Latest Odisha News

BREAKING NEWS

Browsing Category

ଫିଚର

୧୫୦ ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଶ୍ରମିକମାନଙ୍କ ପାଖରେ ସରକାରୀ ଯୋଜନା ଓ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୧୫୦ଟି ବ୍ଲକରେ ସହକାରୀ ଶ୍ରମ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଜଣେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ରହିବ । ଏହି କାର୍ଯ୍ୟାଳୟ…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୯ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆସନ୍ତା ୨୮ତାରିଖ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟ ଠାରେ…

୨୪ ଘଂଟାରେ ବିଦ୍ରୋହୀ ମନ୍ତ୍ରୀ ପଦ ହରାଇବେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ସେ କହିଛନ୍ତି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ବିଦ୍ରୋହୀ ମନ୍ତ୍ରୀମାନେ ସେମାନଙ୍କ ପଦ ହରାଇବେ । ସେହିପରି…

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ…

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ବିଜୟୀ, ମିଥାଲୀଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ

କଲମ୍ବୋ: ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଭାରତୀୟ ଟିମ ଆଗୁଆ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତର ଷ୍ଟାର ଖେଳାଳି ମିଥାଲୀ ରାଙ୍କ…

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ । ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ…

ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଲେ ଦଇତାପତି ସେବାୟତ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୁଷା ପରେ ସୁସ୍ଥ ହୋଇଛନ୍ତି । ଶ୍ରୀଜୀଉଙ୍କ ସୁସ୍ଥତା ସୁସମ୍ବାଦ ଦଇତାପତି ସେବାୟତ ମାନେ ଆଜି ଗଜପତି ମହାରାଜାଙ୍କୁ ଜଣାଇବା ସହ ଅଣବସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ…

ଗୁଜରାଟ ଦଙ୍ଗା: ତିସ୍ତାଙ୍କୁ ଅଟକ ରଖିଲା ଏଟିଏସ

ଅହମ୍ମଦାବାଦ: ଗୁଜରାଟ ଏଟିଏସ ଶନିବାର ସାମାଜିକ କର୍ମୀ ତିସ୍ତା ସୀତଲୱାଡାଙ୍କୁ ଅଟକ ରଖିଛି । ତାଙ୍କୁ ମୁମ୍ବାଇରୁ ଅହମ୍ମଦାବାଦ ନିଆଯାଇଛି । ଗୁଜରାଟ ଦଙ୍ଗା ନେଇ ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଏଟିଏସ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ମାମଲାରେ ସେ ସମୟର ଗୁଜରାଟ…

ତୀରନ୍ଦାଜ ବିଶ୍ୱ କପ ଷ୍ଟେଜ ୩: ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି-ଅଭିଷେକ

ପ୍ୟାରିସ: ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପ ଷ୍ଟେଜ ୩ରେ ଭାରତୀୟ କମ୍ପାଉଣ୍ଡ ମିକ୍ସଡ ଟିମ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜ୍ୟୋତି ସୁରେଖା ଓ ଅଭିଷେକ ବର୍ମା ଯୋଡି ୧୫୬-୧୫୧ରେ ଫ୍ରାନ୍ସର ରବିନ ଜାଟମା ଓ ଲିସେଲ ଜାଟମାଙ୍କୁ ପରାସ୍ତ କରିଥିଲେ । ଏହା ପୂର୍ବରୁ…

୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ…