Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀନଗରରେ ଟାର୍ଗେଟ କିଲିଂ: ପୋଲିସ ଅଧିକାରୀ ମୃତ, ଶିଶୁ କନ୍ୟା ଗୁରୁତର

ଶ୍ରୀନଗର: ସୌରାରେ ଆତଙ୍କବାଦୀମାନେ ପୁନର୍ବାର ଆଉ ଏକ ଟାର୍ଗେଟ କିଲିଂ କରିଛନ୍ତି । ସୈଫୁଲ୍ଲା କାଦ୍ରୀ ନାମକ ଜଣେ ପୋଲିସ ଅଧିକାରୀ ଛୋଟ ଝିଅକୁ କାନ୍ଧରେ ପକାଇ ଯାଉଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ସୈଫୁଲ୍ଲା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଝିଅ ଗୁରୁତର…

ପୁଟିନଙ୍କୁ ହତ୍ୟା ଉଦ୍ୟମ ବିଫଳ; ପୂର୍ବରୁ ହୋଇଛି ୫ ଥର ଆକ୍ରମଣ

ଭୁବନେଶ୍ୱର: ହତ୍ୟାରୁ ବଞ୍ଚିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ପୁଟିନଙ୍କ ଉପରକୁ ସାଂଘାତିକ ଆକ୍ରମଣ ହୋଇଥିଲା । ଲକ୍ଷ ନିକଟରୁ ଫେରିଆସଛି ମୃତ୍ୟୁ । କୋକେସସ ଗସ୍ତ ବେଳେ ପୁଟନିଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଗତ ୫ ଥର ଭଳି ଏଥର…

କେଦାରନାଥରେ ସୁଶାନ୍ତଙ୍କ ନାମରେ ହେବ ସେଲଫି ପଂଏଟ

ମୁମ୍ବାଇ:ଆରପାରିରେ ଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଉତରାଖଣ୍ଡ ସରକାର ଏକ ସେଲଫି ପଂଏଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା ଏହି…

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ ।…

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ…

ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ହେଲେ ବିନୟ ସକ୍ସେନା

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନା ନିଯୁକ୍ତ ହୋଇଛନ୍ତି । ମେ ୧୮ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୀଲ ବୈଜଲ ଆକସ୍ମିକ ଭାବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିନୟଙ୍କୁ ପ୍ରଦାନ କରିଛନ୍ତି ।…

ଓଡ଼ିଶାର ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶାରେ ଖାଲି ହେଇଥିବା ୩ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠାରୁ ରାଜ୍ୟସଭା ନିର୍ବାଚନ ନେଇ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ୩୧ ତାରିଖ ନାମାଙ୍କର…

ଆଜି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଦୁଲୁକୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ହେଭିଓ୍ୱେଟ କ୍ୟାମ୍ପେନ ଚଳାଇଛି ତିନି ରାଜନୈତି ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବେ ।…

ପୁରୀ ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ ହୋଇଛି । ଜିପିଆରଏସରେ ୩ ମେସିନ୍, ୫ ଇଞ୍ଜିନିୟର ଓ ୮ କାର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି  । ଓବିସିସିର ଚିଠି ପରେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି ।…

ବର୍ଷାଙ୍କ FIR ପରେ ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କଣ କହିଲେ ଜାଣନ୍ତୁ

କଟକ: ସେଲିବ୍ରିଟ୍ କପୁଲ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ତେଜିବାରେ ଲାଗିଛି । ସୋସିଆଲ୍ ମିଡିଆରେ ଅନୁଭବ ଦାମ୍ପତ୍ୟ ଜୀବନ କଳହକୁ ନେଇ ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ଚରିତ୍ର ସଂହାର କରୁଥିବା ବର୍ଷା କଟକ…