Latest Odisha News

BREAKING NEWS

Browsing Category

ଫିଚର

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି…

ଷ୍ଟାର ଆଥଲେଟ ନୀରଜ ଖେଳିବେନି ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବେ ନାହିଁ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ନୀରଜ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି…

କାଶୀପୁର ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଦେଖାଇଛି: ମୋହନ ମାଝୀ

ଭୁବନେଶ୍ୱର: ରାୟଗଡ଼ା କାଶୀପୁରରେ ବ୍ୟାପିଥିବା ହଇଜା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଏଥିପାଇଁ ସରକାର ହିଁ ଦାୟୀ। ରାୟଗଡା କାଶୀପୁରରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ଏପରି କିଛି କହି ବର୍ଷିଛନ୍ତି ବିରୋଧୀ ଦଳର ବିଧାୟକ ମୋହନ ମାଝୀ। କାଶୀପୁରରେ ୧୪ ଜଣଙ୍କର…

ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ନେଇ ଏବେ ଜୋରଦାର ଚର୍ଚା।  ବିବାଦୀୟ ନିଷ୍ପତ୍ତି ନେଇ କୋଣସେଠା ହୋଇପଡ଼ିଥିବା ପ୍ରଫେସର ମିତ୍ତଲ ଏବେ ଛୁଟିରେ ଯାଇଛନ୍ତି । କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ତ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି…

ନରସିଂହପୁର ଆଉ ଏକ ଗୁଳିବିଦ୍ଧ ହାତୀ

କଟକ:  ହାତୀ ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଚିଲାଣି । କିନ୍ତୁ ଶିକାରୀମାନଙ୍କ ଗୁଳି ହାତୀ ଦେହରୁ ଦିନକୁ ଦିନ ବାହାରିବାରେ ଲାଗିଛି । ଆଠଗଡ଼ ନରସିଂହପୁର ବନାଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । କେହି ଶିକାରୀ ହାତୀକୁ ଗୁଳି ମାରି…

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:  ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ ।  ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।  ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । …

ରାଷ୍ଟ୍ରପତି ‘ଦ୍ରୌପଦୀ’ଙ୍କ ନାଁ ଶିକ୍ଷକ ଦେଇଥିଲେ, ମୂଳ ନାଁ କ’ଣ ଥିଲା ?

ଭୁବନେଶ୍ୱର: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ମୟୁରଭଞ୍ଜ ଉପରବେଡା ଗାଁରୁ ଯାଇ ଦେଶର ସର୍ବୋଚ୍ଚସ୍ଥାନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା…

ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ଘଟଣା, ମମତା କହିଲେ ମୁଁ ମର୍ମାହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଶିକ୍ଷକ ଚାକିରି ଦୁର୍ନୀତି ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀରୁ ନିଜକୁ ଦୂରେଇ ରଖିବା ପରେ ଶେଷରେ ମୁହଁ ଖୋଲିଛନ୍ତି । ତାଙ୍କ ସହଯୋଗୀ ଏପରି ଏକ କାମ କରିବେ ବୋଲି ଜାଣି ସେ ମର୍ମାହତ ବୋଲି…

ଅଗଷ୍ଟ ୩ ଯାଏ ମମତାଙ୍କ ମନ୍ତ୍ରୀ ଓ ଅର୍ପିତା ଇଡି ହେପାଜତରେ ରହିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଉଭୟଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଶିକ୍ଷକ ଚାକିରି କରାଇଦେବା ନେଇ ଦୁର୍ନୀତି ସହ…