Latest Odisha News

BREAKING NEWS

Browsing Category

ଫିଚର

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, କେଉଁ ଉଦ୍ଦେଶ୍ୟରେ ଏହା ପାଳନ ହୁଏ ?

ଭୁବନେଶ୍ୱର: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଲାଗି ହୋଇଥାଏ। ରଥାରୁଢ଼ ଠାକୁର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।…

୨୧ତମ ଗ୍ରାଣ୍ଡସ୍ଲାମ, ୭ମ ୱିମ୍ବେଲଡନ ଟାଇଟଲ ଜିତିଲେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ରବିବାର ୱିମ୍ବେଲଡନ ଟେନିସ ଫାଇନାଲରେ ଅଷ୍ଟ୍ରେଲିଆର କିର୍ଗିୟୋସଙ୍କୁ ୪-୬, ୬-୩, ୬-୪ ଓ ୭-୬ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଏହା ଜୋକୋଭିଚଙ୍କ କ୍ୟାରିୟରର ଓଭରାଲ ୨୧ତମ ଗ୍ରାଣ୍ଡସ୍ଲାମ ଓ ୭ମ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି…

ଏସିଆ କପ ବାସ୍କେଟବଲ : ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଅମରେନ୍ଦ୍ର

ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା…

ଟି୨୦ ବିଶ୍ୱକପ ପ୍ରୋମୋ ଭିଡିଓରେ ନୂଆ ଅବତାରରେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ…

ଆସାମରେ ଶିବ-ପାର୍ବତୀଙ୍କ ବେଶରେ ବାଇକ ଚଳାଇବା ନେଇ ବିବାଦ, ୨ ଗିରଫ

ଗୌହାଟୀ: ଆସାମରେ ରବିବାର ଶିବ-ପାର୍ବତୀଙ୍କ ରୂପରେ ବାଇକ ଚଳାଇବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନଙ୍କ ବିରୋଧ ପରେ ୨କଳାକାରଙ୍କୁ ଗିରଫ କରାଯାଇଛି । ଦରବୃଦ୍ଧି ବିରୋଧରେ ଏହି କଳାକାରମାନେ ପଥପ୍ରାନ୍ତ ନାଟକ…

ରାୟପୁର ରେଳବାଇ ବିଭାଗ ପକ୍ଷରୁ ୧୦ ମାସର ଶିଶୁକୁ ମିଳିଲା ଚାକିରି

ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେୱେ ପିପି…

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍…

‘କାଳୀ’ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ

ଭୁବନେଶ୍ବର: ସିଗାରେଟ ଟାଣୁଥିବା କାଳୀ ଦେବୀଙ୍କ ପୋଷ୍ଟର ପାଇଁ ଘୋର ବିବାଦ ଭିତରେ ଫସିଥିବା ଫିଲ୍ମ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଆସୁଛି । ଲୀନା ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଗୋଟିଏ ସ୍କ୍ରିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି…

ସମାଜ ପ୍ରତି ଥିବା ଅନୁସନ୍ଧିତ୍ସାପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ : ବିଭୁତି ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ 'ବିଭୁତି ପଣ୍ଡା' । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ଶୟନ ଏକାଦଶୀ: କାହିଁକି ଭଗବାନ ବିଷ୍ଣୁ ଯାଆନ୍ତି ଚତୁର୍ମାସ ଯୋଗ ନିଦ୍ରାରେ

ଭୁବନେଶ୍ୱର:(ଦେବଦତ୍ତ ରଥ)ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ। ଏହାକୁ ଶୟନ ଏକାଦଶୀ, ହରିଶୟନ ଏକାଦଶୀ ବା ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ୍ ବିଷ୍ଣୁ ପତାଳପୁରୀ ଯାଇ ନିଦ୍ରାରେ ରୁହନ୍ତି। ଏହି ୪ ମାସକୁ…