Latest Odisha News

BREAKING NEWS

Browsing Category

ଫିଚର

ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଘର ନିର୍ମାଣ ସହାୟତା; ଏବେ ମିଳିବ ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ । ଏଣିକି କର୍ମଚାରୀମାନେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୮ ପ୍ରତିଶତ ସୁଧରେ ପାଇପାରିବେ । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଇ । ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଫିସ୍ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ରେଡ୍ ବେଳେ ୨୮ଟି…

ରକେଟ୍ରି: ଦି ନାମ୍ବି ଇଫେକ୍ଟ: ମାଧବନ ଫିଲ୍ମକୁ ଯୋଜନାବଦ୍ଧ ଭାବେ ଫ୍ଲପ କରିବା ପାଇଁ ଉଦ୍ୟମ ହୋଇଥିଲା କି ?

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଲୋକ ନିଜ ହାତ ମୁଠାରେ ଏହାକୁ ରଖିଛନ୍ତି କହିଲେ ଭୁଲ ହେବନି । ସେମାନଙ୍କ ଅନୁମତି ବିନା ପତ୍ରଟିଏ ବି ହଲେନି । ଆର.ମାଧବନଙ୍କ ରକେଟ୍ରି:ଦି ନାମ୍ବି ଇଫେକ୍ଟ ଫିଲ୍ମରେ ଏହା ପ୍ରମାଣିତ ହୋଇଛି । ଗୋଟିଏ ଅଦୃଶ୍ୟ ଟିମ ଏହି ଫିଲ୍ମ ପଛରେ ପଡି…

ଆଜି ଆସିଲା ପ୍ରଥମ ପର୍ଯ୍ୟାୟ ସିୟୁଇଟି ଆଡମିଟ କାର୍ଡ; ଜୁଲାଇ ୩୧ରେ ଦ୍ଵିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଚଳିତ ମାସ ୧୫ ଏବଂ ଅଗଷ୍ଟ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ ସିୟୁଇଟି ପରୀକ୍ଷା । ପ୍ରଥମ ଭାଗ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆଜି ଠାରୁ ସାଇଟରେ ଅପଲୋଡ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆସନ୍ତା ୩୧ ତାରିଖରୁ ଆଡମିଟ କାର୍ଡ ବଣ୍ଟନ ହେବ ବୋଲି ୟୁଜିସି…

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ…

ବିଶ୍ରାମ ନେବା ନେଇ ସିନିୟର୍ସ କ୍ରିକେଟରଙ୍କ ଉପରେ ରାଗିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ବିଶ୍ରାମ ନେବା ନେଇ ଆଜି ଟିମ ଇଣ୍ଡିଆର ସିନିୟର୍ସ ଖେଳାଳିଙ୍କ ଉପରେ ବିରକ୍ତ ହୋଇଛନ୍ତି । ସେ କହିଛନ୍ତି ଆଇପିଏଲ ଖେଳିଲା ବେଳେ ବିଶ୍ରାମ ନେଉନ ତାହାହେଲେ ଦେଶ ପକ୍ଷରୁ ଖେଳିଲା ବେଳେ କାହିଁକି ନେଉଛ ବୋଲି ପ୍ରଶ୍ନ କରିଥିଲେ ।…

ଉତରାଖଣ୍ଡରେ ହାଇ ଡ୍ରାମା: ଆପରେ ଯୋଗ ଦେଲେ ୩ କଂଗ୍ରେସ ନେତା

ଡେରାଡୁନ: ଉତରାଖଣ୍ଡରେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ୩ କଂଗ୍ରେସ ନେତା ହଠାତ ଆମ ଆଦମୀ ପାର୍ଟିରେ ଯୋଗ ଦେବା ରାଜନୈତିକ ବାତାବରଣକୁ ଚଳଚଂଚଳ କରି ଦେଇଛି । ଏହି ୩ଜଣ ହେଲେ ରାଜେନ୍ଦ୍ର ପ୍ରସାଦ ରତୁରୀ, କମଲେଶ ରମଣ ଓ କୁଲଦୀପ ଚୌଧୁରୀ । ଦିଲ୍ଲୀର ଉପ…

ଦୁବାଇ ଖସିଯିବାକୁ ଗୋଟାବାୟା ରାଜପାକ୍ଷେଙ୍କ ଭାଇଙ୍କ ପ୍ରୟାସ, ବିମାନ ବନ୍ଦରରେ ଘେରିଲେ କର୍ମଚାରୀ

କଲୋମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଭିତରେ ଦେଶ ଛାଡି ଦୁବାଇ ଯିବାକୁ ଯୋଜନା କରିଥିଲେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସାନ ଭାଇ ତଥା ନିକଟରେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବାସିଲ ରାଜପାକ୍ଷେ। ଗତକାଲି ସଂଧ୍ୟାରେ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାସିଲ ଦୁବାଇ…

ଋଷରୁ ଶସ୍ତା ତେଲ କିଣୁଛି ଭାରତ, ବ୍ୟବସାୟିକ ପ୍ରକ୍ରିୟା ରୋକିବାକୁ ଆମେରିକା ଆପଣାଇଲା ନୂଆ ରଣନୀତି?

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା ଋଷର ଏପରି ଆକ୍ରମଣକୁ ବିରୋଧ କରି ବିଭିନ୍ନ ପ୍ରତିବନ୍ଧକ ଲଗାଇଛି। ଏପରି ସ୍ଥିତିରେ ଋଷ ଭାରତକୁ ଶସ୍ତାରେ ଅଶୋଧିତ ତେଲ ବିକ୍ରି କରୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଉଠାଇଛି ୟୁରୋପ ସମେତ ଆମେରିକା। ଏବେ…

ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା; ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା । ନୂଆଦିଲ୍ଲୀ ସାଇବର ଥାନାରେ ବିଜେପି ପକ୍ଷରୁ ଏମିତି ଅଭିଯୋଗ କରାଯାଇଛି । ଏହା ସହିତ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ବିଜେପି ଶାଖାର ଜଣେ ମହିଳା ମୁଖପାତ୍ରଙ୍କୁ ବିଗତ ଦୁଇ ତିନି ମାସ ହେବ ବିଭିନ୍ନ…