Latest Odisha News

BREAKING NEWS

Browsing Category

ଫିଚର

ସୁକେଶ ଚନ୍ଦ୍ରଶେଖର ଠାରୁ ୮୧ ଜଣ ଜେଲ କର୍ମଚାରୀ ନେଇଛନ୍ତି ଲାଞ୍ଚ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ଦିଲ୍ଲୀର ରୋହିଣୀ ଜେଲର ୮୧ ଜଣ କର୍ମଚାରୀ ଲାଞ୍ଚ ଖାଇଛନ୍ତି । ମହା ଠକ ସୁକେଶ ଠାରୁ ଲାଞ୍ଚ ନେଇ ଜେଲ କର୍ମଚାରୀ ତାକୁ ବିଭିନ୍ନ କାମରେ ସାହାଯ୍ୟ କରିଛନ୍ତି । ତାକୁ ଫୋନ, ମୋବାଇନ, ଇଣ୍ଟରନେଟ ଏବଂ ଅନ୍ୟ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଭାରତ ସମେତ ୫ଟି ଦେଶରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି । ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ, ନରେଓ୍ବ ଏବଂ ହଙ୍ଗେରୀରେ ଅବସ୍ଥାପିତ ହୋଇଥିବା ରାଷ୍ଟ୍ରଦୂତ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଲମ୍ବନ କରି ପ୍ରତ୍ୟାହାର କରିନେଇଛନ୍ତି…

ସ୍ତ୍ରୀ ବିନା ବିଦେଶ ଯାତ୍ରା କରି ମୁମ୍ବାଇ ଏୟାରପୋର୍ଟରୁ ଗିରଫ

ମୁମ୍ବାଇ: ସ୍ତ୍ରୀ ବିନା ବିଦେଶ ଯାତ୍ରା କରିବା ଜଣେ ୩୨ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଗୁରୁବାର ଜଣେ ଯୁବକ ଏଥିପାଇଁ ମୁମ୍ବାଇ ଏୟାରପୋର୍ଟରେ ଗିରଫ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ପତ୍ନୀଙ୍କ ବିନା ବିଦେଶ ଯାତ୍ରା କରିଥିଲେ । ଆଉ ଏହି ଯାତ୍ରା ବିଷୟରେ ପତ୍ନୀଙ୍କୁ ଅଜ୍ଞାତ ରଖିବା…

ଗଂଜାମରେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଜଣଙ୍କ ମୃତଦେହ ରବିବାର ସକାଳେ ମିଳିଛି। ମୃତକ ଜଣଙ୍କ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ରବିବାର ସକାଳେ ଶିବଙ୍କ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା…

‘ସୁନାବେଶ’ ଆଜି : ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷା

ପୁରୀ:  ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ହେବ । ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ସୁନାବେଶ ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ…

ସିବିଆଇ ପାରିନଥିଲା କମିଶନରେଟ ପୋଲିସ ସଫଳ ହୋଇଥିଲା: ରୁଚିକା ମୃତ୍ୟୁକୁ ସପ୍ତାହେ ପରେ ବି ପୋଲିସର ହାତ ଖାଲି ?

ଭୁବନେଶ୍ୱର: ଶାନ୍ତ ପଡିଯାଇଛି ଗଣମାଧ୍ୟମରେ ଖବର, ଆଉ ବିଜେବି କଲେଜକୁ ନାହିଁ ପୂୂର୍ବଭଳି ଚର୍ଚ୍ଚା । ଇତି ମଧ୍ୟରେ ରାଗିଂ ଅଭିଯୋଗ ଆଣି ଜୁଲାଇ ୨ରେ ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ପୁରିଛି ସପ୍ତାହେ । କଲେଜ ଏବେ ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ…

ଭୁଲ ବୁଝିଲେ ଅଭିଜିତ ମଜୁମଦାର, ଡିଲିଟ କଲେ ଟୁଙ୍ଗୁର ଭୋଳ ଗୀତ

ଭୁବନେଶ୍ୱର: ଟୁଙ୍ଗୁର ଭୋଳ ଏହି ବ୍ୟକ୍ତିର ପରିଚୟ ଏବେ କୌଣସି ଓଡିଆଙ୍କ ପାଖରେ ଆଉ ବୋଧହୁଏ ଅଛପା ନଥିବ । ଏହି ବ୍ୟକ୍ତିକୁ ନେଇ ଅନେକ ଆଲବମ ମଧ୍ୟ ହୋଇସାରିଲାଣି । ଆଉ ଟୁଙ୍ଗୁର ମଧ୍ୟ ଅଟୋ ଛାଡି ସଙ୍ଗୀତ ଷ୍ଟୁଡିଓରେ ବ୍ୟସ୍ତ । କିନ୍ତୁ ବାରମ୍ବାର ଟୁଙ୍ଗୁରୁ ଭଳି ଚରିତ୍ରକୁ ବିରୋଧ କରୁଥିବା…

ନଦୀରେ ଗାଧୋଇବା ହେଲା କାଳ: ୩ ଜଣଙ୍କ ମୃତ୍ୟୁ, ଜଣେ ଏବେ ବି ନିଖୋଜ

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ: ବୁଡିଯାଇ ୩ ଜଣଙ୍କ ମୃତ୍ୟୁ ଜଣେ ଏବେ ବି ନିଖୋଜ । ଶନିବାର ଷ୍ଟିଲ୍ ସହର ରାଉରକେଲାର କୋଏଲ ନଦୀରେ ଥିବା ଝିରପାଣି ପମ୍ପ ହାଉସ୍ ନିକଟରେ ଗାଧୋଇବାବେଳେ ପାଣିର ପ୍ରବଳ ସ୍ରୋତରେ ଚାରିଜଣ ନାବାଳକ ଭାଲିଯାଇଥିଲେ । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା…

ସ୍କୁଲ ଭିତରକୁ କ୍ୟାମେରା ମନା: ପୋଲ୍ ଖୋଲିଲା, ରୋକ୍ ଲାଗିଲା

ଭୁବନେଶ୍ୱର: ଏଣିକି ସ୍କୁଲ ଭିତରକୁ କ୍ୟାମେରା ଯାଇପାରିବନି । ଅର୍ଥାତ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିପାରିବେନି । ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ…

କନ୍ଧମାଳର କୁନି ଝିଅ ମାମିନାଙ୍କ ବେଲଜିୟମ କାହାଣୀ

ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି…