Latest Odisha News

BREAKING NEWS

Browsing Category

ଫିଚର

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାରେ ରକ୍ତରଞ୍ଜିତ ଦିଗପହଣ୍ଡି

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଂଚଳରେ କ୍ରମାଗତ ଭାବେ ଗଡି ଚାଲିଛି ମୁଣ୍ଡ। ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାଏଁ ୩ ଜଣଙ୍କ ପ୍ରାଣହାନି ଘଟଲାଣି। ଏପ୍ରିଲ ୨୩ ତାରିଖରେ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମରେ ୨ ଜଣ…

ସାବିତ୍ରୀ ଆଗରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାନସିକ ରଖିବାକୁ ଇଚ୍ଛା କରିଥିଲେ ପ୍ରଭାତି ନାୟକ । ଏନେଇ ସ୍ୱାମୀଙ୍କୁ ପୂଜା ପାଇଁ ଆବଶ୍ୟକ ଜିନିଷ କିଣି ଆଣିବାକୁ ବରାଦ କରିଥିଲେ । କିନ୍ତୁ ଯାହାର ଦୀର୍ଘାୟୁ କାମନା ପାଇଁ ଏତେ ଯତନ ହେଉଥିଲା । ସେହି ସ୍ୱାମୀ ହିଁ ସ୍ତ୍ରୀକୁ ହତ୍ୟା କରିଦେଲା…

ସଚିନଙ୍କ ଆଇପିଏଲ ଶ୍ରେଷ୍ଠ ଏକାଦଶ: ଧୋନୀ, କୋହଲି, ରୋହିତଙ୍କୁ ସ୍ଥାନ ନାହିଁ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ତଥା ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି । ଏହି ଦଳରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିନି । ଆଇପିଏଲ ଚାମ୍ପିୟନ ଗୁଜରାଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର…

ଫ୍ରେଂଚ ଓପନ ଟେନିସ: ପୁରୁଷ ଡବଲ୍ସ ସେମିରେ ବୋପାନ୍ନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୋପାନ୍ନା ଓ ତାଙ୍କ ନେଦରଲାଣ୍ଡ ଯୋଡୀ ମାଟେୱେ ମିଡିଲ କୁପଙ୍କ ସହ ମିଶି କ୍ୱାର୍ଟର ଫାଇନାଲରେ ବ୍ରିଟେନର ଲୟଡ ଗ୍ଲାସପୁଲ ଓ ଫିନଲାଣ୍ଡର…

ସିଦ୍ଧୁ ମୁସେୱାଲା ହତ୍ୟା ପରେ ତିହାର କଏଦୀଙ୍କ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଯେଉଁ ସଂଗଠନ ସିଦ୍ଧୁଙ୍କୁ ହତ୍ୟା କରିଥିବା ଦାବି କରୁଛି । ସେହି ଅପରାଧ ସଂଗଠନର ଜଣେ କୁଖ୍ୟାତ ଅପରାଧୀର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ଅପରାଧୀ ଜଣକ…

ଛଅ ଛୁଆଙ୍କୁ କୂଅରେ ପକେଇ ହତ୍ୟା କଲା ମାଆ

ଭୁବନେଶ୍ୱର: ଛଅଟି ପିଲାଙ୍କୁ କୂଅରେ ପକେଇ ମାରି ଦେଲା ମାଆ । ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଜଣେ ମହିଳା ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ନିଜର ଛୁଆ ମାନଙ୍କୁ ହତ୍ୟା କରିଛନ୍ତି । ଜିଲ୍ଲାର ମହାଦ ଗ୍ରାମରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି । ମହିଳା ହେଉଛନ୍ତି – ଚିଖୁରି ସାହନୀ, ବୟସ –…

ଫ୍ରେଂଚ ଓପନ: ମହିଳା ଫାଇନାଲ ହାରିବା ପରେ ଚୀନ ଖେଳାଳି କାହିଁକି କହିଲେ ପୁଅ ହୋଇଥିଲେ ଭଲ ହୋଇଥାନ୍ତା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରଥମ ଥର ଫାଇନାଲ ଖେଳୁଥିବା ୧୯ ବର୍ଷୀୟା ଚୀନର ଝେଙ୍ଗ କିନୱେନ ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକାଙ୍କ ନିକଟରୁ ହାରିଯାଇଛନ୍ତି । ତେବେ ଏହି ପରାଜୟ ପରେ ସେ ଭାଙ୍ଗି ପଡି ନିରାଶ ସହକାରେ କହିଛନ୍ତି ମୁଁ ପୁଅ ହୋଇଥିଲେ ଭଲ…

ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ଜଣ ପ୍ରାର୍ଥୀ ମଙ୍ଗଳବାର ପୂର୍ବାହ୍ନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ…

ପୁନର୍ବାର ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ: ହିନ୍ଦୁ ମହିଳା ଶିକ୍ଷକଙ୍କ ଉପରେ ଗୁଳିମାଡ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ପୁନର୍ବାର ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଗୋପାଲପୋରାରେ ଥିବା ଏକ ହାଇସ୍କୁଲର ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଗୁଳିମାଡ କରାଯାଇଥିଲା । ଏଥିରେ ଗୁରୁତର ଆହତ ଶିକ୍ଷୟତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା…

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ…