Latest Odisha News

BREAKING NEWS

Browsing Category

ଫିଚର

ଖୋଲାରେ ଶୌଚ: ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର: ଦେଶରେ ଓଡ଼ିଶାର ସର୍ବାଧିକ ସହରାଞ୍ଚଳ ଲୋକେ ଖୋଲାରେ ଶୌଚ କରନ୍ତି । ୧୮.୫% ସହରାଞ୍ଚଳ ଲୋକ ରାଜ୍ୟରେ ଶୌଚ କରିବାକୁ ଖୋଲାକୁ ଯାଆନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସମଗ୍ର ଦେଶରେ…

ଆହୁରି ୪ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଭାରତବର୍ଷ ମହଙ୍ଗା ମାଡ଼କୁ ସାମ୍ନା କରୁଛି । ଏବେ ସେହି ପେଟ୍ରୋଲ ଓ ଡିଜେଲ ଦୀର୍ଘ ଦିନ ଧରି ସ୍ଥିର ରହିବା ପରେ ଏବେ ପୁଣିଥରେ ଦର ବଢିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେଟ୍ରେଲ ଏବଂ ଡିଜେଲର ଦର ଆହୁରି ୪ ଟଙ୍କା ବଢ଼ିପାରେ।…

‘ଝିଅ-ଝିଅ’ ଚିଡ଼େଇବାରୁ ହତ୍ୟା କରିଦେଲା ସାଙ୍ଗ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଚିଡ଼ାଚିଡ଼ି ପାଇଁ ସ୍କୁଲ ସାଙ୍ଗକୁ ହତ୍ୟା କରିଛି । ଅଭିଯୁକ୍ତକୁ ଝିଅ-ଝିଅ କହି ଚିଡ଼େଇବାରୁ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି । କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏହି ହତ୍ୟା । ଅଭିଯୁକ୍ତକୁ ବାରମ୍ବାର ତାର ଶରୀର…

ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ: କଳା ଛାତ୍ରଙ୍କ ପୋଷାକରେ ପରିସ୍ରା କଲେ ଗୋରା ସହପାଠୀ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଯୋଗୁଁ କ୍ରିକେଟ ଦଳ ଉପରେ ଦୁଇ ଦଶନ୍ଧି ଧରି ପ୍ରତିବନ୍ଧକ ଲାଗିବା ଘଟଣା ବିଷୟରେ ସମସ୍ତେ ଜ୍ଞାତ । ସମୟାନୁସାରେ ଏଥିରେ ସଂସ୍କାର ଆସିବା ଏବଂ ପ୍ରତିବନ୍ଧକ ଉଠିଯାଇଛି । ହେଲେ ଏବେ ବି ଏଠାରେ ଦେଖିବାକୁ ମିଳୁଛି ଏପରି ନୀଚ ଚିନ୍ତାଧାରା ।…

ରେଫରୀଙ୍କୁ ଚାପୁଡା ମାରି ଆଜୀବନ ବାସନ୍ଦ ହେଲେ ରେସଲର ସତୀନ୍ଦର

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଟ୍ରାଏଲ ବେଳେ ଆଜି ଅଣ ଖେଳୁଆଡ ପରିବେଶ ସୃଷ୍ଟି ହୋଇଥିଲା । ରେସଲର ସତୀନ୍ଦର ମଲିକ ୧୨୫ କିଲୋଗ୍ରାମ ବିଭାଗରେ ପରାଜିତ ହୋଇଥିଲେ । ପରାଜୟକୁ ସତୀନ୍ଦର ଗ୍ରହଣ କରି ନ ପାରି ରାଗି ଯାଇଥିଲେ । ସେ ରେଫରୀ ଜଗବୀର ସିଂଙ୍କ ସହିତ ମାରପିଟ କରିଥିଲେ ।…

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ…

ଟେକ୍ସାସ୍ କ୍ଲାସରୁମରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବିଦେଶରେ ବଢ଼ି ଚାଲିଛି ଭାରତୀୟଙ୍କ ଉପରେ ଆକ୍ରମଣ । ଜାତି ଏବଂ ବର୍ଣ୍ଣ ଭେଦଭାବକୁ ନେଇ ଆକ୍ରମଣ ହୋଇଥିବା କେତେ ଘଟଣା ଆଗରୁ ନଜିର୍ ଅଛି । ଗତ ୧୧ ତାରିଖରେ ଘଟିଛି ପୁଣି ଏମିତି ଏକ ଘଟଣା । ଟେକ୍ସାସ ସହରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ହୋଇଛି ଆକ୍ରମଣ । କପେଲ୍ ମିଡିଲ୍…

ବାଙ୍ଗାଲୋର ହଲ ଅଫ ଫେମରେ ଗେଲ, ଡିଭିଲର୍ସ

ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨ ପୂର୍ବତନ ଷ୍ଟାର ଖେଳାଳି କ୍ରିସ ଗେଲ ଓ ଏବି ଡିଭିଲର୍ସଙ୍କୁ ମଙ୍ଗଳବାର ହଲ ଅଫ ଫେମରେ ସାମିଲ କରାଯାଇଛି । ଏହି ଦୁଇ ଖେଳାଳିଙ୍କ ଯୋଗୁ ଆଇପିଏଲ ବେଶ ଲୋକପ୍ରିୟ ହୋଇଥିଲା । ବିରାଟ କୋହଲି ମଧ୍ୟ ଏହି ଦୁଇ ଖେଳାଳିଙ୍କୁ ହଲ ଅଫ ଫେମରେ ସାମିଲ…

ଜାତୀୟ ମହିଳା ହକି : ଓଡିଶା ଚାମ୍ପିୟନ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଜାତୀୟ ମହିଳା ସିନିୟର ହକି ଫାଇନାଲରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକକୁୂ ପରାସ୍ତ କରି ଚାମ୍ପିୟନ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ଥର ପାଇଁ ଓଡିଶା ମହିଳା ହକିରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଓଡିଶା ଖେଳାଳିମାନେ ଆକ୍ରମଣାତ୍ମକ…

ସମ୍ ହସ୍ପିଟାଲ୍‌ରେ ପ୍ରଥମ ଥର ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ…