଇ ମାର୍କେଟରେ ଝଡ ସୃଷ୍ଟି କରିବା ଆଶାରେ ରିଲାୟନ୍ସ

ମୁମ୍ବାଇ: ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଭାରତୀୟ ସଫ୍ଟ ଡ୍ରିଙ୍କ (ମୃଦୁ ପାନୀୟ) ବଜାରରେ କ୍ୟାମ୍ପା କୋଲାକୁ ନେଇ ଝଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ଭାରତର ଏହି ପୁରୁଣା ବ୍ରାଣ୍ଡ ବଜାରରୁ ଗାଏବ ହୋଇ ଯାଇଥିଲା । ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏହାକୁ ପୁନଃ ପ୍ରବେଶ କରାଇ କୋକାକୋଲା ଓ…

ଗରିବଙ୍କ ‘ମନ୍ କୀ ବାତ୍’ ଶୁଣିବେ ନବୀନ ସରକାର

ଭୁବନେଶ୍ୱର: ରାଜ୍ୟରେ ଗରିବୀ ଦୂରୀକାରଣ ହଟାଇବାକୁ ନବୀନ ସରକାର ନୂଆ ରଣନୀତି ଆପଣାଇଛନ୍ତି। ଦାରିଦ୍ର୍ୟ ଦୂରିକରଣ ପାଇଁ କେବଳ ଯୋଜନା କରିଦେଲେ ହେବନି କିପରି ଏହା କାର୍ଯ୍ୟକାରୀ ହେଉଛି ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ ଜାଣିବାକୁ ଗ୍ରାଉଣ୍ଡ ଜୀରୋକୁ ଓହ୍ଲାଇବେ ସରକାରୀ…

ଷ୍ଟାରବକ୍ସର ନୂଆ ସିଇଓ ଲକ୍ଷ୍ମଣ ନରସିଂହାନ୍

ଭୁବନେଶ୍ୱର: ଲୋକପ୍ରିୟ କଫି କମ୍ପାନୀ ଷ୍ଟାରବକ୍ସର ନୂଆ ସିଇଓ ଜଣେ ଭାରତୀୟ ବଂଶଜ ହୋଇଛନ୍ତି । ଷ୍ଟାରବକ୍ସ କର୍ପୋରେସନ୍ ଶୁକ୍ରବାର ଦିନ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହାନଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଚୟନ କରିଛି । ହାୱାର୍ଡ ସ୍କଲ୍ଟଜଙ୍କ…

ମସଜିଦ, ଚର୍ଚ୍ଚ ଭଳି ମନ୍ଦିରରୁ ସରକାରଙ୍କ ହସ୍ତକ୍ଷେପ ହଟାଇବାକୁ ସୁପ୍ରିମକୋର୍ଟରେ ଦାବି

ନୂଆଦିଲ୍ଲୀ: ସଂଖ୍ୟା ଲଘୁ ଧର୍ମାବଲମ୍ବୀଙ୍କ ପୂଜାସ୍ଥଳ ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି ସେହିପରି ହିନ୍ଦୂ ମନ୍ଦିର ବି ସରକାରଙ୍କ ନିୟନ୍ତ୍ରଣରୁ ବାହାରିବା ଦରକାର। ମନ୍ଦିର ମାନେ ସ୍ୱାଧୀନ ଭାବେ ପରିଚାଳିତ ହେବା ଦରକାର। ଯେଉଁ ଆଇନ୍ ଜରିଆରେ ମନ୍ଦିର ଗୁଡିକ ସରକାରଙ୍କ ଦ୍ୱାରା…