Latest Odisha News

BREAKING NEWS

Browsing Category

ଫିଚର

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାରି ଭିତରେ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ଏହି ମାମଲା ଦାୟର କରିଛନ୍ତି…

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା…

କେସିଆର ଏବଂ ଓଓ୍ୱେସୀଙ୍କ ଗଡରେ ବିଜେପି କରିବ ବଡ ବୈଠକ, ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 2 ଓ 3 ତାରିଖରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା…

ଆତଙ୍କବାଦୀ ଆକ୍ରମଣ ଭୟ, ବିସ୍ଥାପିତ ହେଉଛନ୍ତି ଅନେକ ହିନ୍ଦୁ ପରିବାର !

ଶ୍ରୀନଗର: କଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ବୃଦ୍ଧି ପାଉଥିବାରୁ ସରକାରଙ୍କ ଆଗରେ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଜଣେ ସମ୍ପ୍ରଦାୟ ନେତା ବୁଧବାର ଦାବି କରିଛନ୍ତି ଯେ କୁଲଗାଁଓରେ ଜଣେ ହିନ୍ଦୁ ଶିକ୍ଷକଙ୍କ ହତ୍ୟା ପରେ ପ୍ରାୟ 100ରୁ ଅଧିକ ହିନ୍ଦୁ ପରିବାର ନିଜ ଭିଟାମାଟି ଛାଡି…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍: ସନ୍ଦେହ ଘେରରେ ପରିବହନ ଅଧିକାରୀ

ଭୁବନେଶ୍ୱର: ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସୁରକ୍ଷିତ। ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ପରିବହନ କମିଶନର କହିଛନ୍ତି। କିନ୍ତୁ ଏପରି ନମ୍ବର ପ୍ଲେଟ ପେଟ୍ରୋଲ ଏବଂ କିରୋସିନିରେ ଲିଭି ଯାଉଛି ବୋଲି ଅଭିଯୋଗ ହୋଇଛି। ତେଣୁ କାହିଁକି ଏହି ନମ୍ବର ଲଗାଯିବ ଏବଂ କିପରି…

ରାଜଧାନୀରେ ଗଛ କାଟିବାକୁ କେଉଁ ସ୍ୱାର୍ଥରେ ବନ ବିଭାଗ ତରବରିଆ ଅନୁମତି ଦେଇଛି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାୟକଙ୍କ ପାଇଁ ତିଆରି ହେଉଥିବା କ୍ୱାର୍ଟର ନିର୍ମାଣ ପାଇଁ ଗଛ କଟା ହୋଇଛି। ଏହିସବୁ କ୍ୱାର୍ଟର ନିର୍ମାଣ ପାଇଁ ହଜାରେ ଗଛ କଟା ହେବ। ବନ ବିଭାଗ ଏତେ ସବୁ ଗଛ କାଟିବା ପୂର୍ବରୁ ଆବଶ୍ୟକ ପ୍ରକ୍ରିୟାକୁ ଅନୁପାଳନ କରିନଥିବା ଅଭିଯୋଗ ରହିଛି। ଯେଉଁ…

ବିଳମ୍ବିତ ରାତିରେ ବାଣୀବିହାର ରେଲଓ୍ୱେ ବ୍ରିଜ ଉପରେ ଦୁର୍ଘଟଣା, ୪ କାରକୁ ପିଟିଲା ଡମ୍ପର

ଭୁବନେଶ୍ୱର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ବାଣୀବିହାର ରେଲଓ୍ୱେ ଓଭର ବ୍ରିଜ ନିକଟରେ ବେପରୁଆ ଡମ୍ପର ପିଟିଲା ୪ କାରକୁ । ଚାରି କାର ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପୂର୍ବରୁ ଖୋର୍ଦ୍ଧା ପଟୁ ଆସୁଥିବା ଏହି ଡମ୍ପରଟି ନୟାପଲ୍ଲୀ ଏବଂ…

ସାଧନା ବିଜୟୀ : ଲାଉଙ୍ଗୀ ଭୂୟାଁ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ମଣିଷ ଶରୀର ନେଇ ଜନ୍ମ ହୋଇଥିବା ସମସ୍ତ ପ୍ରାଣୀ ମଣିଷ ନୁହଁନ୍ତି । ଶାସ୍ତ୍ର କହେ ବୁଦ୍ଧି ବିବେକ ନଥିବା ମଣିଷ ପଶୁ ସହିତ ସମାନ।ପୁଣି ବୁଦ୍ଧି ମଧ୍ୟ ଦୁର୍ବୁଦ୍ଧି କିମ୍ବା ସୁବୁଦ୍ଧି ହୋଇପାରେ । କେହି କେହି ସୁବୁଦ୍ଧିଯୁକ୍ତ ହୋଇଥିଲେ ମଧ୍ୟ ନିଜର ଆଉ…

ପ୍ରଦୀପ୍ତ ମହାପାତ୍ରଙ୍କୁ କେନ୍ଦ୍ରୀୟ ଏମପାନେଲମେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ କ୍ୟାବିନେଟ ନିଯୁକ୍ତି କମିଟି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଏମପାନେଲମେଣ୍ଟକୁ ସ୍ୱୀକୃତି ଦେଇଛି । ତାଙ୍କ ସହ ବିହାର ଏବଂ ଉତ୍ତରାଖଣ୍ଡର ୪ଜଣ ଆଇଏସ ଅଫିସରଙ୍କ ମଧ୍ୟ ଏମପାନେଲମେଣ୍ଟ ହୋଇଛି। ୧୯୮୮ ବ୍ୟାଚ୍ ଆଇଏସ ଅଫିସର ପ୍ରଦୀପ୍ତଙ୍କୁ ଅତିରିକ୍ତ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…