Latest Odisha News

BREAKING NEWS

Browsing Category

ଫିଚର

ରାମପୁର, ଆଜମଗଡ଼ରେ ଅଖିଳେଶଙ୍କ ହାତରୁ ଆସନ ଛଡାଇଆଣିଲେ ଯୋଗୀ

ଲକ୍ଷ୍ନୈା:  ରାମପୁରରେ ବିଜେପି ଜିତିଛି । ରାମପୁର ଲୋକସଭା ଉପନିର୍ବାଚନରେ ଅଖିଳେଶ ଯାଦବଙ୍କୁ ହରାଇଛି ବିଜେପି  ।  ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ଘନଶ୍ୟାମ ଲୋଧି ୪୨ ହଜାରରୁ ଅଧିକ ଭୋଟରେ ଜିତିଯାଇଛନ୍ତି  । ଏନେଇ…

୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା STF, ୧ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖାଲି ନିଶା ସେବନ ନୁହେଁ, ନିଶା କାରବାରରେ ବି ଜଡ଼ିତ ଯୁବପିଢ଼ି । ଗୁଇନ୍ଦା ସୂଚନା ଅନୁସାରେ, STF ରେଡ୍ କରି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ କେଜି ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ଅଭିଯୁକ୍ତମାନେ କେଉଁଠୁ ଆଣଥିଲେ, କାହାକୁ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ୨୨ ବର୍ଷ ବିଚାର ପରେ ତିନି ବର୍ଷ ଜେଲ୍

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲା ଆସିକା ଯୋଗାଣ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ହୋଇଛି। ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଲୁନା ମହାନ୍ତି ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ଏହି ମାମଲାର…

ଦନ୍ତାହାତୀକୁ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ୩ ଗିରଫ, ୨ ଜଣ ନିଲମ୍ବିଚ

ଅନୁଗୁଳ: ଦନ୍ତା ଦାନ୍ତ ନେଇଗେଲେ, ମାରି ଦେଇ ପୋତିଦେଲେ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ଦାନ୍ତ ନେି ମାଟି ତଳେ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ । ଘଟଣାର ତଦନ୍ତ କରି ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସାତକୋଶିଆ ଡିଏଫ୍ଓ ସରୋଜ…

ରୋମ ପରେ ଆଜିଠୁ ୟୁଏଇ ଭ୍ରମଣରେ ଯିବେ ନବୀନ

ଭୁବନେଶ୍ବର: ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣରେ ଯାଇଛନ୍ତି ।  ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର  ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ମଧ୍ୟ  ଦୁବାଇର…

ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀରେ ପହଁଚିଛନ୍ତି  । https://twitter.com/ANI/status/1540902622890455041 ଗସ୍ତ ପୂର୍ବରୁ  ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ଯେ ଚାନସେଲର ମହାମହିମ ଓଲାଫ ସୋଜଙ୍କ…

ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦ ମୁକାବିଲା

ଆୟରଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ। ଆଇପିଏଲ୍‌ ତଥା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନେତୃତ୍ବ ନେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଗତ ୮ ମାସରେ ହାର୍ଦିକ ଭାରତର ୬ଷ୍ଠ ଅଧିନାୟକ। ଦଳରେ ପ୍ରାୟ ସମସ୍ତ…

ସକାଳର ଟପ୍ ନିଉଜ୍

ଆଜି ସକାଳର ଟପ୍ ନିଉଜ୍ https://www.youtube.com/watch?v=_T_EFzgRUBA (1)ଜର୍ମାନ ଚାନସେଲର ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଜର୍ମାନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି  । ସେଠାରେ ମୋଦି ୟୁରୋପରେ ବସବାସ କରୁଥିବା ପ୍ରବାସୀ…

ତିନି ବର୍ଷର ଶିଶୁ ଉପରେ ଅଧିକାର ପାଇଁ ଜନ୍ମ କଲା ମା’-ପାଳିତ ମା’ ଭିତରେ ବିବାଦ

ବ୍ରହ୍ମପୁର: ୩ ବର୍ଷର ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜନ୍ମିତ ମା’ ଏବଂ ପାଳିତ ମା’ ମଧ୍ୟରେ କିଛି ଦିନ ଧରି କଳହ ଆରମ୍ଭ ହୋଇଛି । ଗୋଟିଏ ପଟେ ଜନ୍ମ କଲା ମାଆ ତାର ଅଧିକାର ସାବ୍ୟସ୍ଥ କରିବା ପାଇଁ ପିଲାକୁ ନେବା ପାଇଁ ଚାହୁଁଥିବା ବେଳେ ଅନ୍ୟପଟେ ୩ବର୍ଷ ଧରି ବହୁ କଷ୍ଟରେ ଲାଳନ ପାଳନ…

୧୫୦ ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଶ୍ରମିକମାନଙ୍କ ପାଖରେ ସରକାରୀ ଯୋଜନା ଓ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୧୫୦ଟି ବ୍ଲକରେ ସହକାରୀ ଶ୍ରମ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଜଣେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ରହିବ । ଏହି କାର୍ଯ୍ୟାଳୟ…