Latest Odisha News

BREAKING NEWS

Browsing Category

ଫିଚର

ଲାଞ୍ଚ ନେଇ ଧରା ପଡ଼ିଲେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ । ଜଣେ ପୂର୍ବତନ ଏଲ୍ଏଲବି ଛାତ୍ରଙ୍କ ସାର୍ଟିଫିକେଟ୍ ଦେବା ପାଇଁ ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣି ଉତ୍ତମ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛାତ୍ର ଜଣଙ୍କୁ ସାର୍ଟିଫିକେଟ୍…

ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପି ନେତା ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂ ପୁଣି ଥରେ ଅଡୁଆରେ। ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହାପରେ ହାଇଦ୍ରାବାଦ ପୋଲିସ ଆଜି ସକାଳେ ତାଙ୍କୁ ଗିରଫ କରିଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା…

ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।…

ଶ୍ୱେତାଙ୍କ ଅଡିଓ କଲ ଭାଇରାଲ: ବୟଫ୍ରେଣ୍ଡକୁ ସମନ କରିବ କମିଶନରେଟ ପୋଲିସ

ଭୁବନେଶ୍ୱରରେ: ମହିଳା ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ସମନ କରିବ କମିଶନରେଟ ପୋଲିସ। ଗତକାଲି ମୃତକଙ୍କ ପରିବାର ଲୋକେ ଥାନାରେ ସୌମ୍ୟଜିତଙ୍କ ନାଁରେ ଏତଲା ଦେବା ପରେ ଏବଂ ଶ୍ୱେତା…

ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଲେ ସମାଜରେ ସମାନତା ଆସିବ

ଭୁବନେଶ୍ୱର:  ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେଲେ ସମାଜରେ ସମାନତା ଆସିପାରିବ । ରାଜ୍ୟ ଅତିଥି ଭବନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ  ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ଅଠାୱଲେ କହିଥିଲେ ଯେ…

ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ଦେହାନ୍ତ !

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଦେହାନ୍ତ। ଗୋଆରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହେବାରୁ ତାଙ୍କର ଦେହାନ୍ତ ହୋଇଛି। ସୋନାଲି ଫୋଗାଟ ଜଣେ ଟିକଟକ ଷ୍ଟାର ଭାବେ ଜଣାଶୁଣା। ସୋନାଲି ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନ ବେଳେ ​​ବିଜେପିରେ ସାମିିଲ…

‘ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ଚାହାଁନ୍ତି ଦଳୀୟ କର୍ମୀ’

ନୂଆଦିଲ୍ଲୀ: ଆସନ୍ତା ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବ ।  କଂଗ୍ରେସର ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବାକୁ ଲବି କରୁଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେଉଛନ୍ତି । ସେ କହିଛନ୍ତି ‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ…

ମାଟି କାନ୍ଥପଡ଼ି ପୁଅ, ଝିଅ ମୃତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ କାନ୍ଥ ପଡ଼ି ଚାଲିଗଲା ଦୁଇ ପିଲାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।  ମୃତ ଦୁଇଜଣ ପିଲା  ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ…

ଆଜି ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ବେଶ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ସଂଧ୍ୟା ଧୂପ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହେବ ।  ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବାର ବିଧି ରହିଛି । ଏହି ଅବସରରେ ମହାପ୍ରଭୁ କାଳୀୟ ଦଳନ ବେଶରେ ଦର୍ଶନ ଦେବେ । କନାରେ…

ଜେଏନୟୁରେ ପୁଣି ହଙ୍ଗାମା

ନୂଆଦିଲ୍ଲୀ:  ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପୁଣି ହିଂସା ।  ଛାତ୍ରବୃତ୍ତି ବିଳମ୍ଭ  ନେଇ ଧାରଣା ଦେଇଥିବା ବେଳେ ଏପରି ମାଡପିଟ ହୋଇଥିବା ଦେଖିବାକୁ ମିଳିଛି ।  ଏବିଭିପି ସମର୍ଥିତ ଛାତ୍ରମାନେ ଫେଲୋସିପ୍ ମୁକ୍ତ ନକରିବାରୁ ଜେଏନୟୁରେ ଅର୍ଥ ଅଧିକାରୀଙ୍କୁ ପ୍ରଶ୍ନ ପଚାରିବା ସହ …