Latest Odisha News

BREAKING NEWS

Browsing Category

ଫିଚର

ବିଜେପି ସଂସଦୀୟ ବୋର୍ଡରୁ ଗଡକରୀ, ଶିରରାଜ ଆଉଟ୍; ଯୋଗୀ, ଧର୍ମେନ୍ଦ୍ର ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବୁଧବାର ଏହାର ନୂଆ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟି ଗଠନ କରିଛି। ବିଜେପିର ଏହି ସଂସଦୀୟ ବୋର୍ଡରେ ମୋଟ୍ ୧୧ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ସଂସଦୀୟ ବୋର୍ଡରେ ବିଜେପିର ତିନି ନୂଆ ଚେହେରା ମଧ୍ୟ ସାମିଲ କରାଯାଇଛି। ଏହା ସହିତ କେନ୍ଦ୍ର…

ପରିବାର ଭରଣ ପୋଷଣ ପାଇଁ ହାତ ଯୋଡି କାମ ମାଗୁଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର

ମୁମ୍ବାଇ: ପରିବାର ଭରଣ ପୋଷଣ ପାଇଁ ଭାରତର ଜଣେ ପୂର୍ବତନ କ୍ରିକେଟର ଗଣମାଧ୍ୟମ ସମ୍ମୁଖରେ ହାତଯୋଡି କାମ ମାଗୁଥିବା ଦେଖିବାକୁ ମିଳୁଛି । ଏହି କ୍ରିକେଟରଜଣଙ୍କ ହେଲେ ବିନୋଦ କାମ୍ବଲୀ । ସ୍କୁଲ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ସାଥୀ ହୋଇ କୀର୍ତିମାନ ସ୍ଥାପନ କରିଥିବା କାମ୍ବଲି ଆନ୍ତର୍ଜାତୀୟ…

ରୋହିଙ୍ଗ୍ୟା ପ୍ରସଙ୍ଗରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ଛାତ ତଳକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଖୋଲା ଆକାଶ ତଳେ ତମ୍ବୁ ବାନ୍ଧି ରହୁଥିବା ପ୍ରାୟ ୧,୧୦୦ ରୋହିଙ୍ଗ୍ୟା ବା ଶରଣାର୍ଥୀଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ପକ୍କା ଘରକୁ ସ୍ଥାନାନ୍ତର କରାଯିବ। ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କ ରହିବା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ…

ଏଥର ୨୦୧୧ ପରି ରାଜ୍ୟରେ ବନ୍ୟା, ଆହୁରି ୪ ଦିନ ବନ୍ୟା ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର । ରାଜୀବ ଭବନରେ ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି। ଏସଆରସି ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ…

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି…

ଆଇନକୁ ଠକିଥିବା ବ୍ୟକ୍ତି ହେଲେ ଆଇନ ମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ନୂଆ ଡ୍ରାମା ଦେଖିବାକୁ ମିଳିଛି । ମହାମେଂଟ ସରକାର ଗଠନ ହେବା ପରେ ଆରଜେଡି ନେତା ଏମଏଲସି କାର୍ତିକେୟ ସିଂଙ୍କୁ ଆଇନ ମନ୍ତ୍ରୀ କରିବା ନେଇ ବିବାଦ ଦେଖାଦେଇଛି । ଆଇନ ମନ୍ତ୍ରୀ ଆଇନ ଜାଲରେ ପଡିଥିବାରୁ ମେଂଟ ସରକାର ସମାଲୋଚିତ ହେଉଛି । ଯେଉଁ ଦିନ କୋର୍ଟ ତାଙ୍କ…

ହେଲମେଟ ପିନ୍ଧିଲେ ବି ଏହି କାରଣ ପାଇଁ ଜୋରିମାନା ଗଣିବେ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ ପିନ୍ଧିନଥିଲେ ଚାଲାଣ ମୋବାଇଲ ମେସେଜକୁ ଆସିବାର ବ୍ୟବସ୍ଥା କରିଛି ସରକାର। କିନ୍ତୁ ଜୋରିମାନାକୁ ଦେଖି ଅନେକ ଗାଡି ଚାଳକ ଯେଉଁ ହେଲମେଟ ପିନ୍ଧୁଛନ୍ତି ସେଥିରେ କୌଣସି ସୁରକ୍ଷା ନଥିବା ଦେଖିବାକୁ…

ମୋଟର ସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ମୋଟରସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର । ଖୁବ୍ ଶୀଘ୍ର ସମସ୍ତ ପୁରୁଣା ଯାନରେ ନୂଆ ନମ୍ବର ପ୍ଲେଟ୍ ଲଗାଯିବ । ଜିପିଏସ ଦ୍ୱାରା ଏହି ଯାନଗୁଡିକ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନଜର ରଖାଯିବ। କେନ୍ଦ୍ର ସଡ଼କ ପରିବହନ…

ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC

ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ…

ପାଣି ଘେରା ସ୍କୁଲରୁ ଉଦ୍ଧାର ହେଲେ ୫୫୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି । ପାଣି ଘେରରେ ଫସି ରହିଥିବା ଲୋକମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ମଙ୍ଗଳବାର  କଟକ…