Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମୋଦୀ, ଶାହଙ୍କୁ ଭେଟିଲେ ସିନ୍ଦେ ଏବଂ ଫଡନାଭିସ

ନୂଆଦିଲ୍ଲୀ: ଶିବସେନାର ଦଳୀୟ ଚିହ୍ନ କେହି ଛଡାଇ ନେଇପାରିବେନି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଏପରି କହିଥିଲେ। ତାଙ୍କ ସମର୍ଥନରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସମର୍ଥନ କମ୍ ଥିବାରୁ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବା…

ସାଉଥ ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଚାହୁଁ ନାହାନ୍ତି ସନ୍ତାନ

ମାଡ୍ରାସ: ବିବାହର ୧୦ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଉପାସନା ଏବେ ବି ମାଆ ହେବାକୁ ଚାହୁଁ ନାହାନ୍ତି । ମୁଁ ମୋ ବାହାଘର ନେଇ ବେଶ ଖୁସି ଅଛି ଓ ଏହି ଜୀବନକୁ ଭରପୂର ଉପଭୋଗ କରୁଛି । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନ…

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ…

ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଶନିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସମାଜବାଦୀ…

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଧସେଇ ପଶିଲେ ବିକ୍ଷୋଭକାରୀ, ଭୟରେ ସରକାରୀ ବାସଭବନ ଛାଡ଼ିଲେ ଗୋଟାବାୟ

କଲୋମ୍ବୋ: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତେଜିଛି । ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ଏବେ ଯେଉଁଭଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାହା ହୁଏତ କେହି କେବେ ଆକଳନ କରିନଥିବେ।…

ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

କଲୋମ୍ବୋ: ଶନିବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାନିଲ ୱିକ୍ରେମେସିଂହେ (Ranil Wickremesinghe) । ପୂର୍ବରୁ ସେ ଇସ୍ତଫା ଦେବେ ବୋଲି କହିଥିଲେ। ଦେଶରେ ସର୍ବଦଳୀୟ ସରକାର ପାଇଁ ରାସ୍ତା ପ୍ରସ୍ତୁତ କରି ଇସ୍ତଫା ଦେବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ…

ବକରିଦରେ ଗୋବଂଶ ହତ୍ୟା ଉପରେ ମହାରାଷ୍ଟ୍ରରେ କଟକଣା: ଡିଜିପିକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଶନିବାର ବକରିଦରେ ଯେପରି ଗୋବଂଶକୁ ହତ୍ୟା କରା ନ ଯିବ ସେ ନେଇ ଡିଜିପିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୋବଂଶର ମାଂ ବିକ୍ରି କରିବା ଏବଂ ରଖିବା ଲୋକଙ୍କୁ ୫ ବର୍ଷ ଜେଲ ଏବଂ ୧୦ ହଜାର ପର୍ଯ୍ୟନ୍ତ ଜରିମାନା କରାଯିବ । ୭ଜୁନରେ…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ…

ବ୍ରହ୍ମପୁର ଆସୁଛନ୍ତି ଧର୍ମେନ୍ଦ୍ର, ବନ୍ଦେ ମାତରଂ ଭବନ କରିବେ ଉଦଘାଟନ

ବ୍ରହ୍ମପୁର: ଆସନ୍ତାକାଲି ରବିବାର ବ୍ରହ୍ମପୁର ସହର ଉପକଣ୍ଠରେ 'ବନ୍ଦେ ମାତରଂ ଭବନ'ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର…

ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ…