Latest Odisha News

BREAKING NEWS

Browsing Category

ଫିଚର

ଗତ ପଞ୍ଚାୟତ ନିର୍ବାଚନରେ ଜିତିଛନ୍ତି ୯୫ ଜଣ କୋଟିପତି

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ୭୨୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି । ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ୯୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ନିକଟରେ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହି ପ୍ରାର୍ଥୀମାନେ ନିର୍ବାଚନ…

ବିଜେଡିର ୬୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ୮୨ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା ରହିଛି । ‘ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ୍’ ବିଜୟୀ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସତ୍ୟପାଠ ବିଶ୍ଲେଷଣ କରି ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି…

ପ୍ଲାଷ୍ଟିିକ ସର୍ଜରୀ ନେଇଗଲା କନ୍ନଡ ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ୨୧ ବର୍ଷୀୟା ଏହି ଲୋକପ୍ରିୟ ଅଭିନେତ୍ରୀ ନିକଟରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ । ଏହା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ଏଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ…

୧୮ ମାସରେ ଚାରି ମୁଖ୍ୟମନ୍ତ୍ରୀ ବଦଳାଇଲାଣି ବିଜେପି, ଆଉ ୮ ମାସରେ କେତେ ?

ଭୁବନେଶ୍ୱର: ଚାରି ବର୍ଷ ପୂର୍ବେ, ବିଜେପି ତ୍ରିପୁରାରେ କ୍ଷମତାକୁ ଆସିଥିଲା । ବାମପନ୍ଥୀ ଦଳକୁ କ୍ଷମତାଚ୍ୟୁତ କରି ବିଜେପି ଏଠାରେ ଗେରୁଆ ବାନା ଉଡାଇଥିଲା। ଆଉ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏହି ସଫଳତା ପାଇବା ପଛରେ ନେପଥ୍ୟ ନାୟକ ସାଜିଥିଲେ ବିପ୍ଲବ ଦେବ । ହେଲେ ଆଗାମୀ ବିଧାନସଭା…

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ : ଓଡିଶା ସମେତ ୯ଟି ସ୍ଥାନରେ ରେଡ୍

ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ…

ଖଡ଼ି ମାଟି ବିବାଦ , ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୋରାପୁଟ  : ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । ଲମତାପୁଟ ପରଜାଖୁଡୁବି…

ଚିନ୍ତନ ଶିବିରରେ ରାହୁଲଙ୍କ ବୟାନ, ବିଗାଡି ଦେବ କି ବିଜେପି ବିରୋଧରେ ଖେଳ ?

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆୟୋଜିତ ହେଉଥିବା ଚିନ୍ତନ ଶିବିର ଶେଷ ହୋଇଛି। ଶିବିର ଜରିଆରେ ଦଳୀୟ କର୍ମୀଙ୍କୁ ରାହୁଲ ଗାନ୍ଧୀ ଗୋଟିଏ ବଡ ବାର୍ତ୍ତା ଦେବେ ବୋଲି କୁହାଯାଉଥିଲା। ତେଣୁ ଏହି ଶିବିର ଉପରେ ସାରା ଦେଶର ରାଜନୈତିକ ପ୍ରେମୀଙ୍କର ନଜର ଥିଲା । କିନ୍ତୁ ରାହୁଲ ଗାନ୍ଧୀ ଏହି…

ଶ୍ରୀଲଙ୍କାରେ ଜଟିଳ ସ୍ଥିତି, ଗୋଟିଏ ଦିନର ପେଟ୍ରୋଲ ମହଜୁଦ

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସୋମବାର କହିଛନ୍ତି ଯେ ବର୍ତ୍ତମାନ କ୍ଷତିରେ ଚାଲୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ…

ଭାରତ ନେପାଳ ମଧ୍ୟରେ ଆଠ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ, ଚିନ୍ତା ବଢ଼ିଲା ଚୀନର

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ନେପାଳ ଗସ୍ତ କରି ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର…

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁଇଟି ଟିମରେ ଦୁଇ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ରହିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି…