Latest Odisha News

BREAKING NEWS

Browsing Category

ଫିଚର

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା ୧୦ଟି ସନ୍ତାନ ଜନ୍ମ ଦେଲେ ମିଳିବ ୧୩ଲକ୍ଷ ଟଙ୍କା !

ମସ୍କୋ: ବିଶ୍ୱର ସର୍ବବୃହତ ଦେଶର ଜନସଂଖ୍ୟା ସଙ୍କଟ । କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଦେଶ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛି। ଏହାପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ୍ ମହିଳାମାନଙ୍କୁ ୧୦ଟି…

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ…

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ…

ମିଛ ମାମଲାରେ ଫସୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ: ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ମିଥ୍ୟା ମାମଲାରେ ଜଡିତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଏକ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି। ବିଜେପି ନେତା କପିଲ ମିଶ୍ର ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ୨୦ ବର୍ଷ ଧରି…

ଦଳର ୬ ହେବିଓ୍ୱେଟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ। ଏଥିପାଇଁ ଜାତୀୟ ସ୍ତରରେ ରଣନୀତି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାର ବିଜୁ ଜନତା ଦଳ ମଧ୍ୟ ରଣନୀତି ଆରମ୍ଭ କରିଥିବା ସୂଚନା ରହିଛି। ଗଡ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବିଜେଡି ଆଜି ୬ ଜଣ ବରିଷ୍ଠ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପୁଣି ନ୍ୟାୟିକ ହେପାଜତକୁ ଗଲେ ପାର୍ଥ ଏବଂ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଦୁର୍ନୀତି କରିଥିବା ଅଭିଯୋଗରେ ଜେରାର ସାମ୍ନା କରୁଛନ୍ତି। ଆଜି କୋର୍ଟ ଉଭୟଙ୍କ ନ୍ୟାୟିକ ହେପାଜତ ବା…

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି…

ହୀରାକୁଦରେ ପର୍ଯ୍ୟାୟକ୍ରମେ ବନ୍ଦ ହେଉଛି ଜଳଭଣ୍ଡାର ଗେଟ୍, ଏବେ ୨୮ଟି ଗେଟ୍ ଦେଇ ପାଣି ପ୍ରବାହିତ

ସମ୍ବଲପୁର: ମହାନଦୀରେ ଉପରମୁଣ୍ଡରେ ପାଗ ଶୁଖିଲା ରହିଥିବାରୁ ଏବେ ନଦୀରେ ଜଳସ୍ତର କମିବାରେ ଲାଗିଛି। ତେଣୁ ହୀରାକୁଦରେ ଜଳ ପ୍ରବେଶ ମଧ୍ୟ କମିଛି। ଏହି କାରଣରୁ ଆଜି ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ ହୋଇଛି। ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସଂଧ୍ୟା ୭ ପୂର୍ବରୁ ୪ଟି…

ସମୁଦ୍ରରୁ ଭାସି ଆସିଥିବା ଡଙ୍ଗାରୁ ମିଳିଲା ୩ଟି ଏକେ-୪୭ ସହ ଗୁଳି

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଡଙ୍ଗାରୁ ତିନୋଟି AK-47 ଏବଂ ଗୁଳି ଜବତ କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପରେ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଥିଲା । ପୋଲିସ ଏକ ଦଉଡି ସାହାଯ୍ୟରେ ଡଙ୍ଗାକୁ କୂଳକୁ ଟାଣି ଦେଖିବାକୁ…

ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ, ନଜର ପକାନ୍ତୁ କେଉଁ ଜିଲ୍ଲାରେ କାଚିବ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ରହିଛି ଲଘୁଚାପ ।ଏବେ ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଏକ ଅବପାତ ପରିଣତ ହେବାର…