Latest Odisha News

BREAKING NEWS

Browsing Category

ଫିଚର

ଛେଳି ଚରାଇବାକୁ ଯାଇ ଟାପୁରେ ଫସି ରହିଥିବା ବାପ ପୁଅ ଉଦ୍ଧାର

ଆଠଗଡ଼: ମହାନଦୀ ବନ୍ୟା ପାଣିରୁ ବାପପୁଅ ଉଦ୍ଧାର ହୋଇଛନ୍ତି । ଛେଳି ଚରାଇବାକୁ ଯାଇ ବାପପୁଅ ୪ ଦିନ ହେଲା ଏକ ଟାପୁରେ ଫସି ରହିଥିଲେ । ହଠାତ୍ ମହାନଦୀରେ ବନ୍ୟା ପାଣି ଆସିବା ପରେ ଆଉ ଫେର ନପାରି ଅମଙ୍ଗେଇକୁଦର ଏକ ଟାପୁରେ ଅକଟି ରହିଥିଲେ ଆଠଗଡ଼ ବ୍ଲକ କନ୍ଦରପୁରର ବାପୁପୁଅ । ଓଡ୍ରାଫ୍…

ଖେଳ ହେଲା କାଳ, ପୋଖରିରେ ବୁଡ଼ି ୨ ଛୁଆ ମୃତ

କୋରାପୁଟ: ଖେଳୁଥିବା ବେଳେ ଅଘଟଣ । ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ କେବିଡି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗାଁର ଚାଷ ଜମିରେ ଥିବା ପୋଖରି ନିକଟରେ ୩ଜଣ ପିଲା ଖେଳୁଥିବା ବେଳେ ହଠାତ୍ ପୋଖରିରେ ପଡ଼ି ଯାଇଥିଲେ । ଜମିରେ କାମ…

ନୂଆ ପାଠ୍ୟକ୍ରମ ପାଇଁ ସର୍ଭେ,ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇ ହେବ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି - ୨୦୨୦  ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ…

ବିହାରରେ ନୀତିଶ-ତେଜସ୍ବୀଙ୍କୁ ଟକ୍କର ଦେବାକୁ ବିଜେପି ଖୋଜୁଛି ନୂଆ ନେତା

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମିଳିତ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ସେପଟେ ବିହାର ରାଜନୀତିକୁ ନେଇ ଦିଲ୍ଲୀରେ ବିଜେପି ସରକାରକୁ ଘେରିବା ପାଇଁ ରଣନୀତି କରିଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶରେ  ବିହାର ବିଜେପିର…

ହର ଘର ତ୍ରିରଙ୍ଗା ୱେବସାଇଟରେ ଅପଲୋଡ ହୋଇଛି ୬ କୋଟି ସେଲ୍ଫି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣକୁ ଭାରତୀୟବାସୀ ଆନ୍ତରିକତାର ସହ ପାଳନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରିପୋର୍ଟ ମୁତାବକ ବର୍ତମାନ ସୁଦ୍ଧା ୬ କୋଟି…

ହୀରାକୁଦର ୪୦ଟି ଗେଟ ଖୋଲିଲା, ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରି

ଭୁବନେଶ୍ୱର: ହୀରାକୁଦର ୪୦ ଟି ଗେଟରେ ପାଣି ଛଡାଯାଇଛି । ଗତକାଲି ୨୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ ଖୋଲାଯାଇଛି । ୪୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଛି ।  ତେବେ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗତ ୪ ଦିନ ହେଲା ଲାଗି ରହିଥିବା…

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା…

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି…

ଯାଜପୁର ବୈତରଣୀରେ କମିଛି ଜଳ ସ୍ତର: ବିପଦ ଟଳିନି, ଶୁଖିଲା ଖାଦ୍ୟ ବଣ୍ଟନ ଚାଲିଛି

ଯାଜପୁର: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀ ଜଳ ସ୍ତର କମିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିନି ଜଳ ସ୍ତର। ଏ ପର୍ଯ୍ୟନ୍ତ ବିପଦ ଟଳି ନଥିବା ଆକଳନ କରାଯାଉଛି । ମଙ୍ଗଳବାର ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ବୈତରଣୀର ଶାଖା କାଣୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବା ପରେ ୩୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପୂର୍ବରୁ ୨୬ଟି ଗେଟ୍ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲା ଯାଇଛ । ମୋଟ ୪୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରୁ ପାଣି ଛଡ଼ା ଯାଉଥିବା ବେଳେ ମହାନଦୀ…