Latest Odisha News

BREAKING NEWS

Browsing Category

ଫିଚର

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର

ଝାରସୁଗୁଡା: ପଞ୍ଚାୟତ, ପୌର ନିର୍ବାଚନରେ ସକ୍ରିୟ ନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ କଥା ଉଠାଇ ରାଜ୍ୟ ସରକାର ତଥା ଶାସକ ଦଳକୁ ବାଣ ମାରିଛନ୍ତି । ଯେଉଁ ମହାନଦୀ ପ୍ରସଙ୍ଗକୁ…

ବ୍ରହ୍ମପୁର ଡେପୁଟି ମେୟରଙ୍କ ମାନବିକତା; ରାତିରେ ବୁଲି ନିରାଶ୍ରୟଙ୍କୁ ଦେଉଛନ୍ତି ଆଶ୍ରୟ

ବ୍ରହ୍ମପୁର: ମାନବିକତା ପ୍ରଦର୍ଶନ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ.ବିବେକ ରେଡ଼ି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହର ସାରା ବୁଲିବୁଲି ନିରାଶ୍ରୟଙ୍କୁ ଉଦ୍ଧାର କରୁଛନ୍ତି । ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖୁଛନ୍ତି । ସୋମବାର ରାତି ପ୍ରାୟ…

ତଳିଆ କର୍ମଚାରୀ ଧରାପଡୁଛନ୍ତି, ହେଲେ ବଡ ଅଧିକାରୀ ଖସି ଯାଉଛନ୍ତି : କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡା:  ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ପ୍ରଚାର କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ…

ଏମ୍‍କେସିଜିରେ ଖାଲିଥିବା ପଦବୀ ସପ୍ତାହ ଭିତରେ ହେବ ପୂରଣ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସହଯୋଗୀ ପ୍ରାଧ୍ୟାପକ/ସହକାରୀ ପ୍ରାଧ୍ୟାପକମାନେ ପଦୋନ୍ନତି/ନିୟମିତ ବଦଳିକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରେ କାର୍ଯ୍ୟରତ ସାମ୍ବାଦିକମାନେ ୪ ଦିନ ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣା…

ପୂର୍ବ ଶତ୍ରୁତାରୁ ପୁରୀରେ ହତ୍ୟାକାଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ଏମାର ମଠ ଚକଡା ନିକଟରେ ବୋହିଲା ରକ୍ତର ନଦୀ । ଆପୋଷ ଶତ୍ରୁତାକୁ କେନ୍ଦ୍ର କରି ରକ୍ତର ହୋଲି ଖେଳିଲେ ଦୁଇ ଗୋଷ୍ଠୀ । ଶିବରାମ ପାତ୍ର ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କର।ଯାଇଥିବା ଜଣାପଡିଛି । ମୃତକ ଜଣକ ତଳୁଚିଆ ସାହିର ନାନୁ ପାତ୍ରଙ୍କ ପୁଅ…

ମେକଡୋନାଲ୍ଡସ କୋଲଡ୍ରିଙ୍କରୁ ବାହାରିଲା ଝିଟିପିଟି

ଭୁବନେଶ୍ୱର: ଅହମଦାବାଦର ମେକଡୋନାଲ୍ଡ ରେସ୍ତୋରାଁ ରେ କୋଲଡ୍ରିଙ୍କରୁ ମଲା ଝିଟିପିଟି ବାହାରିଛି । ଦେଶୀ କିମ୍ବା ଶସ୍ତା କୋଲିଡ୍ରିଙ୍କ ନୁହେଁ । ବିଭିନ୍ନ ସ୍ତର ଦେଇ ଯାଞ୍ଚ ହୋଇ ଆସୁଥିବା ଦାମୀ ବ୍ରାଣ୍ଡେଡ କୋଲଡ୍ରିଙ୍କରୁ ବାହାରିଛି ଏଭଳି ବିଷାକ୍ତ ଜୀବ । ଅହମଦାବାଦ ମେକଡୋନାଲ୍ଡସରେ ଜଣେ…

ଇଣ୍ଡିଆନ ଗ୍ରାଁପ୍ରି ୪: ଲଙ୍ଗଜମ୍ପରେ ବାଜି ମାରିଲେ ନୟନା, ଅମୀୟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି୪ରେ ମଙ୍ଗଳବାର ମହିଳା ଲଙ୍ଗଜମ୍ପରେ କେରଳର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । କେରଳର ନୟନା ଜେମ୍ସ ୨ ଥର ୬.୩୬ ମିଟର ଜମ୍ପ କରି ଲଙ୍ଗଜମ୍ପ ଟାଇଟଲ ହାସଲ କରିଛନ୍ତି । ପ୍ରଥମ ୨…

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାଜକୁ ହରାଇଲା ଭେଲୋସିଟି

ମୁମ୍ବାଇ: ଚଳିତ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟରେ ମଙ୍ଗଳବାର ଦୀପ୍ତି ଶର୍ମା ନେତୃତ୍ୱାଧୀନ ଭେଲୋସିଟି ୭ ୱିକେଟରେ ସୁପରନୋଭାଜକୁ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ ହୋଇଛି । ସୁପରନୋଭାଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୦ ରନ…

ବ୍ୟାଙ୍କରୁ ଗାଏବ ଜମାକାରୀଙ୍କ ଟଙ୍କା, ସ୍କାନରରେ କର୍ମଚାରୀ

ନିଆଳି: ନିଜର ଝାଳବୁହା ଟଙ୍କାକୁ ସୁରକ୍ଷିତ ଭାବେ ରଖିବାର ପ୍ରମୁଖ ସ୍ଥାନ ହେଉଛି ବ୍ୟାଙ୍କ । ଆଉ ଚିଟଫଣ୍ଡ ଘଟଣା ପରେ ବ୍ୟାଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଛି । କିନ୍ତୁ ଏବେ ଏହି ବ୍ୟାଙ୍କରେ ନିଜର ଜମା ଟଙ୍କା ରଖି ହଟହଟା ହୋଇଛନ୍ତି କଟକ ଜିଲ୍ଲା ନିଆଳି ଅଞ୍ଚଳର କିଛି ଲୋକ। ଏବେ…

ଏସିଆ କପ ହକି: ଜାପାନଠାରୁ ହାରିଲା ଭାରତ

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଏସିଆ କପ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ପୁଲ ଏର ଚତୁର୍ଥ ମ୍ୟାଚରେ ଜାପାନ ୫-୨ରେ ଭାରତକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିମାନେ ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାପାନକୁ…