Latest Odisha News

BREAKING NEWS

Browsing Category

ଫିଚର

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର…

[ଦେଖନ୍ତୁ ଭିଡିଓ] ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସର ଏନକାଉଣ୍ଟର । ଶନିବାର ସହରରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା…

ହେଲମେଟ୍ ନ ପିନ୍ଧି ଫାଇନ୍ ଦେଲେ ଗଣଶିକ୍ଷା ମନ୍ତ୍ରୀ, କ’ଣ ଶିଖିବେ ପିଲା ?

ବାଲେଶ୍ୱର: ସେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଓଡ଼ିଶାର ହଜାର ହଜାର ବିଦ୍ୟାଳୟ ରହିଥିବା ବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବି ରହିଛି । କିନ୍ତୁ ସେ ବେଫିକର । ନା ଆଇନ୍ ମାନୁଛନ୍ତି ନା ମାନିବା…

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ…

ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ମହାରାଷ୍ଟ୍ର ବିଧାୟକଙ୍କ ଉପହାସ !

ଗୌହାଟି: ଆସାମ ବନ୍ୟାରେ ଭାସୁଛି, ମହାରାଷ୍ଟ୍ର ରାଜନୈତିକ କନ୍ଦଳକୁ ବି ଦେଖୁଛି । ବନ୍ୟାରେ ଆସାମର ୩୫ ଜିଲ୍ଲା ମଧ୍ୟରୁ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରୁ ଏବେ ଯାଏ ବନ୍ୟା ଓ ଭୂ-ସ୍ଖଳନରେ ୧୧୭ ଜଣଙ୍କ ଜୀବନ ଯାଇଛି । ସିଲଚରର ୮୦ ପ୍ରତିଶତରୁ ଅଧିକ ଲୋକ…

କେବେ ଆସିବ KGF 3 ?

ଭୁବନେଶ୍ୱର: ରକିଂ ଷ୍ଟାର ୟଶଙ୍କ KGF ୨ ପରେ KGF ୩ କେବେ ଆସିବ ତାକୁ ପ୍ରଶଂସକ ଚାହିଁ ବସିଛନ୍ତି । KGF ୨ ଫିଲ୍ମର କାହାଣୀ ଏକ ପୁସ୍ତକରୁ ଆରମ୍ଭ ହୋଇଥିଲା । ସେହିଭଳି ଚ୍ୟାପ୍ଟର ୩କୁ ନେଇ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ କହିଛନ୍ତି, କେଜିଏଫ୍ ୩ ନିଶ୍ଚୟ ଆସିବ । ୟଶ, ସଞ୍ଜୟ ଦତ୍ତ, ରବିନା…

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶଙ୍କ ଅନୁସାରେ, ଜୁଲାଇ ପ୍ରଥମ ସପ୍ତାହରେ ପକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା…

ନିଜକୁ ନିଜେ ଅଯୋଗ୍ୟ, ଅପାରଗ କହି ହେଉଛି ଓଡ଼ିଶା ବିଜେପି !

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଓଡ଼ିଆ, ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାୟତଃ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଓଡ଼ିଶା…

ଠାକରେ ମୁକ୍ତ ଶିବସେନା ସମ୍ଭବ କି?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଞ୍ଚ ଦିନ ଧରି ଉଠୁଛି ପଡୁଛି । ଶିବ ସେନା ରହିବ କି ଭାଙ୍ଗିବ ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଘନ ଘନ ନିଉଜ , ବିତର୍କ ଚାଲିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାରାଷ୍ଟ୍ରରେ ଠାକରେ ମୁକ୍ତ ଶିବସେନା ସମ୍ଭବ କି? ଏହାକୁ ନେଇ ଏବେ ଆସାମ ଭାୟା ଦିଲ୍ଲୀ…

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…