Latest Odisha News

BREAKING NEWS

Browsing Category

ଫିଚର

ପାଟଣାଗଡରୁ ପାର୍ଲାମେଣ୍ଟ ଯିବେ ନିରଞ୍ଜନ; ନବୀନଙ୍କୁ ମିଲିଲା ଏୟୁଙ୍କ ଉତ୍ତରାଧିକାରୀ !

ଭୁବନେଶ୍ୱର: ଯେଉଁ ଚାରି ଜଣଙ୍କ ନାମ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଘୋଷଣା କରିଛି ବିଜେଡି ସେଥିମଧ୍ୟରୁ ନିରଞ୍ଜନ ବିଶି ହେଉଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରପ୍ରାଇଜ କାର୍ଡ । ଯିଏକି ଶାସକ ଦଳର ନିକତମ ମିଡିଆ ହାଉସର ଖବରର ଆକଳନ ପରିଧି ମଧ୍ୟରେ ନଥିଲେ। ତେଣୁ କାହିଁକି…

କଥା ଦେଇ କଥା ରଖିଲେନି ନବୀନ !

ଭୁବନେଶ୍ୱର: ଯୁବ ନେତାଙ୍କୁ ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ଦଳର ଭେଟେରେନାଙ୍କୁ ଦେଇଛନ୍ତି ଚକମା । ଖାଲି ହେବାକୁ ଥିବା ଚାରି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳରେ ଅନେକ ଆଶାୟୀ ନେତା ରାଜ୍ୟସଭାକୁ ଯିବେ ବୋଲି ମନ କରିଥିଲେ। କାରଣ ବିଭିନ୍ନ…

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ମୋଦୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ରବିବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୋମବାର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏହି ସୂଚନା ଦେଇଛି । ଦୁଇ ମାସରେ ନବୀନଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ ହେବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସାବଧାନତା ର ସହ ମାସ୍କଡ ଆଧାର କାର୍ଡ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ମାସ୍କଡ ଆଧାର କାର୍ଡ ବ୍ୟବହାର ପାଇଁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ରଦ୍ଧ କରିଛି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି । ଗତ ୨୭ ତାରିଖରେ ୟୁଆଇଡି ର ବେଙ୍ଗାଲୁରୁ ଶାଖା ମାସ୍କଡ ଆଧାର ବ୍ୟବହାର ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା । ଏହି ବିଜ୍ଞପ୍ତିରେ ଆଧାର…

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ରେ ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରବିବାର ବିଜେପି ଏ ନେଇ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ନିର୍ମଳ ସୀତାରମଣ, ପୀୟୁଷ ଗୋୟଲଙ୍କ ପରି କେନ୍ଦ୍ର ମନ୍ତ୍ରୀଙ୍କ ନାମ ରହିଛି । ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ନାମ ହେଲା- ସୁଶ୍ରୀ…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…

ଦୁନିଆକୁ ଡରାଇବା ଲକ୍ଷ୍ୟରେ ଡ୍ରୋନ କ୍ଷମତା ଦେଖାଇଲା ଇରାନ

ତେହେରାନ: ଦୁନିଆକୁ ଡରାଇବା ଲକ୍ଷ୍ୟରେ ଆଜି ଇରାନ ତାର ଶକ୍ତିଶାଳୀ ଓ ଅତ୍ୟାଧୁନିକ ଡ୍ରୋନ କ୍ଷମତା ପ୍ରଦର୍ଶନ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲରେ ଏହି ଡ୍ରୋନଗୁଡିକର ଫଟୋ ଦେଖା ଯାଇଥିଲା । ଏହା ମାରାତ୍ମକ ଏବଂ ମିସାଇଲଯୁକ୍ତ ଡ୍ରୋନ ବୋଲି ଜଣାପଡିଛି । ଏହାକୁ ଏକ ଗୁପ୍ତ ସ୍ଥାନରେ…

ଏସିଆ କପ ହକି: ମାଲେସିଆ-ଭାରତ ମ୍ୟାଚ ଡ୍ର

ଭୁବନେଶ୍ୱର: ମାଲେସିଆରେ ଚାଲିଥିବା ଏସିଆ କପ ହକିରେ ରବିବାର ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମାଲେସିଆ ସହ ମ୍ୟାଚ ଡ୍ର ରଖିଛନ୍ତି । ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତୀୟ ଟିମ ଆରମ୍ଭରୁ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଜବରଦସ୍ତ ଫର୍ମରେ ଥିବା ମାଲେସିଆର ରାଜି…

କ୍ୟାପିଟାଲ ଥାନାରେ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି । ଫାଲକନ ଗ୍ରୁପ ଏବଂ…