Latest Odisha News

BREAKING NEWS

Browsing Category

ଫିଚର

ଆବାସିକ ବିଦ୍ୟାଳୟରେ ବ୍ୟାପିଲା କରୋନା, ୪୧ ଛାତ୍ରୀ ସଂକ୍ରମିତ

ରାୟଗଡ଼ା: ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ…

ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ୪ ଜଣଙ୍କୁ ବାନ୍ଧିଲା CBI

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର…

ପୁନର୍ବାର ଟାର୍ଗେଟ କିଲିଂ ଆରମ୍ଭ କଲେ ଆତଙ୍କବାଦୀ

ପୁଲୱାମା: ପୁଲୱାମାର ଗଦୁରାରେ ପୁନର୍ବାର ଆତଙ୍କବାଦୀମାନେ ଟାର୍ଗେଠ କିଲିଂ ଆରମ୍ଭ କରିଛନ୍ତି । ବିହାର ଅଂଚଳର ୨ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନଡ ପକାଇଥିଲେ । ଏଥିରେ ବିହାରର ମହମ୍ମଦ ମମତାଜଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି ମଧ୍ୟ ବିହାରର ଏହି…

ରାଜ୍ୟଗୋଷ୍ଠୀ କ୍ରୀଡା: ପାରା ପାୱାର ଲିଫ୍ଟିଂରେ ଇତିହାସ ରଚିଲେ ସୁଧୀର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ ୨୧୨ କେଜି ଭାର ଉଠାଇ ୧୩୪.୫ ପଂଏଟ ହାସଲ କରି ନୂତନ…

କ୍ରୀଡ଼ା ଶିକ୍ଷକଙ୍କ ଅମାପ ସମ୍ପତ୍ତି, ଏକକାଳୀନ ୧୩ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଫାସରେ କ୍ରୀଡ଼ା ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଥା ଜରଡ଼ା ଥାନା ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଶୁକ୍ରବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ୪ଜଣ ଡିଏସ୍‌ପି,…

କାଲି ରେଡ୍ ପରେ ଆଜି CBI ଅଫିସରେ ହାଜର ହେଲେ ମହିମା ମିଶ୍ର

ଭୁବନେଶ୍ୱର: ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ର । ଗତକାଲି ମହିମା ମିଶ୍ରଙ୍କ କଟକ ସ୍ଥିତ ଘର ସହ OSL ଅଫିସ୍ ଓ ପାରାଦୀପର ଏକାଧିକ ସ୍ଥାନରେ ସିବିଆଇ ରେଡ୍ କରିଥିଲା । ରେଡ୍ ପରେ ସିବିଆଇ ପାରାଦୀପରୁ ୨ ଜଣଙ୍କୁ ଉଠାଇ ଆଣିଥିଲା । ଏଥିସହ କଟକ ଓଡ଼ିଆ ବଜାର ସ୍ଥିତ ମହିମା…

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ…

ଦୁର୍ଘଟଣା ନୁହେଁ ଗାଡି ଚଢ଼ାଇ ମା ଝିଅଙ୍କୁ ହତ୍ୟା କରିଥିଲା ଡ୍ରାଇଭର

ଯାଜପୁର: ଅନେକ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିବା ଅଭିଯୋଗ ହୁଏ । ତେବେ ପ୍ରମାଣ ଅଭାବରୁ ଅପରାଧିମାନେ ଖସିଯାଆନ୍ତି । ଆଜିକାଲି ଦୁର୍ଘଟଣା ଘଟାଇ ହତ୍ୟା କରିବା ନୂଆ ଷଡ଼ଯନ୍ତ୍ର ପାଲଟି ଗଲାଣି । ସାମାନ୍ୟ ଘଟଣାକୁ ନେଇ ଏପରି ହତ୍ୟା କରୁଛନ୍ତି ଅପରାଧି ।…

ଲଖନପୁର ଜେଇଙ୍କୁ ଧରିଲା ଭିଜିଲାନ୍ସ; ୨୫ ହଜାର ଲାଞ୍ଚ ଜବତ

ଭୁବନେଶ୍ୱର: ଝାରସୁଗୁଡ଼ାର ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜେଇ ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

ଟିଏମସି ନେତାଙ୍କ ଉପରେ ଇଡି, ସିବିଆଇର କାର୍ଯ୍ୟାନୁଷ୍ଠାନ ବେଳେ ମୋଦୀଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେରା ପକାଇଲେଣି ଉଭୟ ପଶ୍ଚିମବଙ୍ଗ ବିଜେପି ଏବଂ ଟିଏମସିରେ ପ୍ରମଖ ନେତା । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦୁର୍ନୀତିଖୋର ନେତାଙ୍କ ତାଲିକା ଦେବାର ଦିନକ ପରେ ଦିଲ୍ଲୀ ପହଞ୍ଚିଛନ୍ତି ଟିଏମସି ସୁପ୍ରିମୋ ତଥା…