Latest Odisha News

BREAKING NEWS

Browsing Category

ଫିଚର

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି: ଏସଆରସି

ଭୁବନେଶ୍ୱର: ଳଘୁଚାପ ଜନିତ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ବନ୍ୟା ଆଶଙ୍କା ରହିଛି। ଉପୁଜିଥିବା ସ୍ଥିତି ଏବଂ ସମ୍ଭାବିତ ପାଣିପାଗ ରିପୋର୍ଟକୁ ଦେଖିଲେ ଏବେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସି କହିଛନ୍ତି।…

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲଘୁଚାପରେ ପରିଣତ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଲଘୁଚାପରେ ପରିଣତ ହୋଇଛି। ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏବେ ଏହି ଲଘୁଚାପ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କି.ମି. ଏବଂ ଓଡିଶାର ବାଲେଶ୍ୱର ଜିଲ୍ଲାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦…

ରହସ୍ୟମୟ ଢ଼ଙ୍ଗରେ ଗାଏବ ହୋଇ ଯାଇଥିଲା ଟ୍ରେନ ଏବଂ ଏହାର ଯାତ୍ରୀ !

ରୋମ: ରହସ୍ୟ ଓ ରୋମାଂଚରେ ପରିପୂର୍ଣ୍ଣ ଏ ଦୁନିଆ । ଇଟାଲୀର ରୋମରେ ଏ ଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା । ୧୯୧୧ରେ ୧୦୬ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରେନ ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ପରେ ହଠାତ କୁଆଡେ ଗାଏବ ହୋଇ ଯାଇଥିଲା । ଜେନେଟି ନାମକ ଷ୍ଟେସନରୁ ଏହି ଟ୍ରେନ ବାହାରିଥିଲା । ପରବର୍ତୀ…

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା, ନଜର ପକାନ୍ତୁ ଛତିଶଗଡର ପାଣିପାଗ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀର ଉପରମୁଣ୍ଡରେ ରହିଛି ଛତିଶଗଡ। ଏବେ ଛତିଶଗଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ୪ଟି ଜିଲ୍ଲା ରାଇଗଡ, ଜାଞ୍ଜଗିର-ଚମ୍ପା, ବଲୋଦାବଜାର ଏବଂ ମହାସାମୁନ୍ଦକୁ ରେଡ ଆଲର୍ଟ ଜାରି କରାଯାଇଛି। ୭ ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି କଲା ପାଣି ପାଗବିଭାଗ।…

ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟରୁ ପାଣି ପ୍ରବାହିତ, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା । ଯଦି ଏହିପରି ବର୍ଷା ଜାରି ରୁହେ ତାହେଲେ ଆସନ୍ତାକାଲି ବେଳକୁ ରାଜ୍ୟରେ ବନ୍ୟା ବୋଲି କୁହାଯିବ। ରାଜ୍ୟରେ ବର୍ଷାର ପରିଣାମ ସେଭଳି ନରହିଥିଲେ ବି ମହାନଦୀର ଉପରମୁଣ୍ଡରେ ଅର୍ଥାତ ଛତିଶଗଡରେ ଲଗାଣ…

ସ୍ବାଧୀନତା ସଂଗ୍ରାମ ସମୟର ନାରା: ଯାହା ଦେଶବାସୀଙ୍କ ମଧ୍ୟରେ ଭରିଥିଲା ଯୋଶ୍

ଦେଶ ସ୍ବାଧୀନତା ପାଇଁ ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ । ଇଂରେଜ ସରକାରଙ୍କ ବିରୋଧରେ ସେ ସମୟରେ ଏପରି କିଛି ନାରା ଦିଆଯାଇଥିଲା ଯାହା ଆଜି ବି ସମସ୍ତଙ୍କ ହୃଦୟରେ ରୋମାଂଚ ଭରିଦିଏ । ଏଭଳି କିଛି  ପ୍ରସିଦ୍ଧ ସ୍ଲୋଗାନ ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଆପଣ ଭାଷଣ…

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…

ରସ ଟେଲରଙ୍କୁ ଚାପୁଡା ମାରିଥିଲେ ରାଜସ୍ଥାନ ରୟାଲ୍ସର ମାଲିକ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ…

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର…