Latest Odisha News

BREAKING NEWS

Browsing Category

ଫିଚର

ଶୁଟିଂ ବିଶ୍ୱକପ : ୫୦ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ-ଆଶୀ ଜିତିଲେ ସ୍ୱର୍ଣ୍ଣ

ବାକୁ: ଏଠାରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ମିକ୍ସଡ ଇଭେଂଟରେ ସ୍ୱପ୍ନିଳ କୁସାଲେ ଓ ଆଶୀ ଚୌକସେ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେମାନେ ୟୁକ୍ରେନର ସେରହୀ କୁଲିଶ ଓ ଦରିଆ…

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ । ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ…

ଚିନ୍ତାରେ ପକାଇଲା ନୋଜ ବ୍ଲଡ ଫିଭର ଭାଇରସ

ବାଗଦାଦ: ନୋଜ ବ୍ଲଡ ଭାଇରସ ଏବେ ଚିକିତ୍ସକଙ୍କୁ ଚିନ୍ତାରେ ପକାଇଛି । ଏ ପର୍ଯ୍ୟନ୍ତ ଇରାନ ସମତେ ବିଭିନ୍ନ ସ୍ଥାନରେ ୧୧୧ ମାମଲା ସମ୍ମୁଖକୁ ଆସିଛି । ୧୯ ଲୋକଙ୍କ ମୃତ୍ୟୁ ଘଟିଛି । କ୍ରିମିୟନ କଂଗୋ ହେମୋରୋଜିକ ନାମକ ଏହି ଜ୍ୱର ପାଳିତ ପଶୁଙ୍କ ଶରୀରରେ ଥିବା ଜୀବାଣୁ ଓ ଟିଙ୍କ ଦ୍ୱାରା…

ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ : ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ୱର : ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ । ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ନୂଆ ମନ୍ତ୍ରୀମଣ୍ଡଳ ରବିବାର ଦିନ ଶପଥ ନେବ ବୋଲି ମିଳିଛି ସୂଚନା। ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

ଟାର୍ଗେଟ କିଲିଂ: ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ସୁରକ୍ଷିତ ସ୍ଥାନକୁ ବଦଳି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂକୁ ଦେଖି ସରକାର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ବଦଳି ଘାଟୀ ବାହାରକୁ କରାଯାଇଛି । ଚିଫ ଏଜୁକେଶନ ଅଫିସର ପତ୍ର ଏବଂ ବଦଳି ଅର୍ଡର ସେମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ଘାଟୀରେ କ୍ରମାଗତ…

ମୋ ଜନ୍ମ ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଗୋରା ହୋଇଥାନ୍ତି: ବିଜେଡି ବିଧାୟକ

ଭୁବନେଶ୍ୱର: ରାଜନୀତିରେ ଆନୁଗତ୍ୟ ନଦେଖାଇଲେ ଆଗକୁ ବଢ଼ିହେବନି କି ସୁଯୋଗ ମଧ୍ୟ ମିଳେନି । ଏଥିପାଇଁ ରାଜନୈତିକ ଦଳରେ ଖୋସାମତିଆ ନେତାଙ୍କର ଗୋଟିଏ ପଲଟନ ରହିଥାନ୍ତି । ଯେଉଁମାନେ କାମ କମ୍ ନିଜ ଦଳର ମୁଖିଆଙ୍କୁ ନିତି ସଞ୍ଜ ସକାଳେ ପ୍ରଂଶସା କରିବାକୁ ଭୁଲନ୍ତି ନାହିଁ। ଏହି ନେତାଙ୍କ…

ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ‘ଭାଟିକାନ ସିଟି’ର ଛାପ, ପିନାକୀଙ୍କ ବୟାନ ବିତର୍କକୁ କଲା…

ନୂଆଦିଲ୍ଲୀ: ପୁରୀ ନିଜର ଐତିହ୍ୟ ପରମ୍ପରା ପାଇଁ ବିଶ୍ୱ ଦରବାରରେ ପରିଚିତ । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ପୁରୀଧାମ । ହିନ୍ଦୁ ଧର୍ମର ଏହି ପବିତ୍ର ଧାମର ରୂପରେଖ କିନ୍ତୁ ବଦଳିଯିବ । ଆଉ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କହିଛନ୍ତି ପୁରୀ ସାଂସଦ…

ହାରିବା ପରେ ରାଧାରାଣୀଙ୍କର ମନେ ପଡ଼ିଲା ‘ଇଭିଏମ୍ ଟାମ୍ପରିଂ’ ଉପାଖ୍ୟାନ

ବ୍ରଜରାଜନଗର: ଅଜବ ବୟାନ । ବ୍ରଜରାଜନଗର ଉପ ନିର୍ବାଚନରେ ହାରିବା ପରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଦେଇଛନ୍ତି ଏକ ଅଜବ ବୟାନ। ଯାହା ବିଜେପି ବିରୋଧରେ ସାଧାରଣତଃ ଆସେ । କିନ୍ତୁ ଏବେ ବିଜେପିର ଏହି ନେତ୍ରୀ ଆଣିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ନିର୍ବାଚନ ହାରିବା ପରେ ଆଣନ୍ତି।…

ଆଗୁଆ ମୌସୁମୀ ଛୁଇଁଲା ପଶ୍ଚିମବଙ୍ଗ, ଖୁବଶୀଘ୍ର ଓଡ଼ିଶାରେ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା ପଶ୍ଚିମବଙ୍ଗ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାର ସ୍ୱାଭାବିକ ବର୍ଷା ଆରମ୍ଭ ହୋଇଛି। ଚଳିତଥର ପଶ୍ଚିମବଙ୍ଗରେ 4 ଦିନ ପୂର୍ବରୁ ମୌସୁମୀ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଜୁନ୍ 8 ସୁଦ୍ଧା କୋଚବିହାର…

୯ ଘଣ୍ଟା ଇଡି ଜେରାର ସମ୍ମୁଖୀନ ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଇଡି ଜେରାର ସାମ୍ନା କରିଛନ୍ତି ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ୨୦୧୪ରେ ହୋଇଥିବା ଏଟି ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କୁ ଜେରା କରିବାକୁ ଡାକିଥିଲା ଇଡି। ୯ ଘଣ୍ଟାରୁ ଅଧିକ ସମୟ…