Latest Odisha News

BREAKING NEWS

Browsing Category

ଫିଚର

ଦ୍ରୌପଦୀଙ୍କୁ ସମର୍ଥନ କଲେ ଶିବସେନାର ଅଧିକାଂଶ ସାଂସଦ, ଏକଟୁିଆ ପଡିଗଲେ ସଞ୍ଜୟ ରାଉତ

ମୁମ୍ବାଇ: ବିଧାୟକ, କର୍ପୋରେଟର ପରେ ଏବେ ସାଂସଦକୁ ନେଇ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଚିନ୍ତିତ। ସୋମବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଦ୍ଧବଙ୍କ ନେତୃତ୍ୱରେ ବୈଠକ ବସିଥିଲା। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ନା ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ…

ଆଜି କୋର୍ଟରେ ହାଜର ହେବେ ଉଦୟପୁର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ

ଉଦୟପୁର: ପ୍ରଫେଟ ମହମ୍ମଦ ବିବାଦ ସଂକ୍ରାନ୍ତୀୟ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତ କୋର୍ଟରେ ହାଜର ହେବେ । ସ୍ପେଶାଲ ଏନଆଇଏ କୋର୍ଟରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ହାଜର କରାଯିବ । ପୂର୍ବରୁ ତଦନ୍ତକାରୀ ସଂସ୍ଥା ଏନଆଇ ଜୁଲାଇ ୧୨ ତାରିଖ…

ରୁଚିକାଙ୍କ ଏକାଦଶହ: ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରହିବ କହିଲେ ମା’ ବିଦ୍ୟୁତପ୍ରଭା

ଭୁବନେଶ୍ୱର: ବିଜେବି କଲେଜ ପ୍ରିନସିପାଲ, ଓ୍ୱାଡେନ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କଲେ ଆତ୍ମହତ୍ୟା କରିଥିବା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମା' ବିଦ୍ୟୁତପ୍ରଭା । ଆଜି ରୁଚିକାଙ୍କ ମୃତ୍ୟୁକୁ ଏକାଦଶହ ଦିନ ପୂରଣ ହୋଇଛି । ଏହି ଅବସରରେ ସାମ୍ବାଦିକ…

ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥି ସୋମବାର ରଥାରୂଢ଼ ଶ୍ରୀଜୀଉଙ୍କ ଅଧର ନୀତି ସମ୍ପନ୍ନ ହୋଇଛି। ଅଧର ପଣା ନୀତି ଦର୍ଶନ ପାଇଁ ରଥ ସମ୍ମୁଖ ରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। https://twitter.com/JagannathaDhaam/status/1546545535946874880 ଆଜି ମହାପ୍ରଭୁ…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଗୁଜରାଟ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟରେ ବର୍ଷା କରୁଛି ତାଣ୍ଡବ । ପ୍ରବଳ ବର୍ଷାରେ ଏପର୍ଯ୍ୟନ୍ତ 64 ଜଣଙ୍କର ମୃତୃୁ ହୋଇଥିବା କୁହାଯାଉଛି । ଅନେକ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରୁ ଲାେକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।  ସେହିପରି  ମଧ୍ୟପ୍ରଦେଶରେ ବର୍ଷା…

ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ

ପୁରୀ:  ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ…

ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବାରୁ ଛାତ୍ରୀଙ୍କ ଆଗରେ ଗାଳିକଲେ ଜିଲ୍ଲାପାଳ, ଦରମା ବନ୍ଦ ପାଇଁ…

ପାଟଣା: ବିହାରର ଏକ ସ୍କୁଲର ପ୍ରଧାନ ଶିକ୍ଷକ ପିନ୍ଧିଥିବା ପୋଷାକକୁ ଦେଖି ଜିଲ୍ଲାପାଳ ଚିହିଁକି ଉଠିଛନ୍ତି। ପ୍ରଧାନଶିକ୍ଷକ କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖି ଲଖିସରାଇ ଜିଲ୍ଲାପାଳ ରାଗିଯାଇଥିଲେ। ପରେ ପ୍ରଧାନଶିକ୍ଷକ ନିର୍ଭୟ କୁମାର ସିଂହଙ୍କ ବେତନ ବା ଦରମା ବନ୍ଦ କରିଦେଇଛନ୍ତି।…

ଜୟଲଳିତାଙ୍କ ଦଳରେ କନ୍ଦଳ: ବହିଷ୍କାର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ କହିଲେ ପନ୍ନିରସେଲଭମ

ଚେନ୍ନାଇ: ଦିବଂଗତ ନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପାର୍ଟି ଏଆଇଏମଡିଏମକେରେ କନ୍ଦଳ । ଦଳର କମାଣ କିଏ ସମ୍ଭାଳିବ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ଏବଂ ଦଳର ପୂର୍ବତନ ସଭାପତି ଓ ପନ୍ନିରସେଲଭମଙ୍କ ମଧ୍ୟରେ ଲଢେଇ ଚରମସୀମାରେ ପହଁଚିଛି। ସରକାରରୁ…

ସ୍କୁଲ ଭିତରକୁ ସାମ୍ବାଦିକ ପ୍ରବେଶ ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ କଙ୍କଡାହାଡ ବିଇଓ, ଅନ୍ୟମାନେ କେବେ ?

ଢେଙ୍କାନାଳ: ସାମ୍ବାଦିକଙ୍କୁ ସ୍କୁଲ ଭିତରକୁ ପ୍ରବେଶ ନେଇ ଲଗାଇଥିବା କଟକଣା ପ୍ରତ୍ୟାହାର କଲେ ଢେଙ୍କାନାଳ ଜିଲ୍ଲା କଙ୍ଗଡାହାଡ ବିଇଓ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ଜାରି କରି ସେ ତାଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରୁଛନ୍ତି ବୋଲି ଦର୍ଶାଇଛନ୍ତି। କିଛି ମିଡିଆ…