Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର…

ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା…

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି ।…

ସାବିତ୍ରୀ: ଜଣେ ସତୀର କାହାଣୀ …

– ଦେବଦତ୍ତ ରଥ ଭୁବନେଶ୍ୱର: ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର ପର୍ବ ଭିତରେ ସାବିତ୍ରୀ ବ୍ରତ ଅନ୍ୟତମ।…

ମେ ୨୯’ରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି କ’ଣ ବାର୍ତ୍ତା ଦେବାକୁ ପ୍ରୟାସ କଲେ ସୁପ୍ରିମୋ ?

ଭୁବନେଶ୍ୱର: ନେତାଙ୍କର ପ୍ରତିଟି ପାଦର ଚାଲି ଏବଂ କଥାରେ ଥାଏ ଅନେକ ବାର୍ତ୍ତା । ଏପରି ସ୍ଥିତିରେ ମେ ୨୯'ରେ ପୂରଣ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ । ଏକଦା ଏହି ତାରିଖରେ ସେ ଲଣ୍ଡନ ଗସ୍ତରେ ଥିବା ବେଳେ ତାଙ୍କ ବିରୋଧରେ ଦଳରେ ତିଆରି…

ଦ୍ୱିତୀୟ ଥର ପାଇଁ ସଂସଦରେ ‘ଶଙ୍ଖ’ର ସ୍ୱରକୁ ଶାଣିତ କରିବେ ସସ୍ମିତ

ଭୁବନେଶ୍ୱର: ଚାରି ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସସ୍ମିତ ପାତ୍ର ସଂସଦକୁ ଦ୍ୱିତୀୟ ଥର ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏହା ପୂର୍ବରୁ ଏହି ଥିଓରୀକୁ ନବୀନ ପ୍ୟାରୀମୋହନ ମହାପାତ୍ର ଏବଂ ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ଲାଗୁ କରିଥିଲେ। ବିଜେଡିରୁ ଦୁଇ ଥର ରାଜ୍ୟସଭାକୁ…

ମିଡିଆ ମଙ୍ଗ ଧରିବା ପରେ ଦିଲ୍ଲୀରେ ମଙ୍ଗ ଧରିବେ କି ମଙ୍ଗରାଜ ?

ଭୁବନେଶ୍ୱର: ରାଜ୍ୟସଭାକୁ ଯିବେ ମାନସ ମଙ୍ଗରାଜ। ବିଜେଡି ଘୋଷଣା କରିଥିବା ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟତମ ପ୍ରାର୍ଥୀ ହେଉଛନ୍ତି ମାନସ ମଙ୍ଗରାଜ । ଏବେ ସେ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ…

ସରପଞ୍ଚରୁ ସାଂସଦ ହେବେ ସୁଲତା, ପୂର୍ବରୁ ଅନେକ ଥର ହୋଇଥିଲେ ନିରାଶ

ଭୁବନେଶ୍ୱର: ପ୍ରତିଦିନ ଗଣମାଧ୍ୟମରେ କୌଣସି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ରଖୁଥିବା କିମ୍ବା ଟିଭି ବିତର୍କରେ ସାମିଲ ହେଉଥିବା ବିଜେଡିର ଅନ୍ୟତମ ମୁଖପାତ୍ର ହେଉଛନ୍ତି ସୁଲତା ଦେଓ । ଏକଦା ଯାଜପୁର ଜିଲ୍ଲାରେ ସରପଞ୍ଚ ହୋଇଥିବା ଏହି ମହିଳା ନେତ୍ରୀଙ୍କୁ ବିଜେଡି ଏବେ ରାଜ୍ୟସଭା ଟିକେଟ୍…

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୫ ଦିନିଆ ସଚେତନତା ଯାତ୍ରା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଏକ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ରବିବାର ଶ୍ରମ ନିର୍ଦ୍ଦେଶାଳୟରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, ଆଇ.ଏ.ଏସ.…

ମଙ୍କି ପକ୍ସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ଯ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର : ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କି ପକ୍ସ ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରସ୍‌…