Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ ଆୟୋଜନ କରୁଛନ୍ତି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ…

ରାଜଧାନୀରୁ ପିଲା ଚୋରି, ମୟୂରଭଞ୍ଜରୁ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଧରା ପଡ଼ିଲା ପିଲା ଚୋରଣୀ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସୂଚନା…

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ, ଭୁବନେଶ୍ୱରରେ ରହିଛି ଏକାଧିକ ପ୍ଲଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ୪ ଜଣ ଡିଏସପିଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଚଢ଼ାଉ ବେଳେ ଠାବ…

କହ୍ନେୟଲାଲ ହତ୍ୟା ମାମଲା: ଦୋଷୀଙ୍କୁ ଫାଶୀ ଦେବାକୁ କହିଲେ ପତ୍ନୀ

ଉଦୟପୁର: ଉଦୟପୁରର କହ୍ନେୟଲାଲ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଅନ୍ତିମ ସଂସ୍କାର ବେଳେ କହ୍ନେୟଲାଲ ଅମର ରହେର ନାରାରେ ଗୁଜିଂ ଉଠିଥିଲା । କହ୍ନେୟଲାଲ ପରିବାର କାନ୍ଦି ବୋବେଇ ତଳେ ଗଡି ଯାଉଥିଲେ । ତାଙ୍କ ପତ୍ନୀ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବା ପାଇଁ ଅନୁରୋଧ…

ରାଜ୍ୟର ୧୫ ଜିଲ୍ଲାରୁ ୧୬୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୬୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୫ ଜଣ ଓ ୬୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

କାଲି ମହାରାଷ୍ଟ୍ରରେ ବହୁମତ ପରୀକ୍ଷା, ସରକାର ବଞ୍ଚାଇବାକୁ ପାୱାରଙ୍କ ଘରେ ଘନ ଘନ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ରାଜ୍ୟପାଳ କହିଛନ୍ତି ।…

ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌: ନିବେଶକଙ୍କୁ ସମ୍ବୋଧନ କରିବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୋମରୁ ଆସି ଦୁବାଇରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ  ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ  । ପୁଞ୍ଜି ନିବେଶକାରୀଙ୍କୁ ସମ୍ବୋଧନ କରି ଓଡ଼ିଶା ଆସି ଏଠାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରିବେ ।…

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତି । 14 ଦିନ ପରେ ମହାପ୍ରଭୁଙ୍କ ନବ ଯୈାବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ବଡ଼ ଦାଣ୍ଡରେ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ…

4 ରନରେ ଜିତିଲା ଇଣ୍ଡିଆ, ପାଣି ପିଆଇ ଦେଲା ଆୟରଲ୍ୟାଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ  ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-20ରେ ଭାରତ  4 ରନରେ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛି ।   ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ 225 ରନ କରିଥିଲା  ଭାରତ । ଏହାର ଜବାବରେ ଆୟରଲ୍ୟାଣ୍ଡ 5 ଉଇକେଟ ହରାଇ 221 ରନ କରିବାକୁ ସକ୍ଷମ ହୋଇଛି । ଭାରତ …

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ  ଦାବି କରିଛନ୍ତି ଫଡନାବୀସ ।  ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ।  ଫଡନାବୀସଙ୍କ ସହିତ କିଛି ସ୍ବାଧୀନ…