Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] ବାପା ଖୋଳିଥିବା ବୋରୱେଲରେ ପଡ଼ିଗଲା ୧୦ ବର୍ଷର ପୁଅ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ୮୦ ଫୁଟ୍ ତଳେ ୧୦ ବର୍ଷ ଛୁଆ । ବାପା ଖୋଳିଥିବା ବୋରୱେଲରେ ଫସିଲା ପୁଅ । ଚାଷ ପାଇଁ ବାପା ଘର ପଛପଟେ ବୋରୱେଲ୍ ଖୋଳିଥିଲେ । ହେଲେ ପାଣି ନମିଳିବାରୁ ପୋତିଲେନି, ସେମିତି ଛାଡ଼ି ଦେଇଥିଲେ । ଏବେ ସେ ବୋରୱେଲରେ ଫସିଛି ପୁଅ । ଏଭଳି ଘଟଣା ଘଟିଛି ଛତିଶଗଡ଼ର ଜଞ୍ଜଗିର ଚମ୍ପା ଜିଲ୍ଲାରେ…

[ଦେଖନ୍ତୁ ଭିଡିଓ] ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର : ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା । ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ଜମାଖାତା…

ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ରଜରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜରେ ଓଡ଼ିଶା ମୌସୁମୀ ବର୍ଷାରେ…

ଅକ୍ଷୟଙ୍କ ଯାଦୁ କମୁଛି, କ୍ରମାଗତ ୩ଟି ଫିଲ୍ମ ଫ୍ଲପ

ମୁମ୍ବାଇ: ଖିଲାଡି କୁମାର ଭାବେ ପରିଚିତ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ କ୍ରମାଗତ ୩ଟି ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଫିଲ୍ମକୁ ଦର୍ଶକମାନେ ନାପସନ୍ଦ କରିଛନ୍ତି । ବହୁ ପ୍ରତୀକ୍ଷିତ ସମ୍ରାଟ ପୃଥ୍ୱୀରାଜ…

ଖରାଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି । ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢ଼ାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ  ନିୟମାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ…

ଆପୋଲୋରେ ରାଜ୍ୟର ପ୍ରଥମ ସଫଳ ରୋବୋର୍ଟିକ ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍ସ ରୋବୋଟିକ୍ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ ଆପୋଲୋ…

ବେଦାନ୍ତ ଆଲୁମିନିୟମର ଜଳ ସେବା ଶିବିର; ୧୦ ହଜାର ଲୋକ ଉପକୃତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ବେଦାନ୍ତ ଆଲୁମିନିୟମ ଗତ ମାସରେ ପ୍ରବଳ ଖରାକୁ ଦୃଷ୍ଟି ଦେଇ ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି । ଭୁବନେଶ୍ୱର ମୁନିସିପାଲ ନିଗମ ସହଯୋଗରେ ବର୍ତମାନ ଏହା ସ୍ଥାନୀୟ ଲୋକମାନଙ୍କୁ ସେବା ପ୍ରଦାନ କରୁଛି । ଜଳ ଶିବିରରେ…

ନୂପୁର ଶର୍ମାଙ୍କ ବୟାନକୁ ନେଇ ଦେଶବ୍ୟାପୀ ହିଂସା, ରାଞ୍ଚିରେ ୨ ଜଣଙ୍କ ମୃତ୍ୟୁ

ରାଞ୍ଚି: ବିଜେପି ନେତ୍ରୀ ତଥା ମୁଖପାତ୍ର ନୂପୁର ଶର୍ମାଙ୍କ ଇସଲାମ୍ ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଞ୍ଚିରେ ହିଂସାତ୍ମକ ରୂପ ନେଇଛି ବିରୋଧ । ବିକ୍ଷୋଭକାରୀ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି । ଯେଉଁଥିରେ ୨…

ନଦୀକୁ ତେଲ ଟ୍ୟାଙ୍କର ଖସିବା ପରେ ବିସ୍ଫୋରଣ, ଜିଅନ୍ତା ଜଳିଗଲେ ୪ ଜଣ

ନୟାଗଡ଼: ଇଟାମାଟି ଥାନା ବଡ଼ପଣ୍ଡୁସର ପୋଲରେ ବଡ଼ ଧରଣର ଦୁର୍ଘଟଣା ଘଚିଛି । ପେଟ୍ରୋଲିୟମ୍ ତୈଳ ନେଇ ଯାଉଥିବା ଟ୍ୟାଙ୍କର ନଦୀକୁ ଖସିବା ପରେ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତେଲ ଟ୍ୟାଙ୍କରଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । ଶୁକ୍ରବାର ବିଳମ୍ବିତ…

‘ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ‘ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭ୍ରମାତ୍ମକ ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ର ବିଜ୍ଞପ୍ତି ଜାରି କରାଯାଇଛି । ଭ୍ରମାତ୍ମକ ବିଜ୍ଞାପନ…